ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।
କେନ୍ଦ୍ର କୃଷିମନ୍ତ୍ରୀ ତୋମାରଙ୍କୁ ଭେଟିଲେ ଧର୍ମେନ୍ଦ୍ର ।
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।
୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।
ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।
ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।
ମରିବାର ଯଦି ଅଛି ମରିବି କିନ୍ତୁ ଡରିବି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।
ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।
ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।
ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।
ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।
ହନୁ ମଲାବେଳେ ସତ କହେ କହିଲା ବିଜେପି । କଂଗ୍ରେସ ଛାଡ଼ିଲା ତେରଛା ବାଣ ।
ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି ।
ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।
ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।
ବର୍ତ୍ତମାନେ ସମୟରେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ।
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।