• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

 tornadoes
ଭୟଙ୍କର ଟର୍ଣ୍ଣାଡୋରେ ଛିନଭିନ୍ ‌ଆମେରିକାର କେଣ୍ଟୁକି ! ପ୍ରବଳ ଜୋରରେ ପବନ ବହିବାରୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ମେ-ଫିଲ୍ଡ ଟାଉନ

ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

pmo
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ , ଆପତ୍ତିଜନକ ଟ୍ୱିଟ୍ କଲେ ହ୍ୟାକର୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର୍ସ । ରବିବାର (ଡିସେମ୍ବର ୧୨) ପାହାନ୍ତା ୨.୧୧ ସମୟରେ @narendramodi ରୁ ଏକ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି ହ୍ୟାକର୍ସ ।

 CAG Report
ଖାଇଗଲେ ଠାକୁରଙ୍କ ସମ୍ପତ୍ତି ! ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍

ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି ।

badri patra
ଗୁରୁତର ଅସୁସ୍ଥ ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ

ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି । ଏସମ୍ପର୍କରେ ତାଙ୍କ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି ।

students misbehave
ଗୁରୁଙ୍କୁ ଅବଜ୍ଞା । ଶିକ୍ଷକଙ୍କ ସହ ଦୁର୍ବ୍ୟବହାର କଲେ ଛାତ୍ର, ମୁଣ୍ଡରେ ଢ଼ାଳିଲେ ଅଳିଆ . .

ଗୁରୁ ରୂପୀ ଭଗବାନଙ୍କ ସହ ଦୁର୍ବ୍ୟବହାର । ଶିକ୍ଷା ବିଭାଗ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

kamakhyanagar
ଭଗବାନଙ୍କ ଭରଷାରେ ଜୀବନ ! ବଞ୍ଚିବା ପାଇଁ ରାହା ଖୋଜୁଛି ୭ ବର୍ଷର ମାଆ ଛେଉଣ୍ଡ ଦୃଷ୍ଟିବାଧିତ ନିଷ୍ପାପ ଶିଶୁ

ଗରିବ ବାପର ଦୃଷ୍ଟିବାଧିତ ପୁଅ । ଜନ୍ମରୁ ମା ନାହିଁ । ପଢ଼ିବାକୁ ଚାହିଁଲେ ବି ଆର୍ଥିକ ସ୍ଥିତି ଗଲ ନାହିଁ ।

corona
୧୦ ରାଜ୍ୟର ୨୭ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ ! ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର

କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ୧୦ ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।

basudevpur
ତଡିଦେଲେ ଶ୍ୱଶୁର ଘର ଲୋକ : ଛଅ ମାସର କଅଁଳା ପିଲାକୁ କୋଳରେ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋହୂ

ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସାବରଙ୍ଗ ଥାନା ରଞ୍ଜିତା ଦୁଇ ବର୍ଷ ତଳେ ବିବାହ କହିଥିଲେ । କୋଲକାତାର ଏକ ସୁନା ଦୋକାନରେ ରହି କାମ କରନ୍ତି ସ୍ୱାମୀ । ଘରକୁ କ୍ୱଚିତ୍ ଆସନ୍ତି । ଘରେ ରଞ୍ଜିତା ତାଙ୍କ ଶାଶୂଶ୍ୱଶୁରଙ୍କ ସହ...

Recording Wife's Telephonic
ବିନା ଅନୁମତିରେ ସ୍ତ୍ରୀର କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାରର ଉଲ୍ଲଂଘନ ! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ...

Narasingha Mishra
ଗୋଡ଼େଇ ପିଟିବା, ମୁଣ୍ଡ ଫଟାଇବା ପାଇଁ ପୋଲିସକୁ ଅଧିକାର ଦିଆଯାଇନି ! ଲୋୟର୍ ପିଏମଜିରେ ଲାଠିମାଡ଼ ଘଟଣାକୁ ତୀବ୍ର ନିନ୍ଦା କଲା କଂଗ୍ରେସ

ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ...

hingoli
ଗଧି କ୍ଷୀରକୁ ଇମ୍ୟୁନିଟି ବୁଷ୍ଟର୍ କହି ଲୋକଙ୍କୁ ଲୁଟୁଛନ୍ତି ଯୁବକ ! ଏକ ଚାମଚର ମୂଲ୍ୟ ୧୦୦ ଟଙ୍କା, ଏକ ଲିଟର ମୂଲ୍ୟ ୧୦ହଜାର

ଏକ ଚାମଚ କ୍ଷୀର ପିଅନ୍ତୁ, କରୋନାରୁ ମୁକ୍ତି ପାଆନ୍ତୁ ! ଗଧି କ୍ଷୀର ଲିଟର ପିଛା ମୂଲ୍ୟ ଏକ ହଜାର । ଗଧି କ୍ଷୀର ପିଇଲେ କରୋନା ଭଲ ହୋଇଯିବ କହି ଲୋକଙ୍କୁ ଲୁଟୁଛନ୍ତି ଯୁବକ ।

plane
ଆକାଶରେ ନ ଉଡି ଗଡିଲା ବିମାନ ! ଦମ ଲଗେଇ ଠେଲିଲେ ଯାତ୍ରୀ

ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା

moradabad
ରେଲୱେ ଟ୍ରାକ୍‌ରେ ଫସିଗଲା ପୁତୁରା ! ନିଜ ଜୀବନ ଦେଇ ଜୀବନ ବଞ୍ଚାଇଲା ପିଇସୀ

କୁନି ପୁତୁରାକୁ ନିଶ୍ୱାସ ଦେବାକୁ ନିଜ ନିଶ୍ୱାସ ଦେଇଦେଲା ପିଇସୀ । ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ଜୀବନ ଚାଲିଗଲା ।

