• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

 Srimandir Heritage Corridor Row
ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ, ଜିଲ୍ଲାପାଳ-ଟାଟା ପ୍ରୋଜେକ୍ଟ -OBCC ନାଁରେ ଥାନାରେ ମାମଲା

ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।

Kinner Fashion Show
କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିଲେ ରାମ୍ପରେ, ଦର୍ଶକଙ୍କ ହୃଦୟ ଜିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

Anubhav - Varsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଟ୍ୱିଷ୍ଟ ! ବର୍ଷାଙ୍କୁ କୋର୍ଟଙ୍କ ବଡ଼ ଝଟ୍‌କା

ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।

farming
କ୍ୱାରେଣ୍ଟାଇନ୍‌ ସମୟରେ ଦାଦନ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ, ଏବେ ଜଣେ ଜଣେ ସଫଳ କୁକୁଡ଼ା ଚାଷୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।

Birth Certificate
ଡାକ୍ତରଖାନାରୁ ମିଳୁନି ଜନ୍ମ ପ୍ରମାଣପତ୍ର ! ଏଡିଏମ୍‌ଓ ବାଢ଼ୁଛନ୍ତି ଅଜବ ଯୁକ୍ତି , ଶୁଣିଲେ ଆଶ୍ଚର୍ଯ୍ୟ ହେବେ

୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି ।

Lingaraj temple
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନଥମୁଣୁ ପୁଣି ତେଜିଲାଣି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁରପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ

ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।

KK
କେମିତି ହଠାତ୍‌ ଆସିଲା ହାର୍ଟ ଆଟାକ୍ ! ମୁଣ୍ଡରେ-କାନରେ କେଉଁଠୁ ଆସିଲା କ୍ଷତ ଚିହ୍ନ ?

SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।

India - Pakistan NH 1
NH-1 ଥିଲା ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଉ ପାକିସ୍ତାନ ରଖିଥିଲା କୋପ ଦୃଷ୍ଟି

ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା ପାକିସ୍ତାନ । ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର ।

Heavy Rainfall Alert
ତାତିରୁ ମିଳିବ ଆଶ୍ୱସ୍ତି ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ।

Saudi Arab, Tallest Building
୫ ଶହ ବିଲିୟନ୍‌ ଡଲାରରେ ନିର୍ମାଣ ହେବ ଦୁନିଆର ସବୁଠୁ ବଡ଼ ବିଲ୍ଡିଂ

ଏଠାରେ ରହିବାକୁ ଘର ବ୍ୟବସ୍ଥା କରାଯିବା ସହ ମାର୍କେଟ କମ୍ପ୍ଲେକ୍ସ, ଅପିସ୍, ରିଟେଲ ଅଫିସ୍ ଆଦି ରହିବ । ଖାଲି ସେତିକି ନୁହେଁ ଏହା ଲାଲ ସାଗର କୂଳେ ମରୁଭୂମିରେ ନିର୍ମାଣ କରାଯିବ ।

Shakti kund
ପୁରୀ ସମୁଦ୍ର କୂଳରେ ଲାଗିଛି ଶକ୍ତି କୁଣ୍ଡ ! ଦେଖିବାକୁ ଲୋକଙ୍କ ଭିଡ଼

ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।

KK
କେକେଙ୍କୁ ଝୁରୁଛି ନାଜୁରୁଲ୍ ମଞ୍ଚ ! ଗୀତ ତାଲିକାକୁ ରଖି ଦିଆଯାଉଛି ଶ୍ରଦ୍ଧାଞ୍ଜଳି

କୋଲକାତାର ନାଜୁରୁଲ୍ ମଞ୍ଚରେ କେକେ ଗୀତ ଗାଇଥିଲେ । କେକେ ଆଉ ନାହାନ୍ତି କିନ୍ତୁ ତାଙ୍କ ଗୀତର ଧୁନ୍ ଆଜି ବି କାନରେ ବାଜୁଛି ।

High Court
ହାଇକୋର୍ଟରେ ପହଞ୍ଚିଲା MLA କ୍ୱାର୍ଟର୍ସ ପାଇଁ ଶତାଧିକ ପୁରୁଣା ଗଛ କାଟିବା ମାମଲା

କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ।

OAS
OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।

Matrimony Marriage
ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ ।

IAS - IPS - IFS
ସିଭିଲ୍‌ ସର୍ଭିସ୍‌ ପାରୀକ୍ଷାରେ କାହିଁକି ଓଡ଼ିଆ ଛାତ୍ରଛାତ୍ରୀ ପଛରେ ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।

MLA Quarter
MLA କ୍ୱାର୍ଟର ଗଛ କଟା ! କୁଣ୍ଢେଇ କାନ୍ଦିଲେ ଲୋକେ, ଆନ୍ଦୋଳନରେ ସାମିଲ ହେଲେ ତଥାଗତ-ସୁର

ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।

MIKA SINGH
ବଢ଼ିଲା ମିକା ସିଂହଙ୍କ ସୁରକ୍ଷା ! ଚାରିପଟେ ବୁଲୁଛନ୍ତି ବନ୍ଧୁକଧାରୀ ପୋଲିସ, ଉଡ଼ୁଛି ଡ୍ରୋନ୍‌

ହୋଟେଲକୁ ଯାଆ-ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ଏହିଭଳି ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ ମିକାଙ୍କୁ ରଖାଯାଇଛି ।

UPSC Ayushi
ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ, ଦୃଷ୍ଟିବାଧିତ ଆୟୁସୀ UPSCରେ ଉତ୍ତୀର୍ଣ୍ଣ

ଠିକ୍‌ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।

Number Plate
‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ କୁ ନେଇ ବଢୁଛି ଟେନସନ୍

ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।