• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

President Draupadi Murmu
୫୦ ବର୍ଷ ତଳର ସାଙ୍ଗଙ୍କୁ ଭେଟିଲେ, ସ୍କୁଲ ବେଳର ହଷ୍ଟେଲ ରୁମ୍‌ରେ ସମୟ କାଟିଲେ ମହାମହିମ

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।

Banadurga Puja
ବନଦୁର୍ଗାଙ୍କ ପୂଜାରେ ମଗ୍ନ ବ୍ରତଧାରୀ, ଏମିତି ପରମ୍ପରା ଆପଣ ଆଗରୁ ଦେଖିନଥିବେ ! ଦେଖନ୍ତୁ..

ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।

Archana Nag
ଟେର୍‌ ପାଉନଥିଲା ପୋଲିସ, ରେଡ୍‌ର ଦିନକ ପରେ ଖଗେଶ୍ୱରକୁ ଧରିଲା ED

ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍‌ରେ ଚଢ଼ାଉ କରିଥିଲା ଇଡି ।

Indian Army Return To Village
ଯବାନଙ୍କୁ ଏମିତି ସ୍ୱାଗତ, ପୁରା ଅଞ୍ଚଳ ହେଲା ଭାବବିହ୍ୱଳ ! ଆପଣ ବି ଦେଖନ୍ତୁ ଭିଡିଓ...

ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।

Balijatra
୧୫୦୦ ଷ୍ଟଲ ! ଖାଇବାକୁ ଜମୁଛି ଭିଡ଼, ପତ୍ରପୋଡ଼ା ଚିକେନ୍‌ର ଖୁବ୍‌ ଡିମାଣ୍ଡ

ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବାକୁ ବ୍ୟବସ୍ଥା । ଗୁଡ଼ି ଉଡ଼ାର ମଜା ନେଲେ ପିଲାଠୁ ବୁଢ଼ା ।

Tragedy
ବିବାହର କିଛି ଦିନ ପରେ ପତ୍ନୀ ଜାଣିଲେ, ସ୍ୱାମୀ ଦିନରେ ବସନ୍ତ ରାତିରେ ବାସନ୍ତୀ

ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍‌ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍‌ ।

Gujarat BJP
ନେତାଙ୍କ ସମ୍ପର୍କୀୟ ଓ ବୟସ୍କଙ୍କ ଟିକଟ କାଟିଲା ବିଜେପି, ନୂଆ ଫର୍ମାଟ୍‌ରେ ଲଢ଼ିବ ଗୁଜରାଟ ନିର୍ବାଚନ

ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।

Padmapur Bypoll
ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।

Archana Nag
ଅର୍ଚ୍ଚନାଙ୍କ ଘରେ ପଶିଲା ED, ମିଳିଲା ବଡ଼ ବଡ଼ିଆଙ୍କ ଲିଙ୍କ୍‌ ! ସମସ୍ତେ ସ୍କାନରରେ...

ବହୁ ବଡ଼ ବଡ଼ିଆଙ୍କ ସଂପୃକ୍ତିର ସୁରାଗ୍ ମିଳିଥିବାରୁ ଇଡି ସମସ୍ତଙ୍କୁ ସ୍କାନରରେ ରଖିଛି ।

Digital Currency
ଖୁବ୍‌ଶୀଘ୍ର ଆସୁଛି ଡିଜିଟାଲ କରେନ୍ସି, ନା ଚୋରି ଭୟ ନା ଲୁଟ୍‌ ଭୟ..!

 ଏଗୁଡିକୁ ସରକାରୀ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ ।

Harika MBBS
ପ୍ରେରଣାଦାୟୀ ହାରିକା, ବିଡ଼ି ଶ୍ରମିକଙ୍କ ଝିଅ MBBS ଡାକ୍ତର

ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

T20 World cup
T20 ବିଶ୍ୱକପ୍‌ରୁ ବିଦା ହେଲା ଭାରତ, ଫାଇନାଲ୍‌ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି ।

Lottery
ଫରାରୀ-ପୋର୍ଚେ ଆଉ ପ୍ରଚୁର ଟଙ୍କା ଅଛି, ଖାଲି ଖର୍ଚ୍ଚ କରିବାକୁ ଗର୍ଲଫ୍ରେଣ୍ଡ ଲୋଡ଼ା

ଏମିତି କାହାଣୀ ଯାହା ଶୁଣିଲେ ଆପଣ ବି ଭାବିବେ ଆଉ କହିବେ । ଜୀବନରେ ଟଙ୍କା ସବୁ କିଛି ନୁହେଁ ।

President Of India
ଜଗା ପାଇଁ ଭାବବିହ୍ୱଳ ମହାମହିମ, ଚାଲିଚାଲି ଗଲେ ଶ୍ରୀମନ୍ଦିର; ଦେଖନ୍ତୁ ଭିଡିଓ

ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

Rani Panda
ରାନୀ ପଣ୍ଡାଙ୍କ ଉଦାରତା, କଥା ଦେଲେ ଝିଅ ବାହାଘରରେ କରିବେ ସାହାଯ୍ୟ

ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୫୦ ହଜାର ଟଙ୍କାର ସହଯୋଗ କରିଛନ୍ତି ରାନୀ । ଆଉ ଲୋକଙ୍କଠାରୁ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି ।

Electric Sock
ଗାଁ ଲୋକଙ୍କୁ ଆଲୁଅ ଦେଲେ, ହେଲେ ନିଜେ ଅନ୍ଧାରକୁ ଚାଲିଗଲେ

ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।

Elephant
ଆଶ୍ଚର୍ଯ୍ୟ ! ନିଶା ଖାଇ ନିଘୋଡ଼ ନିଦରେ ଶୋଇଛନ୍ତି ୨୨ ଟିକିଆ ହାତୀ ପଲ.. ଦେଖନ୍ତୁ ଭିଡିଓ

କିଏ କହୁଛି ଜଙ୍ଗଲରେ ମଦ ପ୍ରସ୍ତୁତ ପାଇଁ ଥିବା ପୋଚ ଖାଇ ନିଶାରେ ଶୋଇ ପଡ଼ିଛନ୍ତି ତ ପୁଣି କିଏ କହୁଛନ୍ତି, ନିଶା ଫିଶା ମିଛ କଥା, ବିଶ୍ରାମ ନେଇଛନ୍ତି ହାତୀ ।

Padmapur
ପଦ୍ମପୁରରେ ବିଜେଡିର ଧାମନଗର ଦଶା ! ପ୍ରାର୍ଥୀ ଚୟନ ନେଇ ପଡ଼ିଲାଣି ଚାପ..

ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।

Draupadi Murmu
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ! କାଲି ସ୍କୁଲ କଳେଜ ସବୁ ଅଧାରୁ ଛୁଟି

ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Chhadakhai
ଛାଡ଼ଖାଇ ବୋଲି ପ୍ରବଳ ଗହଳି, ଉଚ୍ଚା ରେଟ୍‌କୁ ବି ଖାତିର ନାହିଁ..!

କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼ । ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।