• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Orissa High Court
ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।

Marital Discord
’ମରିଗଲେ ବି ଶାଶୂଘର ଛାଡ଼ି କୁଆଡ଼େ ଯିବିନି ’

କେବେ ଶାଶୂଘର ଏରୁଣ୍ଡିବନ୍ଧ ଡେଇଁବେ ତପସ୍ୱିନୀ ? ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।

Marital Discord
‘ଝିଅ ପିଲାଟା, ତା’ର ପୁଣି ଇଜ୍ଜତ ମାନ ମର୍ଯ୍ୟାଦା ଅଛି ନା ନାହିଁ ’

ସିସିଟିଭି ଘୋଡ଼ାଇ ଦେଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସମାଜସେବୀ ପ୍ରମିଳା । ଗୋଟିଏ ଝିଅର ଇଜ୍ଜତ ମାନ ମର୍ଯ୍ୟାଦା ରହିଛି । ସେ ଡ୍ରେସ୍ ବଦଳାଉଛି । ସିସିଟିଭି ସାମ୍ନାରେ କେମିତି କରିବ ବୋଲି ସେ କହିଛନ୍ତି ।

cold
ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ; ୧୦ ଡିଗ୍ରୀ ତଳେ ରହିଛି ୧୭ଟି ସ୍ଥାନର ରାତି ତାପମାତ୍ରା

ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Special Story
ଖେଳ ପଡ଼ିଆରୁ ମଶାଣି ଭୂଇଁ ! ବୋଲିଂ କରି ମ୍ୟାଚ୍ ଜିତାଇବା ପରେ ଟଳି ପଡ଼ିଲେ କାହ୍ନା

ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।

omicron Variant
୨୦-୩୦ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛି ଓମିକ୍ରନ୍‌ : ବିଶ୍ୱରେ ୨୪ ଘଣ୍ଟାରେ ୧୩ ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଓମିକ୍ରନରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ସମୁଦାୟ ୧୪ ଜଣ ସଂକ୍ରମିତ ଓମିକ୍ରନରେ ଜୀବନ ହାରିଛନ୍ତି ।

Vehicle Theft Racket
ରାଜଧାନୀରେ ମାତିଛନ୍ତି ଗାଡ଼ି ଚୋର ! ପ୍ରତିଦିନ ଗାୟବ୍ ହୋଇଯାଉଛି ୭୦ ବାଇକ୍‌, ୨୦ କାର୍

ଟିକିଏ ନଜର ହଟିଲେ ଆଖି ପିଛୁଳାକେ ଗାଡ଼ି ଉଡ଼ାଇ ନେଇଯାଉଛନ୍ତି ଚୋର । ରାଜଧାନୀ ଦିଲ୍ଲୀରେ ଗାଡ଼ି ଚୋରି ରାକେଟ୍‌ର ଦୌରାତ୍ମ୍ୟ । ପିକ୍ ପକେଟିଂ ମାମଲାରେ ମଧ୍ୟ ତିନି ନମ୍ବରରେ ରହିଛି ।

 bit coin
ପୁଅକୁ ବରବାଦ୍‌ କରିଦେଲା ମା’ : ଗୋଟିଏ ଭୁଲ ପାଇଁ ବୁଡ଼ିଗଲା ୩୦୦୦ କୋଟି

ମା’ ପାଇଁ କାଙ୍ଗାଳ ହୋଇଗଲା ପୁଅ । କୋଟି କୋଟି ଟଙ୍କା ହାତକୁ ଆସୁ ଆସୁ ଚାଲିଗଲା ।

Gujarat panchayat polls
ନିର୍ବାଚନ ଫଳାଫଳ ଆସିବା ପରେ ଭୋ ଭୋ କାନ୍ଦିଲେ ସରପଞ୍ଚ ପ୍ରାର୍ଥୀ ! ପରିବାରର ୧୨ ଜଣ ବି ଭୋଟ୍‌ ଦେଲେନି

ପରିବାର ଲୋକ ବି ଭୋଟ୍ ଦେଲେନି । ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି ଗୁଜରାଟର ​​ସନ୍ତୋଷ । ପରାଜୟ ପାଇଁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଅସହଯୋଗ ପାଇଁ ଆଜି ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Intense Cold Wave Continues In Odisha
ରାଜ୍ୟରେ ଆହୁରି ବଢ଼ିବ ଶୀତ : ସତର୍କ କରାଇଲା ପାଣିପାଗ ବିଭାଗ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଜି ୧୯ ଜିଲ୍ଲାକୁ ଥରାଇବ ଶୀତ ।

