• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Unemployment
ନିଯୁକ୍ତିର ନାଁ ଗନ୍ଧ ନାହିଁ, ଓଡ଼ିଶାରେ କିନ୍ତୁ ଧାଏଁ ଧାଏଁ ଖସୁଛି ବେକାରୀ ହାର

CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି ।

Doctor Subhashree Kar
ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

ଜିରୋ ନାଇଟ୍‌କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ ।

Crime
ପ୍ରେମିକା ଘର ସମ୍ମୁଖରେ ପ୍ରେମିକର ଶବ, ହତ୍ୟା ନା ଆତ୍ମହତ୍ୟା..?

ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା । 

PhonePe, Google pay
ଗୁଗୁଲ ପେ-ଫୋନ୍‌ ପେ-ପେଟିଏମ୍‌-ଆମାଜନ୍‌, କିଏ ଦେଉଛି କେମିତି ସେବା ? କାହାର କି ନିୟମ...

ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍‌ ରହିଛି ।

Congress MLA
ହାତରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ, କଲେ ଓପନ୍ ଫାୟାରିଂ

ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Rahul Gandhi
ରାହୁଲଙ୍କ ଟି-ସାର୍ଟରେ ଏମିତି କ’ଣ ଅଛି, କାହିଁକି ଏହାକୁ ନେଇ ଏତେ ଚର୍ଚ୍ଚା ?

ଥଣ୍ଡା ଲାଗିଲେ ସେ ନିଶ୍ଚୟ ଜ୍ୟାକେଟ୍‌ କିମ୍ବା ସ୍ୱେଟର ପିନ୍ଧିବେ କହିଲେ ରାହୁଲ ।

Plus 2
ବଡ଼ ଖବର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ।

Virat Kohli - Anushka Sharma
ଦୁବାଇରୁ ଭାଇରାଲ ହେଉଛି ବିରାଟ-ଅନୁସ୍କାଙ୍କ ଫଟୋ..

ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।

Asha Malviya
ଏଠି ମହିଳା ସୁରକ୍ଷିତ ! ପ୍ରମାଣିତ କରିବାକୁ ଏକା ସାଇକେଲ ଧରି ଭାରତ ଭ୍ରମଣରେ ବାହାରିଛନ୍ତି ଆଶା

ଆଶା ଜଣେ ଆଥ୍‌ଲେଟ୍‌ ହେବା ସହ ଜଣେ ପର୍ବତାରୋହୀ ଭାବେ ବେଶ ଜଣାଶୁଣା ମଧ୍ୟ ।

Viral Video
କିଏ ଅଧିକ ଶକ୍ତିଶାଳୀ ? କଇଁଛ ନା କୁମ୍ଭୀର ? ଦେଖନ୍ତୁ ଭିଡିଓ..

ଗୋଟଏ ପଟେ କଇଁଛ ପିଠି ବା ଖୋଳ ଯେତିକି ଟାଣ କୁହାଯାଏ, କୁମ୍ଭୀର ଦାନ୍ତ ବି ସେତିକି ଟାଣ ବୋଲି କୁହାଯାଏ ।

Humanity
ଗାଁ ପିଲାର ଚିକିତ୍ସା ପାଇଁ ଏକାଠି ହୋଇ ଭିକ୍ଷା ବୃତ୍ତି କରୁଛନ୍ତି ଗ୍ରାମବାସୀ

କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Mosquito
ମଶା ଦାଉରୁ ମୁକ୍ତି କେବେ ? BMC ମାନୁଛି ମଶା ମରା ତେଲ ନକଲି

ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।

Zero Night
ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।

Post office
ଖୁସି ଖବର ! କେନ୍ଦ୍ରର ନୂଆ ନିୟମ, ଏଣିକି ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଲେ ମିଳିବ ଅଧିକ ସୁଧ

ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।

Rishabh Pant
ଗାଡ଼ି ଖୁବ୍‌ ସ୍ପିଡ୍‌ରେ ଥିଲା, ଆଖି ଲାଗିଯିବାରୁ ଡିଭାଇଡରରେ ପିଟିହେଲା ! ଏବେ ପନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୟଙ୍କର ରାସ୍ତା ଦୁର୍ଘଟଣାରେ ଆହତ କ୍ରିକେଟର୍ ରିଷବ ପନ୍ତ ବିପଦମୁକ୍ତ । ଡେରାଡୁନରେ ଚାଲିଛି ଚିକିତ୍ସା, ସହାୟତା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ।

Hockey India
ହକି ନାଁରେ ଇମେଜ୍ ବିଲ୍ଡିଂ କରୁଛନ୍ତି ନବୀନ, ଅଭିଯୋଗ ଆଣିଲେ ବିରୋଧୀ

ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?

Pavel Antov
ଋଷୀୟ ସାଂସଦଙ୍କ ମୃତ୍ୟୁ: ଫରେନ୍‌ସିକ ଟିମ୍ ସହ ତନ୍ନ ତନ୍ନ କରି ଯାଞ୍ଚ କରୁଛି କ୍ରାଇମ୍‌ବ୍ରାଞ୍ଚ

ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ ।

Narendra Modi, Heeraben Modi,
ମାଆଙ୍କୁ କାନ୍ଧ ଦେଇ ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି, ଜୁଇ ନଲିଭୁଣୁ କର୍ତ୍ତବ୍ୟପଥକୁ ଫେରି ଆସିଲେ

ଶତ ବର୍ଷର ଅର୍ଥପୂର୍ଣ୍ଣ ଜୀବନ ଜିଇଁ ଇହଧାମ ଛାଡ଼ିଲେ ମୋଦିଙ୍କ ମା ହୀରାବେନ୍‌ । ବନ୍ଦେ ଭାରତ ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ।

IPS Reshuffle
IPS ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର SP

ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।

IRTS Manoj Mishra
ମନୋଜ ମିଶ୍ରଙ୍କୁ ଅହେତୁକ ଅନୁକଂପା ଚର୍ଚ୍ଚା, ଇସ୍ତଫା ପରେ ପୁଣି ନିଯୁକ୍ତି

ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।