Puri
ଜେସିବି ଲାଗିଛି, ସମୁଦ୍ର କୂଳରୁ ଉଦ୍ଧାର ଚାଲିଛି ବିଶାଳକାୟ ମୃତ ତିମି

ସମୁଦ୍ରକୂଳରେ ଲାଗିଥିବା ୪୦ ଫୁଟ୍ ଲମ୍ବ ତିମିକୁ ହଟାଇବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜେସିବି ଦ୍ୱାରା ତିମିକୁ ବିଚରୁ ଆଣି ପୋତିବା କାମ ଆରମ୍ଭ ହୋଇଛି ।

delhi
ଆଖିରେ ଲୁହ, ହାତରେ ତ୍ରିରଙ୍ଗା ! ବ୍ରିଗେଡିୟର୍ ଲିଡରଙ୍କୁ ଶେଷ ବିଦାୟ ଦେଲେ କୁନି ଝିଅ ଆଉ ସ୍ତ୍ରୀ

କାନ୍ଦିଲେ ସାହସୀ ବ୍ରିଗେଡିୟରଙ୍କ ପତ୍ନୀ । ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେବା ସମୟରେ ଜୋରରେ କାନ୍ଦି ଉଠିଲେ ।

Thailand
ଗାଳି ଦେଲେ ବସ୍, ପ୍ରତିଶୋଧ ପରାୟଣ ହୋଇଉଠିଲେ ମହିଳା ! କୋଟି କୋଟି ଟଙ୍କାର ତେଲ ଗୋଦାମରେ ନିଆଁ ଲଗାଇଦେଲେ . .

ଗାଳି ଦେଲେ ବସ୍ , ଆଉ ବସଙ୍କୁ ପାନେ ଚଖାଇବାକୁ ତେଲ ଗୋଦାମରେ ନିଆଁ ଲଗାଇଦେଲେ ମହିଳା କର୍ମଚାରୀ

rukmani
ବାପଛେଉଣ୍ଡ ପିଲାଙ୍କ ଭୋକିଲା ମୁହଁକୁ ଚାହିଁହେଉନି ! ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇପାରୁନି ଅଭାଗିନୀ ମା’

ଭୋକ ବୋଲ ମାନୁନି । ମା କୁ ଘଡିକି ଘଡି ଖାଇବାକୁ ମାଗି ଦେଉଛନ୍ତି ଦୁଇପିଲା । ସେତିକିବେଳେ ଭାବନ୍ତୁ ଆକାଶ ଛିଣ୍ଡି ପଡୁଛି ମାଁ ମୁଣ୍ଡରେ । କି କାମ କରିବ । କୋଉ କାମ କରିବ ସେ ଭାବି ଭାବି ଏବେ ଚିନ୍ତାରେ ।

crime
ପ୍ରେମ ବିବାହ ପରେ ସୁଇସାଇଡ୍ ନୋଟ୍ ଲେଖାଇଲା ଦଗାଦିଆ ସ୍ୱାମୀ, ଆଉ ତା’ପରେ ସ୍ତ୍ରୀକୁ ଫାଶୀରେ ଝୁଲାଇଦେଲା . . .

ସ୍ୱାମୀ ନାମରେ କଳଙ୍କ । ପ୍ରେମ ବିବାହ କରିବା ପରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କଲା । ସୌଭାଗ୍ୟବଶତଃ ବଞ୍ଚିଗଲେ ପୀଡ଼ିତା ।

fire golgappa
‘ଫାୟାର ପାନ’ ପରେ ‘ଫାୟାର ଗୁପଚୁପ୍’; ସ୍ୱାଦ ଜାଣିବା ପାଇଁ ବଢ଼ୁଛି ଆଗ୍ରହ

ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ କରିଛନ୍ତି କି ଦୋକାନୀ ଗୁପଚୁପ ପାଣିରେ କିପରି ନିଆଁ ଲଗାଇ ପାରୁଛନ୍ତି । ନଭେମ୍ୱର ୨୬ ରେ କୃପାଲି ପଟେଲ ନାମକ ଜଣେ ଯୁବତୀ ଏହି ଭିଡିଓକୁ ନିଜ ଇନଷ୍ଟ୍ରାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ୫୦...

bhanvi
ହିନ୍ଦି ଓ ଇଂରାଜୀରେ ୮୦ଟି ରାଇମ୍ସ ଗାଇଲେ ଭାନଭି ! ଇଣ୍ଡିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ

ଭଦ୍ରକ ଜିଲ୍ଲାର ଭାନଭି ଭାବ୍ୟାଂଶିଖା । ସାବରଙ୍ଗ ଥାନା ଆଟୋ ଗ୍ରାମର ନରେନ୍ଦ୍ର ଦାସ ଓ ଶାଶ୍ୱତୀ ସୌମ୍ୟା ମହାପାତ୍ରଙ୍କ କନ୍ୟା ଚରମ୍ପା ମିଶନ ପବ୍ଲିକ ସ୍କୁଲରେ ଏଲ.କେଜି ଛାତ୍ରୀ । ବୟସ ୪ ବର୍ଷ ମାସ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।