• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Suryabanshi Suraj
ଏବେ ସମୟ ଆସିଛି ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ: ବିଧାୟକ ସୂର୍ଯ୍ୟବଂଶୀ

ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।

Fraud
ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।

Train Fire Mishap
ସାଲିମାର ଏକ୍ସପ୍ରେସରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ପାର୍ସଲ ପୋଡ଼ି ନଷ୍ଟ

ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

Dhamnagar Violence
ଭୋଟ ପରର ହିଂସା ! ‘ବିଜେଡିକୁ ଭୋଟ ଦେଲେନି ବୋଲି ଘରେ ପଶି ପିଟିଲେ’

ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।

Supreme Court
ପେନ୍‌ସନ୍‌ ସ୍କିମ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ, ୬୫୦୦ ବେତନ ଥିଲେ ବି ହେବେ ସାମିଲ

ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।

Payal
ସଫଳତାର ଶିଡ଼ି ଚଢୁଛନ୍ତି ପାୟଲ, ପାଟିରେ ଲେଖୁଛନ୍ତି-ସୁନ୍ଦର ଚିତ୍ର ବି ଆଙ୍କୁଛନ୍ତି

ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।

Padmapur Bypoll
Breaking News: ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ

୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।

Smart Stick
ପୋଲିସଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍, ଚେକିଂ ବେଳେ ସହଜରରେ ଧରାପଡ଼ିବ ଚୋରି ସାମଗ୍ରୀ !

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ସ୍ମାର୍ଟ ଷ୍ଟିକ୍ । ବେଆଇନ ଜିନିଷ ଚାଲାଣ ହେଲେ ସହଜରେ ଠାବ କରିହେବ ।

FIH Hockey
FIH ପ୍ରୋ ଲିଗ ହକି ମ୍ୟାଚ୍‌ରେ ନ୍ୟୁଜଲାଣ୍ଡକୁ ୭-୪ରେ ହରାଇଲା ଭାରତ

ଆସନ୍ତା ୬ରେ ପୁଣି ଭାରତ-ସ୍ପେନ୍ ମଧ୍ୟରେ ହେବ ଟକ୍କର ।

Happy Birth Day Virat Kohli
ନିଆରା ଢଙ୍ଗରେ କୋହଲିଙ୍କୁ ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ଶୁଭେଚ୍ଛା

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।

Dhamnagar Bypoll
୬୮.୯୮% ଭୋଟ, କାହାର କେତେ ? ସକାଳ ୮ରୁ ୧୪ ଟେବୁଲରେ, ୧୮ ରାଉଣ୍ଡରେ ଗଣତି

କଡ଼ା ସୁରକ୍ଷା ଭିତରେ ଇଭିଏମ୍ । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ।

Elon Musk
ଟ୍ୱିଟରରୁ ଆସିଗଲା ମେଲ୍‌ ! ଅଫିସ୍‌ ଆସୁଛ ଯଦି ରାସ୍ତାରୁ ଫେରିଯାଅ, ମେଲ୍ ପହଞ୍ଚିଯିବ...

ଏଲନ୍‌ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !

Twitter Down
ଡାଉନ୍‌ ହେଲା ଟ୍ୱିଟର ! ଏଲନ୍‌ ଆସିବା ପରେ ଟ୍ୱିଟରରେ ଏତେ ପରିବର୍ତ୍ତନ ହେଉଛି ଯେ ପେଜ୍‌ ବି ଖୋଲୁନି..

ଭାରତର ବଡ଼ ବଡ଼ ମିଡିଆ ହାଉସ୍‌ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

Theft
ଚୋରିର ନୂଆ ଷ୍ଟାଇଲ୍‌ ! ଖବରକାଗଜ ଖଣ୍ଡେ ଫିଙ୍ଗି ପୁରା ଘରେ କଳାକନା ବୁଲାଇଦେଲେ

ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।

Elephant Attack
ଭାଗ୍ୟର ବିଡ଼ମ୍ବନା ! ବାପା, ମାଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ପୁଅଙ୍କୁ ରକ୍ଷାକରିବାକୁ ଯାଇ ମା ଗୁରୁତର, ବାପା ବି ଆହତ ।

Israel Missile Attack
ପୁଣି ପ୍ରଧାନମନ୍ତ୍ରୀ ହେଲେ ନେତାନ୍ୟାହୁ, ୪ ବର୍ଷରେ ୫ ଥର ନିର୍ବାଚନ ! ଗାଜାରୁ ମିସାଇଲ ଆଟାକ୍ ଷ୍ଟାର୍ଟ

ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା ।

Man Burn
ଭାଗ୍ୟରେ ଦୁଃଖ ଲେଖାଥିଲେ ମଣିଷ କରିବ ବା କ’ଣ ! ପଢ଼ନ୍ତୁ ଏହି ମାଆ ପୁଅଙ୍କ କାହାଣୀ..

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ...

Bad Boy
୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିଲା ମାଆ, କ’ଣ ପୁଅଠୁ ମାଡ଼ ଖାଇବା ପାଇଁ..?

ପରିଣତ ବୟସରେ ସେବା ତ ଦୂରର କଥା ବରଂ ପର କରିଦେଲେ ତିନିପୁଅ ।

Photo Journalist Rakesh Roul
ଫଟୋ ସାମ୍ବାଦିକଙ୍କୁ ତଳେ ପକାଇ ମାରିଲେ ପୋଲିସ ବାବୁ !

କ୍ୟାମେରା ଛଡ଼ାଇନେଇଥିଲେ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି  ।

Gujrat Politics
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଦୁର୍ନୀତି ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।