• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Education System
ଏମିତି ଗାଁ ଯେଉଁଠି ପିଲାମାନେ କଲେଜ ପିଣ୍ଡା ମାଡ଼ି ନାହାନ୍ତି, ହାଇସ୍କୁଲ ଦେଖିବା ବି ୟାଙ୍କ ସ୍ୱପ୍ନ

ଉଚ୍ଚଶିକ୍ଷାରୁ ବଞ୍ଚିତ ଯାମୁଯୋରୀ କଇଁଙ୍ଗ ଗାଁର ଛାତ୍ରଛାତ୍ରୀ, ଗାଁରୁ କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି

Crackers
ବେଆଇନ ଭାବେ ରଖିଥିଲା ବାଣ, ପୋଲିସ କଲା ଚଢ଼ାଉ

ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।

Mallikarjun kharge
କର୍ଣ୍ଣାଟକର ଚର୍ଚ୍ଚିତ ଚେହେରା ମଲ୍ଲିକାର୍ଜୁନ୍‌ ଖଡ଼ଗେ.. ଜାଣନ୍ତୁ ତାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିଅର

ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍‌ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।

Kartika Habisa
ସାରା ଓଡ଼ିଶାରେ ଏହି ଗୋଟିଏ ସ୍ଥାନ, ୫ ଟଙ୍କାରେ ହବିଷ୍ୟାଳିଙ୍କୁ ମିଳୁଛି ହବିଷାନ୍ନ

୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।

Mallikarjun Kharge
ପ୍ରତି ଗାଁକୁ ଏମିତି ଜଣେ ଦିଗା ଭାଇନା ଲୋଡ଼ା, ଲୋକଙ୍କର ରହିବନି ଅସୁବିଧା..!

ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍‌ ସହଜରେ ମିଶିପାରନ୍ତି ଦିଗା ।

Actor Baisali
ଚିଠି ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ ! ଏବେ ରାହୁଲଙ୍କୁ ଖୋଜୁଛି ପୋଲିସ..

ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରୁନାହାନ୍ତି । ଇନ୍ଦୋର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ୍‌ ।

Bhakta Das
ଅର୍ଚ୍ଚନା ମାମଲାରେ ସରକାରଙ୍କୁ ଭକ୍ତଙ୍କ ଟାର୍ଗେଟ୍ ! କହିଲେ ସତ୍‌ସାହସ ଅଛି ତ ସରକାର ଭାଙ୍ଗି ନର୍ବାଚନ କରାନ୍ତୁ

ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।

Aryan Khan
ଆର୍ୟ୍ୟନ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା ! ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

NCB ଭିଜିଲାନ୍ସ ଟିମ୍‌ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ  ।

Srimandir
ଆମିକସ୍‌କ୍ୟୁରୀଙ୍କ ରିପୋର୍ଟରେ ଶ୍ରୀମନ୍ଦିର ନେଇ ସାଂଘାତିକ ତଥ୍ୟ !

ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।

Mohammed Moquim, Congress
ରହିଲା ମୋକିମଙ୍କ ବିଧାୟକ ପଦ, ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶରେ ହାଇକୋର୍ଟଙ୍କ ରୋକ୍

ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।

Pradeep panigrahi
ଏଯାଏଁ ଛିଣ୍ଡିନି ଅଡ଼ୁଆ ! EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ

ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ତାଙ୍କୁ ଇଡିରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।

Rajendra Das Dhamnagar By poll
ବିଜେଡିରୁ ବିଦା ପରେ ରାଜେନ୍ଦ୍ର କହିଲେ, କାର୍ଯ୍ୟାନୁଷ୍ଠାନ ବଡ଼ କଥା ନୁହେଁ

ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

Crime
ସଂସାର ଉଜାଡ଼ିଦେଲା ସ୍ୱାମୀ ! ପତ୍ନୀ ବାପ ଘରୁ ଆସିଲାନି ବୋଲି ଶାଶୁ-ଶଶୁର-ଦୁଇ କୁନି ଛୁଆଙ୍କୁ ଜିଅନ୍ତା ଜାଳିଦେଲା

ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।

Dhamnagar Bypoll
କମ୍ପିଲାଣି ଧାମନଗର ପ୍ରଚାର ମୈଦାନ, ତିହିଡ଼ି ବ୍ଲକ୍‌ରେ ସବୁ ଦଳର ନଜର ! କାହିଁକି..?

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ କ୍ୟାମ୍ପେନ୍ ଜୋର୍ । ବିଜେଡି ଓ କଂଗ୍ରେସ ଯୋଦ୍ଧା ବି ମାଗିଲେଣି ଭୋଟ୍ ।

Akshay Kumar
ସର୍ଭେ ରିପୋର୍ଟ, ଏଥିରେ ବି ଅକ୍ଷୟ କୁମାରଙ୍କ ନାଁ ସବୁଠୁ ଆଗରେ..

ଅଜି ହଠାତ୍ ଅକ୍ଷୟ କୁମାରଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ କଥା ।

Cyclone
ପୁଣି ବାତ୍ୟା ! ଉତ୍ତର ଆନ୍ଧ୍ର କିମ୍ବା ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ଆଶଙ୍କା

୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ସାଇକ୍ଲୋନ୍ ଆଶଙ୍କା । ଆଇଏମଡିର ସୂଚନା, ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ । ବିଭିନ୍ନ ପାଣିପାଗ ମଡେଲର ଆକଳନକୁ ନେଇ ନାନା ଚର୍ଚ୍ଚା ।

Chilika Buffalo Milk
କ୍ୟାନ୍‌ସର ଭଲ କରିଦେବ ମଇଁଷି କ୍ଷୀର ! ୬ ବର୍ଷ ଗବେଷଣା ପରେ ଆସିଲା ତଥ୍ୟ

ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।

Cyclone Sitrang
ଏଥର ବାତ୍ୟା ନେଇପାରେ ମହାବାତ୍ୟାର ରୂପ ! ହେଲେ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।

Srinibas
ଗରିବ ପିଲା କେମିତି ଶିଖିବେ ଇଂରାଜୀ ? ତାର ବାଟ ଖୋଲିଛନ୍ତି ଶ୍ରୀନିବାସ

ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।