• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

School Open
ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ,କୋଭିଡ଼ ଗାଇଡଲାଇନ ମାନି ଚାଲିବ ପାଠପଢ଼ା

ଅନେକ ଦିନ ବ୍ୟବଧାନ ପରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

metakani
ନୂଆ ବର୍ଷରେ ଆକର୍ଷଣ ସାଜିଛି ମେଟାକାନୀ ପୀଠ : ଜଙ୍ଗଲିଆ ପରିବେଶରେ ମା’ଙ୍କ ଦର୍ଶନ ସହ ଜମୁଛି ପିକ୍‌ନିକ୍

ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ । ଏହାରି ଭିତରେ ନୂଆ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପିକନିକ୍ ଋତୁ । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ମେଟାକାନୀ ପୀଠରେ ବଣଭୋଜିର ମଜା ନେବା ପାଇଁ ଲୋକେ ଭିଡ଼ ଜମାଇଲେଣି ।

panchayat election
‘ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ’

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବ ।

congress
କଂଗ୍ରେସ ପ୍ରତିଷ୍ଠା ଦିବସରେ ଖସିପଡ଼ିଲା ଦଳୀୟ ପତାକା ! ଉତ୍ତୋଳନ କରୁଥିଲେ ସୋନିଆ ଗାନ୍ଧୀ

କଂଗ୍ରେସ ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ବେଳେ ଅପ୍ରୀତିକର ସ୍ଥିତି । ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବାକୁ ଦଉଡ଼ିଟିକୁ ଟାଣିବା ସମୟରେ ପତାକାଟି ଛିଣ୍ଡି ତାଙ୍କ ହାତରେ ପଡ଼ିଥିଲା।

Nabarangpur
ଯେଉଁଠି ସଭା କରିଥିଲେ କହ୍ନେୟା କୁମାର, ସେଇଠି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କଲେ ଦୁଇ ଯୁବକ

ଜେଏନୟୁରେ ପାଠ ପଢ଼ୁଥିବା ସମୟରେ ଟୁକଡ଼େ ଟକୁଡ଼େ ଗ୍ୟାଙ୍ଗର ସଦସ୍ୟ ଥିଲେ କହ୍ନେୟା କୁମାର । ତାଙ୍କ ନାଁରେ ଦେଶକୁ ଭାଗ ଭାଗ କରିବା ପାଇଁ ସେ ଚେଷ୍ଟା କରୁଥିବାର ଅଭିଯୋଗ ରହିଛି । ନବରଙ୍ଗପୁର ଆସିଥିଲେ କଂଗ୍ରେସ ନେତା କହ୍ନେୟା କୁମାର । ତାଙ୍କୁ ବିରୋଧ କରି...

Sourav Ganguly
ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍‌ ! ହସ୍ପିଟାଲରେ ଭର୍ତ୍ତି ହେଲେ ଦାଦା

କରୋନାରେ ସଂକ୍ରମିତ ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏବେ ତାଙ୍କୁ କୋଲକାତାର ବୁଡଲେଣ୍ଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Covid Vaccine
କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା, କୋର୍ବେଭାକ୍ସ ଓ କୋଭୋଭାକ୍ସ ବ୍ୟବହାରକୁ ଅନୁମତି

କୋଭିଡ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା ମିଳିଛି । ଆଉ ଦୁଇଟି ଟିକାକୁ ଅନୁମତି । କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି।

bihar
ପ୍ରେମିକ ପାଖରେ ଥିଲା ସ୍ତ୍ରୀର ମନ ! ବଡ଼ ହୃଦୟ ଦେଖାଇ ଉଭୟଙ୍କ ବିବାହ କରାଇଲେ ସ୍ୱାମୀ

ସ୍ତ୍ରୀର ଖୁସି ପାଇଁ ସ୍ତ୍ରୀର ବିବାହ କରାଇଲେ ସ୍ୱାମୀ । ବିହାରର ଜମୁଇରେ ନିଃସ୍ୱାର୍ଥପର ପ୍ରେମ ଓ ବଳିଦାନର ଏକ ନିଆରା କାହାଣୀ ଦେଖିବାକୁ ମିଳିଛି ।

digital payment
UPI ପେମେଣ୍ଟ କରିଦେବ କାଙ୍ଗାଳ ! ଡିଜିଟାଲ୍ ନେଣଦେଣ ସମୟରେ କରନ୍ତୁନି ୫ ଭୁଲ୍

ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...

