ମାଡ ଗୋଳ ଏତେ ଅଧିକ ଥିଲା ଯେ, କେହି କାହାକୁ ଛାଡିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ, ଏମାନେ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରିଥିଲେ ।
କାମ କରୁ କରୁ ସେ ନିଖୋଜ ହୋଇଯାଇଥିବା ନେଇ ଠିକାଦର ତାଙ୍କ ଘରକୁ ଫୋନ୍ କରିଥିଲେ ।
ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି ।
ଯେଉଁଠି ଡାକ୍ତର ଫେରାଇ ଦେଉଛି ରୋଗୀଙ୍କୁ, ସେଇଠି ଗୁଣିଆ କେମିତି କହୁଛି ଭଲ କରିଦେବ । ଆଉ ଆଜିକା ଦିନରେ ବି ଲୋକେ ଗୁଣିଆ କଥା କେମିତି ବିଶ୍ୱାସ କରୁଛନ୍ତି । କାରଣ ଆମକୁ ବି ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା ।
ପୁଅ-ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ କେହି ପଚାରିନୁହନ୍ତି । ଖାଲି ପଚାରିଲେନି ତାହା ନୁହେଁ ବରଂ ଘରୁ ବାହାର ବି କରିଦେଲେ ।
ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ।
ଏହି ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କୁ ଯେତିକି ଖୁସି ଲାଗିବ ବା ଭଲ ଲାଗିବ ସେତିକି ଭୟ ବି ଲାଗିବ । କାରଣ ଭିଡିଓରେ ଠିକ୍ ସେମିତି କିଛି ରହିଛି ।
ସରକାର ସ୍ମାର୍ଟ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏଠି କିନ୍ତୁ ଭୟଙ୍କର ଅବସ୍ଥା । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଘରେ ପାଠ ପଢୁଛନ୍ତି ୧ମରୁ ୫ମ ଶ୍ରେଣୀ ଯାଏଁ ପିଲା ।
୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର ।
ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।
କୁକୁରମାନେ ବି ସଗର୍ବେ ସମ୍ମାନ ଗ୍ରହଣ କରୁଛନ୍ତି ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।
ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ?
୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
ବିଚାରପତିମାନଙ୍କ ଆଚରଣ ସଂହିତା ଉପରେ ପ୍ରଶ୍ନ ଉଠିଛି ।
ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।