• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Rosagola
ରସଗୋଲା ପାଇଁ ବାତିଲ ୧୦ ଟ୍ରେନ୍, ବଦଳିଲା ୧୦୦ରୁ ଅଧିକ ରୁଟ୍

ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।

 Edava Basheer
ଗୀତ ଗାଉଥିଲେ...ମଞ୍ଚରେ ଟଳି ପଡ଼ିଲେ

ବସିର ଜଣେ ସୁନାମଧନ୍ୟ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର । ଶ୍ରୋତାଙ୍କ ମନରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେରଳର ଆଲାପୁଜାଠାରେ ଶନିବାର ରାତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Shankaracharya
ପରିକ୍ରମା ପ୍ରକଳ୍ପ ନେଇ ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ ! ‘ମୁଁ ନିର୍ଭୟରେ କୁହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି’

ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

Monkeypox
WHOର ଚେତାବନୀ ! ଗୋଷ୍ଠୀ ସଂକ୍ରମଣରେ ପରିଣତ ହେବ ମଙ୍କିପକ୍ସ

କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

Paid Period Leave
ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ: ଦେୟଯୁକ୍ତ ଛୁଟି ଦାବି କରି ଓଡ଼ିଆ ଝିଅଙ୍କ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌

ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।

Tree Cutting
ବିଧାୟକଙ୍କ କ୍ୱାର୍ଟର ନିର୍ମାଣ ପାଇଁ ବଳି ପଡ଼ିଲା ଶତାଧିକ ବଡ଼ ବଡ଼ ଗଛ

୨୭୫ କୋଟି ଟଙ୍କା ବ୍ୟୟରେ ଏହି ସ୍ଥାନରେ ର୍ନିମାଣ ହେବ ୧୦ ମହଲା ଓ ୧୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ଏଥିରେ ୩୦୦ଟି କ୍ୱାର୍ଟର ରହିବ ।

Bijoy Mohapatra
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜଗଦ୍‌ଗୁରୁଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର

ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।

Daily Horoscope Horoscope
Daily Horoscope 28th May: ବୃଷ-ସିଂହ-କନ୍ୟା ରାଶିର ଘାତବାର, ଜାଣନ୍ତୁ କେମିତି କଟିବ ଦିନ

୨୦୨୨ ମସିହା, ମଇ ମାସ ୨୮ତାରିଖ, ଶନିବାର, ବୃଷ ୧୪ଦିନ, ଜ୍ୟେଷ୍ଠମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥି, ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର

Water Scarcity
କଲବଲ ହେଲେଣି ଲୋକେ ! ପିଇବାକୁ ପାଣି ନାହିଁ କି ଗାଁରେ ନଳକୂଅ ନାହିଁ

୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଦୁଇଟି ପାନୀୟ ଜଳ ପ୍ରକଲ୍ପ ନିର୍ମାଣ ହୋଇଥିଲା । ହେଲେ ଖରାଦିନେ ଗୋଟିଏ ପ୍ରକଳ୍ପରୁ ଜଳ ଯୋଗାଣ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

Chakara Gang
ଲାଗିବ NSA ! ତଡ଼ିପାର ହେବେ ଦୁର୍ଦ୍ଦାନ୍ତ ଚକରା ଗ୍ୟାଙ୍ଗ

ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା ।

High Security Number Plate
ଏଣିକି ଚଳିବନି ପୁରୁଣା ନମ୍ବର ପ୍ଲେଟ୍ ! ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ

ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇବା ପାଇଁ ଓଡ଼ିଶା ଲାଗି ୪ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରଖାଯାଇଛି ।

OPSC
UGCର ତାଗିଦ୍‌ ପରେ OPSCର ନିଯୁକ୍ତି ପ୍ରକ୍ରିୟା ବନ୍ଦ

ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରି ଓପିଏସ୍‌ସି, ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାକ୍ଷାତକାର ପରୀକ୍ଷା ଏବଂ ୬ ତାରିଖରେ ହେବାକୁ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚକୁ ବନ୍ଦ ରଖିଛି । 

Love
୧୦ ମିନିଟ୍ ସମ୍ଭୋଗ ପରେ ଚାଲିଗଲା ସ୍କୃତିଶକ୍ତି

ଜଣେ ବ୍ୟକ୍ତି ୧୦ ମିନିଟ୍‌ ସେକ୍ସ କରିବା ପରେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଲେ ।ପ୍ରଥମେ ଡାକ୍ତର ମାନେ ମଧ୍ୟ ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେଲେ ।

Food
ସାରା ବିଶ୍ୱରେ ଖାଦ୍ୟ ସଂକଟ ! ୟୁକ୍ରେନ୍‌ରେ ଗଚ୍ଛିତ ଅଛି ଗହମ, ହେଲେ ବାଟ ବନ୍ଦ କରିଛି ଋଷ

ୟୁକ୍ରେନ ନିକଟରେ ୨୦ ମିଲିୟନ ଟନ୍ ଗହମ ରହିଛି । ସେହିପରି ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିରେ ବି ଠିଆ ହୋଇଛି ପାଚିଲା ଗହମ ।

Perfume
ବିଶ୍ୱର ସବୁଠୁ ଦାମୀ ପରଫ୍ୟୁମ୍‌ ‘ସୁମୁଖ୍‌’, ବଟଲରେ ଖଞ୍ଜାଯାଇଛି ୩୫୦୦ ହୀରା, ଅଢ଼େଇ କେଜି ସୁନା !

ସମୟ ଅନୁଯାୟୀ ଭିନ୍ନ ଗନ୍ଧର ପରଫ୍ୟୁମ୍‌ ବ୍ୟବହାର ହୋଇଥାଏ । ତେବେ ଏହାର ଦାମ୍ ମଧ୍ୟ ସେମିତି ଭିନ୍ନ ରହିଥାଏ ।

Anubhav- Varsha
ଅନୁଭବ-ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍‌, ଆକ୍ଷେପ କରି ଭିଡିଓ ପୋଷ୍ଟ କରିପାରିବେନି ଅନୁଭବ !

ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

TEXAS Firing
ମାନିବାକୁ ପଡ଼ିବ କୁନି ଝିଅର ଉପସ୍ଥିତ ବୁଦ୍ଧି, ଆଖିବୁଜା ଗୁଳି ପୁଟୁଥିବା ବେଳେ ବଞ୍ଚାଇଲା ନିଜ ଜୀବନ

ହତ୍ୟାକାରୀ ଆଖିବୁଜା ଗୁଳିଚଳାଉଥିଲା, ଆଉ ନିରୀହ ପିଲାମାନଙ୍କୁ ହତ୍ୟା କରୁଥିଲା । ସେତେବେଳେ ଜଣେ ୧୧ ବର୍ଷିୟ ଝିଅ ହତ୍ୟାକରୀ ଆଗରେ ମରିବାର ନାଟକ କରିଥିଲା ।

Indian Army
ଲଦାଖ ସୀମାରେ ୭ ଯବାନ ସହିଦ, ଅନେକ ଗୁରୁତର

ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।

K pop
K-Pop ଗ୍ରୁପ୍‌ରେ ସାମିଲ ହେଲେ ଓଡ଼ିଆ ଝିଅ ଶ୍ରେୟା ଲେଙ୍କା, ଦେଶରେ ପ୍ରଥମ

ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶରେ ପ୍ରଥମ । ତାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲା ଡାଲସିନ୍ ମଧ୍ୟ ଅଛନ୍ତି ।

JOJO
ହାସ୍ୟାଭିନେତା ଜୋଜୋଙ୍କୁ ହତ୍ୟା ଧମକ

ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ଜୋଜୋ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।