Kite Thread 'Menace
ମୃତ୍ୟୁର ନୂଆ ଫନ୍ଦା ମାଞ୍ଜା ସୂତା : ଗୁଡ଼ି ସୂତାରେ ନବ ବିବାହିତଙ୍କ ପ୍ରାଣହାନି ପରେ ପୋଲିସର ପଶିଲା ଚେତା

୨୦୧୫ରୁ ଏଯାଏଁ କଟକରେ ମାଞ୍ଜା ସୂତାରେ କଟି ୪ ଜଣଙ୍କ ଜୀବନ ଯାଇଛି । ୧୪ରୁ ଅଧିକ ଆହତ ହୋଇଛନ୍ତି । ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ବ୍ୟାନ ଲଗାଇଥିଲେ ହାଇକୋର୍ଟ । ତଥାପି ସାହି ଗଳିରେ ମାଞ୍ଜା ସୂତା ଲଗାଇ ଚାଲିଛି ବେଧ଼ଡକ...

omicron
ଦେଶରେ ହୁ ହୁ ହୋଇ ମାଡୁଛି ଓମିକ୍ରନ୍ : ବ୍ରେକ୍ ଦେବାକୁ ବଢ଼ୁଛି ସରକାରଙ୍କ ଟେନସନ୍

ଭିଡ଼ ଏଡ଼ାଇବାକୁ ଯଥାସମ୍ଭବ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କହିବା ସହ ଆବଶ୍ୟକତାକୁ ଦେଖି କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ବି ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନକୁ ନେଇ ଲୋକଙ୍କୁ ନଡରାଇ ସଚେତନ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ...

vaccine
କିଶୋର ଟିକାକରଣ ପାଇଁ ଗାଇଡଲାଇନ ଜାରି : ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ

ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି ।

health index
ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ କେରଳ ନମ୍ବର ୧ ! ଓଡ଼ିଶାର ସ୍ଥାନ କେଉଁଠି ଦେଖନ୍ତୁ . . .

ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେରଳ ସର୍ବାଗ୍ରେ । ଅନ୍ୟପଟେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ଏହି ତାଲିକାରେ ତଳଆଡ଼େ ଅଛନ୍ତି ।

jio
ୟୁଜର୍ସଙ୍କ ହୃଦୟ ଭାଙ୍ଗିଲା ଜିଓ ! ସବୁଠାରୁ ଶସ୍ତା ପ୍ଲାନ୍‌ ବନ୍ଦ କଲା କମ୍ପାନୀ

କିଛି ଦିନ ପୂର୍ବରୁ ରିଲାଏନ୍ସ ଜିଓ ସବୁ ଠାରୁ ଶସ୍ତା ଏକ ଟଙ୍କିଆ ପ୍ଲାନ୍ ଆଣିଥିଲା, ​​କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ପ୍ଲାନ୍‌କୁ ବନ୍ଦ କରି ଦେଇଛି । ଯାହା ଗ୍ରାହକଙ୍କୁ ନିରାଶ କରିଛି ।

Odisha Woman
ମୃତ୍ୟୁ ପରେ ଦୁଇ ଜଣକୁ ଦୁନିଆ ଦେଖିବାର ଶକ୍ତି ଦେଇଗଲେ ମାୟାଦେବୀ

ଜଣେ ସାଧାରଣ ମଣିଷ ଚାହିଁଲେ ଅସାଧାରଣ କାମଟିଏ କରିପାରିବେ। ଏହିପରି ଜଣେ ମହିଳା ହେଲେ ସୁନ୍ଦରଗଡ଼ ଜିଲ୍ଲା ମାୟାଦେବୀ। ବୟସ୍କା ମହିଳାଙ୍କର ଦୁଇ ଦିନ ତଳେ ଦେହାନ୍ତ ହୋଇଛି। କିନ୍ତୁ ଯିବା ଆଗରୁ ସେ ଦୁଇଜଣଙ୍କୁ ଦୁନିଆର ଆଲୋକ ଦେଖିବାର ଶକ୍ତି ଦେଇଯାଇଛନ୍ତି।

