ନାଚିବାକୁ ଯାଇ ଜୀବନ ହାରିଲେ ନୃତ୍ୟଶିଳ୍ପୀ । ନୃତ୍ୟ ପରିବେଷଣ କରିବାକୁ ଡକାଇଥିବା ବାର୍ ମାଲିକ ପାଲଟିଲା ରାକ୍ଷସ । ଦୁଷ୍କର୍ମ କରିବାକୁ ଚେଷ୍ଟା କଲା । ଜୀବନ ଦେଇ ନିଜର ଇଜ୍ଜତ ବଞ୍ଚେଇଲେ ଯୁବତୀ ।
ଆମ୍ବୁଲାନ୍ସ ଡ୍ରାଇଭର ଶେଖ ହିରା ୧ କୋଟି ଟଙ୍କାର ଜ୍ୟାକପଟ୍ ଜିତିବା ପରେ ସମ୍ପୂର୍ଣ୍ଣ ଅଭିଭୂତ ହୋଇଯାଇଥିଲେ । ଟଙ୍କା ଜିତିବା ପରେ ବି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା । ଖୁସିରେ ଗଦଗଦ୍ ହୋଇ ସିଧାସଳଖ ପୋଲିସ୍ ଷ୍ଟେସନକୁ ଯାଇଥିଲେ । ମନରେ ଲଟେରୀ ଟିକେଟ୍ ହରାଇବାର...
ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏଠାରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି।
ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି...
୨ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ ନୂଆନଈଠାରେ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟାକାଣ୍ଡ ଓ ଏହା ପଛରେ ଅଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।
ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି । କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖୋଦ ସରପଂଚ, ଯନ୍ତ୍ରୀ, ଠିକାଦାର ମିଲିମିଶି...
ଆଜି ସେହି ସହିଦଙ୍କୁ ଝୁରୁଛି ଦେଶ । ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି । ଆଉ ଏଥିରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ଦେଶକୁ ସୁରକ୍ଷା ପ୍ରଦାନ ଦେଇଥିଲେ
ବାସୁଦେବପୁର ମିରାକଲ ପବ୍ଲିକ ସ୍କୁଲର ୟୁକେଜିରେ ପଢ଼ନ୍ତି ଅନ୍ୱେଷା । ଛୋଟ ବେଳୁ ପ୍ରଖର ସ୍ମରଣ ଶକ୍ତି । ଯେଉଁ ବୟସର ପିଲାମାନେ ଅକ୍ଷର ଚିହ୍ନିବା ଆଉ ଲେଖିବା ଶିଖନ୍ତି ସେହି ବୟସରେ ଅନ୍ୱେଷା ରେକର୍ଡ କରି ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବିଶାଳ ସମାରୋହରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବେ ।
ନିର୍ବାଚନ ପୂର୍ବରୁ ତେରଛା ବାଣ ମାରିଲେ ସିଦ୍ଧୁ । ଲୋକଙ୍କ ସେବା କରିବି କହି ଟାର୍ଗେଟ କଲେ । ନିର୍ବାଚନରେ ବିଜୟ ହାସଲ ପାଇଁ କଦାପି “ଶୋ ପିସ୍’ ହୋଇ ପାରିବି ନାହିଁ ଏବଂ କ୍ଷମତାକୁ ଆସିବା ପାଇଁ ରାଜ୍ୟବାସୀଙ୍କୁ ମିଛ କହିପାରିବି ନାହିଁ ବୋଲି ସେ କହିଛନ୍ତି...
ଓମିକ୍ରନ୍କୁ ନେଇ ଷ୍ଟଡ଼ି କରିଥିବା ବୈଜ୍ଞାନିକମାନେ ନୂଆ ଖୁଲାସା କରିଛନ୍ତି । ନୂଆ ଭାରିଏଣ୍ଟ୍ର ଭୟାବହତା ସମ୍ପର୍କରେ ସତର୍କ କରିଛନ୍ତି
ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।
ଆଜି ରାଜଧାନୀ ଦିଲ୍ଲୀରେ ବିଜୟ ପର୍ବ ପାଳନ କରାଯାଉଛି । ଏହି ବିଜୟ ପର୍ବ ପାଇଁ ସିଡିଏସ୍ ଜେନେରାଲ୍ ବିପିନ ସିଂ ରାୱତ ଏକ ବିଶେଷ ବାର୍ତ୍ତା ରେକର୍ଡ କରିଥିଲେ ।
ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ ।
ପିଲାଙ୍କୁ ପଢ଼ାଇବା ପାଇଁ କେହି ଶିକ୍ଷକ ନାହାନ୍ତି କି କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । କେବଳ ଜଣେ ହିନ୍ଦୀ ଶିକ୍ଷୟତ୍ରୀକୁ ଡେପୁଟିସନରେ ଅଣା ଯାଇଥିବା ବେଳେ ଆସିକା ଟେକିନିକାଲ ସ୍କୁଲର ଜଣେ ଇଂରାଜୀ ଶିକ୍ଷକ ସପ୍ତାହକୁ ୩ ଦିନ ପାଇଁ ପଢାଇବାକୁ ଆସୁଛନ୍ତି ।
ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍। ଚାଲିଗଲା ଡ୍ରାଇଭରଙ୍କ ଜୀବନ।
ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ...
ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି ।...
ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଠିଆ ହୋଇଛି ହୀରାକୁଦ ଡ୍ୟାମ୍ । ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ର ସ୍ପିଲ ୱେ ଭଳି ନିର୍ମାଣ ହୋଇଛି ଢାଂଚା । ହାରାକୁଦ ଡ୍ୟାମର ଅବିକଳ ପ୍ରତିଛବି । ସହର ଉପକଂଠ ଦୁର୍ଗାପାଲି ଠାରେ ମହାନଦୀ କୂଳକୁ ଲାଗି ତିଆରି ହେଉଛି...
ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।