• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Train Ticket Checkers Viciously Assault Passenger
ଯାତ୍ରୀଙ୍କୁ ଘୋଷାଡ଼ି ପିଟିଲେ ରେଳ ଟିକେଟ୍‌ ଚେକିଂ କର୍ମଚାରୀ, ଦେଖନ୍ତୁ ଭିଡିଓ...

ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେଟ୍ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି ।

Crime
ପତ୍ନୀ ଛାଡ଼ପତ୍ର ଦେଲା ବୋଲି ପୁରା ପରିବାରର ଜୀବନ ନେଲା ସ୍ୱାମୀ, ଜାଣନ୍ତୁ କାହାଣୀ

ଯେଉଁଥିରେ ଜଣେ ଚାରି ବର୍ଷର କୁନି ଝିଅର ଶବ ରହିଛି । ଏହି ମାମଲା ହନୋକ ସହରର ଯୁଟା ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି ।

Archana Nag
ଇଡିରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କେଉଁଠୁ ଆସୁଥିଲା ଟଙ୍କା କରିବ ଖୋଳତାଡ଼

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।

Mid Day Meal
ନିର୍ବାଚନ ଆଗରୁ ମମତାଙ୍କ ନୂଆ ଚାଲ୍ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଚିକେନ୍ ଆଉ ଫଳ

ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।

Teacher
ବିନା ଛୁଟିରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା, ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର

୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ ।

Farmers
ବାଦ ପଡିଲେ ଅସଲ ଚାଷୀ, ବିକ୍ରି ହୋଇପାରୁନି ଧାନ

ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।

DhanuYatra
କଂସ ବଧ ସହ ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

Karnataka
ବିବାହ ପରେ ପୁଅ ଯେମିତି ବାପାର, ଝିଅ ବି ସେମିତି...କୋଟାରେ ରହିଛି ଉଭୟଙ୍କ ଅଧିକାର...

ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।

Amit Shah On Ram Mandir
ଶାହା କହିଲେ ବର୍ଷେ ଭିତରେ ସରିବ ରାମ ମନ୍ଦିର

ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।

Cold Wave
ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ, ଦେଖନ୍ତୁ ଭିଡିଓ

କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ ।

Shah Rukh Khan
ଶାହରୁଖ୍‌ ଖାନ୍‌ଙ୍କ ମାସିକ ରୋଜଗାର କେତେ ? ସିଧା ପଚାରିଦେଲେ ଫ୍ୟାନ୍‌...

କେତେ ରୋଜଗାର କରନ୍ତି ? ଉତ୍ତର ଦେଲେ କିଙ୍ଗ ଖାନ୍‌ ଫ୍ୟାନ୍‌ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍‌ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Matric Exam
ବଡ଼ ଖବର ! ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା

ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । 

Train Ticket
IRCTCର ନୂଆ ନିୟମ, କରିବାକୁ ପଡ଼ିବନି ଟିକେଟ କ୍ୟାନ୍‌ସଲ ! ଏଣିକି ହେବ ରିସିଡ୍ୟୁଲ..

ଏଣିକି ଟିକେଟ କ୍ୟାନ୍‌ସଲ କରି ପୁଣି ଥରେ ଟିକେଟ ବୁକ୍‌ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।

Lady SI
ରାତିରେ ମହିଳା ପୋଲିସଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ ଏବେ ଧରାପଡ଼ିଲେ, ଇନୋଭା କାର ବି ଜବତ

ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।

Truck Viral Video
ବିନା ଚକାରେ ଗଡ଼ୁଛି ଗାଡ଼ି, ବିନ୍ଦାସ୍‌ରେ ଚଲାଉଛନ୍ତି ଡ୍ରାଇଭର ! ଦେଖନ୍ତୁ ଭିଡିଓ..

ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।

BJB College
BJB କଲେଜ ଛାତ୍ରଙ୍କୁ ମାଡ଼ମାରିବା ଘଟଣା, ୪ ଛାତ୍ର ଅଟକ

ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।

Corona
ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ ।

Odisha Politics
ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର ।

LADY SI Bhubaneswar
ରାଜଧାନୀରେ କେତେ ସୁରକ୍ଷିତ ମହିଳା ? SIଙ୍କୁ ଖଣ୍ଡା ଧରି ଗୋଡ଼େଇଲେ, ଏଯାଏଁ ଧରାପଡ଼ି ନାହାନ୍ତି...

ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।