son-brutally-kills-father
ପ୍ରଥମେ ୪୦ ଲକ୍ଷର ବୀମା କରାଇଲା ପୁଅ, ତା’ପରେ କ୍ଲେମ୍ ପାଇଁ ବାପାଙ୍କୁ ହାତୁଡ଼ିରେ ପିଟି ହତ୍ୟା କଲା

ଟଙ୍କା ପାଇଁ ବାପାଙ୍କୁ ମାରିଲା ପୁଅ । ପ୍ରଥମେ ବୀମା କରାଇଲା, ତାପରେ ଯୋଜନାବଦ୍ଧ ଭାବେ ବାପାଙ୍କୁ ସହଯୋଗୀଙ୍କ ସହ ମିଶି ମାରିଲା ।

copy
କପି ପାଇଁ ଯୁଗାଡ଼୍ ! ୱିଗ୍‌ରେ ବ୍ଲୁଟୁଥ୍ ଲଗାଇ ପରୀକ୍ଷକଙ୍କୁ ଠକି ଥାଆନ୍ତେ ଯୁବକ, ହେଲେ . .

ପାସ୍ ହେବା ପାଇଁ ପରୀକ୍ଷାର୍ଥୀ କପି କରିଥାନ୍ତି। କିଏ ଜୋତା ଭିତରେ କପି ନେଇଥାଏ ତ ଆଉ କିଏ ପ୍ୟାଣ୍ଟ ପକେଟରେ କପି ନେଇ ପରୀକ୍ଷାରେ ଲେଖିଥାନ୍ତି । ହେଲେ ପୋଲିସ ପରୀକ୍ଷାରେ ଏମିତି କପିର ମାଷ୍ଟର ପ୍ଲାନ୍ କରିଥିଲେ ଯୁବକ । ୱିଗ୍ ଭିତରେ ରଖିଥିଲେ ବ୍ଲୁଟୁଥ୍...

taliban
ତାଲିବାନୀ ଶାସନର ଅସଲ ଚେହେରା : ପୁରୁଷ ସମ୍ପର୍କୀୟଙ୍କ ବିନା ଦୂର ଯାତ୍ରାରେ ଯାଇପାରିବେନି ମହିଳା

ସାଥୀରେ ପୁରୁଷ ଥିଲେ ହିଁ ମହିଳାଙ୍କୁ ଦୂର ଯାତ୍ରା କରିବାକୁ ଅନୁମତି ମିଳିବ । ୭୨ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଯାତ୍ରା କରିବେ । ଏହା ନହେଲେ ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ ...

new year
ନୂଆବର୍ଷରୁ ନୂଆ ନିୟମ ! ସାରନ୍ତୁ ଏସବୁ କାମ, ନଚେତ୍ ହଇରାଣରେ ପଡ଼ିପାରନ୍ତି . . .

ସରିବାକୁ ବସିଛି ବର୍ଷ ୨୦୨୧। ଆସିବାକୁ ବସିଲାଣି ୨୦୨୨। ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ।

Special Story
ବଞ୍ଚିବାକୁ ସଂଘର୍ଷ ! ଦିନେ ଥିଲେ କର୍ପୋରେଟର୍, ଆଜି ଇଟାଭାଟି ଶ୍ରମିକ

କଟକ ମୁନସିପାଲ କର୍ପୋରେସନର ପ୍ରଥମ କାଉନସିଲରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତୀ ସିଂ। ସେ ସମୟରେ ଲୋକଙ୍କୁ ସହାୟତା ଦେବାଠାରୁ ଆରମ୍ଭ କରି ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ ସୁକାନ୍ତୀ। ହେଲେ ଆଜି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ପେଟ ପୋଷିବାକୁ କାମ କରୁଛନ୍ତି ଇଟାଭାଟିରେ ।...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।