ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।
ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।
ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।
ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ ।
ପ୍ରଥମେ ଚଳାଇଥିବା ଗୁଳିରେ ହିଁ ଇମ୍ରାନ ଆହତ ହୋଇଥିଲେ ।
ଘଟଗାଁରୁ କେନ୍ଦୁଝରକୁ ମେଳା ଦେଖିବାକୁ କାର୍ରେ ଆସୁଥିଲେ ।
ଗୁଳିମାଡ଼ରେ ଇମ୍ରାନ୍ଙ୍କ ସମେତ ୪ ଆହତ, ହସ୍ପିଟାଲରେ ଭର୍ତ୍ତି ।
୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।
ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଧାମନଗରରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । କାଁ ଭାଁ ବୁଥ୍ ରିଗିଂ ଓ ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି ।
କ’ଣ ହେବ ରେଜଲ୍ଟ, ତାହା ତ ଆସନ୍ତା ୬ ତାରିଖରେ ଜଣାପଡ଼ିବ । କିନ୍ତୁ ଆଜି ଧାମନଗରବାସୀ ବାଛିବେ ତାଙ୍କ ବିଧାୟକ ।
ମୋର୍ବି କୋର୍ଟରୁ ଝୁଲାପୋଲ ଯାଏଁ ଶୋଭାଯାତ୍ରାରେ ଯିବା ସହ ମୃତକଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।
ଖଣ୍ଡଗିରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ, ପୋଲିସ ନିଶା ନିବାରଣ କେନ୍ଦ୍ରର ସିସିଟିଭି ହାର୍ଡଡିସ୍କ ଜବତ କରିବା ସହିତ ସେଠାକାର କିଛି କର୍ମଚାରୀ ଓ ଅନ୍ତେବାସୀଙ୍କୁ ପଚରାଉଚରା କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ ।
ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ ।
କୁନି ଦେଶ ୟୁକ୍ରେନ୍ ନିଜର ବୁଦ୍ଧି ଓ କୌଶଳ କ୍ରମେ ଏବେ ବି ଲଢ଼େଇ ଜାରି ରଖିଛି । ଆଉ ବାରମ୍ବାର ଋଷ ଭଳି ଶକ୍ତିଶାଳି ସେନାକୁ ଜବରଦସ୍ତ ଝଟ୍କା ଦେବାରେ ଲାଗିଛି ।
ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।