ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ସୁମିତ-ତପସ୍ୱିନୀ ମାମଲାର ଶୁଣାଣି । କ’ଣ ରାୟ ଦେବେ କୋର୍ଟ ?
୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର ।
ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ।
୨୦୧୪ ନିର୍ବାଚନ ପୂର୍ବରୁ ବିଜୁ ଗାଁ ଗାଡି ଯୋଜନା ଆରମ୍ଭ ହୋଇଥିବା ବେଳେ ୧୪ ଟି ବ୍ଲକରେ ୧୨୭ଟି ଗାଡି ଚଳାଚଳ କରୁଥିଲା । ଯାହାକୁ ଜିଲ୍ଲାର ଆରଟିଓ ପରିଚାଳନା କରୁଥିଲେ । ଏବେ ବିଭାଗୀୟ ଉଦାସୀନତା କି ଦୂରଦୃଷ୍ଟିର ଅଭାବ ହେତୁ ଗାଡି ଗୁଡିକ ରାସ୍ତା କଡରେ...
ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।
ରାଜଧାନୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ଏବେ ଏହା ଏକ ରେଫରାଲ ହସପିଟାଲ ହୋଇ ଯାଇଥିବା ଅଭିଯୋଗ ହୋଇଛି ।
ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର...
ପୁଅକୁ ଜୀବନ ଦେବାକୁ ବାପାମା’ଙ୍କ ଆକୁଳ ନିବେଦନ । କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି । ସମସ୍ତ କିଛି କିଛି ସାହାଯ୍ୟ କଲେ ପୁଅ ବଞ୍ଚିଯିବ ବୋଲି କହୁଛନ୍ତି ।
୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି।
ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।
ନକଲି ଭୋଟରଙ୍କୁ ଧରିବା ପାଇଁ ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ । କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଜଣେ ଦକ୍ଷିଣ ଆଫ୍ରିକୀୟଙ୍କୁ ଜାଲ୍ RTPCR ରିପୋର୍ଟ ଯୋଗାଇଥିଲେ ୪ ଅଭିଯୁକ୍ତ । ଆଉ ବିଦେଶୀ ଜଣକ ନିଜ ଦେଶ ଫେରିବାକୁ ନକଲି ରିପୋର୍ଟ ଦାଖଲ କରିଥିଲେ ।
ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ ।
କ୍ଲାସ ରୁମରେ ପିଲା ମାନେ ଖେଳକୁଦ କରି ସମୟ କାଟୁଛନ୍ତି । ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ରହିଛି ହେଲେ ନଳରେ ପାଣି ଆସୁନାହଁ । ଏପରିକି ଭଲ ଖେଳପଡିଆ, ସାଇକଲ ଷ୍ଟାଣ୍ଡ ମଧ୍ୟ ନାହିଁ ।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ବିବାହ କରି ଖୁସିର ସଂସାର କରିବା ବଦଳରେ ସ୍ତ୍ରୀକୁ ବନ୍ଧକ ରଖିଲା । ଆଉ ଏଥିରେ ତାକୁ ସାହାଯ୍ୟ କଲେ ପରିବାର ଲୋକ । ବିବାହିତ ମହିଳାଙ୍କ ଜୀବନକୁ ନର୍କ କରିଦେଲେ ।
ନେଟଫ୍ଲିକ୍ସ ଭାରତରେ ନିଜ ପ୍ଲାନ୍ ଗୁଡ଼ିକୁ ଶସ୍ତା କରିଛି । ବର୍ତ୍ତମାନ ଏହାର ମୂଲ୍ୟ ମାସକୁ ୧୪୯ରୁ ଆରମ୍ଭ ହେବ ।
ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛି । ଏସବୁ ଭିତରେ ମହାରାଷ୍ଟ୍ରରେ ଦୁଇ ଜଣ ଓ ଗୁଜୁରାଟରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭିଡିଓଟି ଦେଖିଲେ ଆଖିକୁ ଲୁହ ଆସିଯିବ । ତାମିଲନାଡୁର ଜଣେ ଡ୍ରାଇଭର ମାଙ୍କଡ଼ଟିକୁ ରାସ୍ତାରେ ଆହତ ଅବସ୍ଥାରେ ଉଦ୍ଧାର କରି ତାକୁ ବଂଚେଇବାକୁ ଚେଷ୍ଟା କରିଥିଲେ । ଏମିତିକି ସେ ତା ମୁହଁରେ ମୁହଁ ଲଗେଇ ପମ୍ପିଂ କରିବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସଫଳ ହୋଇଥିଲେ।...
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।
ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେବା ପରେ ଆଶ୍ୱସ୍ତି । ସୋମବାର ଦିନ ତାଙ୍କୁ ଲୋକନାୟକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।