Rahul Gandhi
‘ସରକାରଙ୍କ ଦଲାଲୀ ବନ୍ଦ କର’ ! ମିଡିଆ ଉପରେ ବର୍ଷିଲେ ରାହୁଲ

ଗଣମାଧ୍ୟମ ପ୍ରତିନିଧିଙ୍କୁ ରାହୁଲଙ୍କ ଟାର୍ଗେଟ । ପ୍ରଶ୍ନ କରିବାରୁ "ତୁମେ ସରକାର ପାଇଁ କାମ କରୁଛ କି ବୋଲି ଓଲଟା ପ୍ରଶ୍ନ କଲେ ।

youtube channel
୨୦ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ୨ଟି ୱେବସାଇଟ୍ ବ୍ଲକ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାରଣ କ'ଣ

ଭାରତ ବିରୋଧରେ ଅପପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ୨ଟି ୱେବସାଇଟ୍‌କୁ ବ୍ଲକ୍ କରିଛନ୍ତି କେନ୍ଦ୍ର ସରକାର ।

 Binika
କୁନି ଜଳପରୀ ଅର୍ପିତା ! ୧୦ ମିନିଟ୍‌ରେ ୩୦୦ ମିଟର୍ ପହଁରି ଚକିତ କଲେ ୬ବର୍ଷର ଶିଶୁ କନ୍ୟା

୬ ବର୍ଷର କୁନି ଜଳପରୀଙ୍କ କମାଲ । ଏତେ କମ ବୟସରେ ଅକାତ କାତ ପାଣିରେ ପହଁରି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ବରିହାପଡ଼ାର ଅର୍ପିତା ସେଠୀ ।

tuition teacher
ଟ୍ୟୁସନ୍‌ ସାରଙ୍କ କଳା କାରନାମା ! ଦୁଇ ଛାତ୍ରୀଙ୍କୁ ଫୁସୁଲାଇ ଫେରାର ମାରିଲେ

ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍‌ ମାରିଛନ୍ତି ଟ୍ୟୁସନ୍ ସାର୍ ।

Berhampur Marital Discord
‘ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ତପସ୍ୱିନୀ, ପାରିବାରିକ ବିବାଦରେ ଅଯଥାରେ ମୁଣ୍ଡ ପୂରାଉଛନ୍ତି ପ୍ରମିଳା’

କେଉଁ ନ୍ୟାୟରେ ତପସସ୍ୱିନୀ ଗ୍ରୀଲ୍‌ ଭାଙ୍ଗି ଭିତରକୁ ପଶିଲେ । ଗ୍ରୀଲ୍ ଭାଙ୍ଗି ତପସ୍ୱିନୀ ଘରେ ପଶିବା ପରେ ଏଭ ଭିଡିଓ ରିଲିଜ କରିଛନ୍ତି ସ୍ୱାମୀ ସୁମିତ୍‌ ।

tapaswini case
‘ଆମେ ଅସୁସ୍ଥ, ଆମକୁ ଉଦ୍ଧାର କର‘ ! ଭିଡିଓ ରିଲିଜ୍ କରି ସହାୟତା ମାଗିଲେ ସୁମିତଙ୍କ ଜେଜେ ମା

ଗତକାଲି ଗ୍ରୀଲ୍‌ ଭାଙ୍ଗି ଘରେ ପଶିବା ପରେ ସୁମିତଙ୍କ ଜେଜେ ମା’ ମଧ୍ୟ ଏବେ ଏକ ଭିଡିଓ ରିଲିଜ୍ କରିଛନ୍ତି । ପରିବାର ଲୋକଙ୍କୁ ଓ ମୋତେ ଉଦ୍ଧାର କର ବୋଲି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

sumeet
ଅନଲାଇନରେ ଥାନାରେ ଏତଲା କଲେ ଡାକ୍ତର ସୁମିତଙ୍କ ବାପା, ଘରେ ଅନଧିକାର ପ୍ରବେଶ ନେଇ ଅଭିଯୋଗ

ତପସ୍ୱିନୀ, ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ବୈଦ୍ୟନାଥପୁର ଥାନାରେ ଅନଲାଇନ ଏତଲା ଦେଇଛନ୍ତି ସୁମିତଙ୍କ ବାପା ।

omicron
ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ଓଡ଼ିଶାର ଉଭୟ ଓମିକ୍ରନ୍‌ ଆକ୍ରାନ୍ତ, ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍‌ ଆଟ୍‌ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

tapaswini
ତପସ୍ୱିନୀ-ସୁମିତ୍ କଳହରେ ଘଡ଼ିକୁ ଘଡ଼ି ନୂଆ ଟ୍ୱିଷ୍ଟ୍ ! କିଏ ସତ କହୁଛି, କିଏ ମିଛ ?

ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍‌ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍‌ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି । କିନ୍ତୁ ବୋହୂକୁ...

fire
ସମ୍ବଲପୁରର ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ : ୨୦ ଆହତ

ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।