ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।
କେବେ ଶାଶୂଘର ଏରୁଣ୍ଡିବନ୍ଧ ଡେଇଁବେ ତପସ୍ୱିନୀ ? ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।
ସିସିଟିଭି ଘୋଡ଼ାଇ ଦେଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସମାଜସେବୀ ପ୍ରମିଳା । ଗୋଟିଏ ଝିଅର ଇଜ୍ଜତ ମାନ ମର୍ଯ୍ୟାଦା ରହିଛି । ସେ ଡ୍ରେସ୍ ବଦଳାଉଛି । ସିସିଟିଭି ସାମ୍ନାରେ କେମିତି କରିବ ବୋଲି ସେ କହିଛନ୍ତି ।
ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।
ଗତ 24 ଘଣ୍ଟା ମଧ୍ୟରେ ଓମିକ୍ରନରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ ସଂକ୍ରମିତ ଓମିକ୍ରନରେ ଜୀବନ ହାରିଛନ୍ତି ।
ଟିକିଏ ନଜର ହଟିଲେ ଆଖି ପିଛୁଳାକେ ଗାଡ଼ି ଉଡ଼ାଇ ନେଇଯାଉଛନ୍ତି ଚୋର । ରାଜଧାନୀ ଦିଲ୍ଲୀରେ ଗାଡ଼ି ଚୋରି ରାକେଟ୍ର ଦୌରାତ୍ମ୍ୟ । ପିକ୍ ପକେଟିଂ ମାମଲାରେ ମଧ୍ୟ ତିନି ନମ୍ବରରେ ରହିଛି ।
ମା’ ପାଇଁ କାଙ୍ଗାଳ ହୋଇଗଲା ପୁଅ । କୋଟି କୋଟି ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।
ପରିବାର ଲୋକ ବି ଭୋଟ୍ ଦେଲେନି । ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି ଗୁଜରାଟର ସନ୍ତୋଷ । ପରାଜୟ ପାଇଁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଅସହଯୋଗ ପାଇଁ ଆଜି ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଜି ୧୯ ଜିଲ୍ଲାକୁ ଥରାଇବ ଶୀତ ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ରାହୁଲଙ୍କ ଟାର୍ଗେଟ । ପ୍ରଶ୍ନ କରିବାରୁ "ତୁମେ ସରକାର ପାଇଁ କାମ କରୁଛ କି ବୋଲି ଓଲଟା ପ୍ରଶ୍ନ କଲେ ।
ଭାରତ ବିରୋଧରେ ଅପପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ୨ଟି ୱେବସାଇଟ୍କୁ ବ୍ଲକ୍ କରିଛନ୍ତି କେନ୍ଦ୍ର ସରକାର ।
୬ ବର୍ଷର କୁନି ଜଳପରୀଙ୍କ କମାଲ । ଏତେ କମ ବୟସରେ ଅକାତ କାତ ପାଣିରେ ପହଁରି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ବରିହାପଡ଼ାର ଅର୍ପିତା ସେଠୀ ।
ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍ ମାରିଛନ୍ତି ଟ୍ୟୁସନ୍ ସାର୍ ।
କେଉଁ ନ୍ୟାୟରେ ତପସସ୍ୱିନୀ ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଲେ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍ ।
ଗତକାଲି ଗ୍ରୀଲ୍ ଭାଙ୍ଗି ଘରେ ପଶିବା ପରେ ସୁମିତଙ୍କ ଜେଜେ ମା’ ମଧ୍ୟ ଏବେ ଏକ ଭିଡିଓ ରିଲିଜ୍ କରିଛନ୍ତି । ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।
ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା ଦେଇଛନ୍ତି ସୁମିତଙ୍କ ବାପା ।
ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି । କିନ୍ତୁ ବୋହୂକୁ...
ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି ।