• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Chandbali Bus Stand
ଏତେ ବଡ଼ ସହର, ପୁଣି ରାଜ୍ୟର ଚର୍ଚ୍ଚିତ ବିଧାୟକ ବି ଅଛନ୍ତି ! ତଥାପି ବସ୍‌ଷ୍ଟାଣ୍ଡ ଖଣ୍ଡେ ନାହିଁ

ଦିନେ ନୁହେଁ କି ଦୁଇଦିନ ନୁହେଁ ବରଂ ୭ ବର୍ଷ ହେଲା ଏମିତି ରାଜରାସ୍ତାରେ ଚାଲିଛି ବସ୍‌ଷ୍ଟାଣ୍ଡ । ଚାନ୍ଦବାଲିକୁ ଦୈନିକ ହଜାର ହଜାର ଲୋକ ବସ୍‌ରେ ଆସୁଥିବା ପରେ ବି ସ୍ଥାୟୀ ବସ୍‌ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ ।

Ram Mandir
ସରିଲାଣି କାମ ! ହଜାରେ ବର୍ଷ ରହିବ ରାମ ମନ୍ଦିର, ଭୂମିକମ୍ପ ବି କ୍ଷତି କରିପାରିବନି

ଏକାଥରେ ୨ ଲକ୍ଷ ଭକ୍ତ ଦର୍ଶନ କରିପାରିବାର ବ୍ୟବସ୍ଥା । ୨୦୨୪ ମକର ସଂକ୍ରାନ୍ତି ସୁଦ୍ଧା ବିଗ୍ରହ ପ୍ରତିଷ୍ଠା ।

Special story
ଭୋଟ୍ ପାଇଁ ନୋଟ୍ ମାମଲାରେ ହେଲା କାର୍ଯ୍ୟାନୁଷ୍ଠାନ, କଂଗ୍ରେସ କହିଥିଲା ଟଙ୍କା ବାଣ୍ଟିଲେ ଛଡ଼ାଇନେବ

୨ଟି ମାମଲା ରୁଜୁ କରାଯାଇଥିବା କହିଲେ ସିଇଓ ସୁଶିଲ ଲୋହାନି । ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ କହିଲେ ।

BJP
ଅର୍ଚ୍ଚନା ନାଗ-ଧର୍ମେନ୍ଦ୍ର ସାହୁ ମାମଲାରେ ବିଜେପିର କଡ଼ା ଆଭିମୁଖ୍ୟ, ୫୮ ସବ୍‌ଡିଭିଜନ୍‌ରେ ହେବ ଆନ୍ଦୋଳନ

ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଉପରକୁ ପ୍ରଶ୍ନ ଉଠାଇଲା ବିଜେପି । ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି  ।

Joe Biden Trolled
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ ନେଇ ପୁଣି ଜବରଦସ୍ତ ଟ୍ରୋଲ ! ହସିଲେ ୟୁଜର୍ସ...

ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ ।

Whatsapp
ମୋବାଇଲ୍‌ରେ ହ୍ୱାଟ୍ସଆପ୍‌ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍‌..

ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।

Archan Nag
କୋର୍ଟରେ ହାଜର ପରେ ଏମିତି ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା

ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା ।

Special story
କାହା ପାଇଁ ସେ ଦେବଦୂତ, ଆଉ କାହା ପାଇଁ ଦ୍ୱିତୀୟ ଈଶ୍ୱର

ଚତୁର୍ଥ ଶନିବାର, ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି । ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକୀ ଛୋଟିଆ ଗାଁ ସଂସାମୁରାକୁ ।

India Pak
ଦୀପାବଳି ପୂର୍ବରୁ ସାରା ଭାରତରେ ଦୀପାବଳି, ଟିମ୍‌ ଇଣ୍ଡିଆ ଦେଲା ଭେଟି

ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।

Archana Nag - Jagabandhu Chand
ଜେଲ୍‌ରେ ପ୍ରାୟ ୨୦ ମିନିଟ୍‌ କଥା ହେଲେ ନଗ୍‌-ଚାନ୍ଦ ଦମ୍ପତି

ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗରେ ବିଜେପିର ରଣ ହୁଙ୍କାର ।

Diwali
ସରଗରମ ଦିଓ୍ୱାଲି ବଜାର । ବାଣ କିଣିବାକୁ ଗ୍ରାହକଙ୍କ ସମ୍ଭାର

ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା । 

Dhamnagar
ଧାମନଗର ଭୋଟ୍ ପାଇଁ ଟଙ୍କା କାରବାର । ଟଙ୍କା ବାଣ୍ଟୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ । 

Sun Temple
ସୌରଶକ୍ତିରେ ଝଟକିବ ସୂର୍ଯ୍ୟମନ୍ଦିର । ରାଜ୍ୟର ପ୍ରଥମ ସୋଲାର ଟାଉନ୍ ହେବ ଅର୍କକ୍ଷେତ୍ର

ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍‌ର ସୌର ପ୍ରକଳ୍ପ ।

Sun Temple
ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

ଗ୍ରୀଡ୍‌କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।

Diwali
ସୂର୍ଯ୍ୟୋପରାଗ ଯୋଗୁଁ ଆଗୁଆ ଦୀପାବଳି ! ବାଣ ଫୁଟାଇବା ପାଇଁ ରହିଛି ଏହି ସବୁ କଟକଣା

ଆସନ୍ତାକାଲି ପାଳନ ହେବ ଅାଲୋକର ପର୍ବ ଦୀପାବଳି  । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦର ବାଣ ମନା ।

Dhamnagar
ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ! ‘ରାଲିରେ ଯିଏ ଯିଏ ଯାଇଥିଲ ସେମାନଙ୍କ ପାଇଁ ଟଙ୍କା ପଠାଇଛନ୍ତି ଚେୟାରମ୍ୟାନ୍’

ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।

Archana Nag - Jagabandhu Chand
ଜେଲ୍‌ରେ କ’ଣ ଥିଲା ଅର୍ଚ୍ଚନା-ଜଗବନ୍ଧୁର କଥାବାର୍ତ୍ତା ? ଜାଣନ୍ତୁ...

୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ । ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତିଙ୍କ ୨୦ ମିନିଟିଆ ଦେଖାସାକ୍ଷାତ ।

India
T20 World Cup: ଭାରତ-ପାକ୍‌ ମ୍ୟାଚ୍‌, ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ

କେଏଲ୍‌ ରାହୁଲ ଆରମ୍ଭରୁ ୮ ଟି ବଲ୍‌ ଖେଳି ୪ ରନ୍‌ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍‌ ହୋଇଥିଲେ ।  

Google Play Store
ଆପଣଙ୍କ ମୋବାଇଲ୍‌ରେ ଏହି ସବୁ ଆପ୍‌ ଅଛି କି ? ହୋଇପାରେ ହ୍ୟାଙ୍ଗ, ସରିଯିବ ବ୍ୟାଟେରୀ

ବିଜ୍ଞାପନ ନାଁରେ ବ୍ୟାକ୍‌ଗ୍ରାଉଣ୍ଡରେ ଅନେକ ୱେବ୍‌ସାଇଟ୍‌ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍‌ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।