ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।
ଆନନ୍ଦପୁର ଆରଆଇ ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଫିସ୍ ଭିତରେ ପଶି ଜଣେ ଯୁବକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି ।
ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି।
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ...
ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ ।
ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟିର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ
ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ବହୁଚର୍ଚ୍ଚିତ ପୁରୀର ଚିତ୍ତରଞ୍ଜନ ପଲେଇଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।
ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ...
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ । ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା...
କେନ୍ଦୁଝର ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢ଼ାପାଳ ଗାଁରେ ଆଇରନ୍ କ୍ରସରକୁ ବିରୋଧ କରି ୨ ଦିନ ହେଲା ଧାରଣାରେ ବସିଛନ୍ତି ଗାଁ ଲୋକେ
ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି ।
ପୃଷ୍ଠପୋଷକତା ଅଭାବରୁ ପରିଶ୍ରମ ତୁଳନାରେ ତାଙ୍କୁ ମିଳିପାରୁନି ପାରିଶ୍ରମିକ । ବଣ ମଲ୍ଲୀ ପରି ଏକ ନିପଟ ମଫସଲରେ ଫୁଟି ମଉଳିବାକୁ ବସିଲେଣି ଶିଳ୍ପୀ ରାଜକିଶୋର । ଆଜିଯାଏ ନା ମିଳିଛି ସରକାରି ପ୍ରୋତ୍ସାହନ ନା ସ୍ୱୀକୃତିପ୍ରାପ୍ତ ମାନପତ୍ର ଖଣ୍ଡେ ।
ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଲେ, ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।
ତ୍ତରପ୍ରଦେଶର ଫିରୋଜାବାଦରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ମିଳୁଥିବା ଟଙ୍କା ପାଇଁ ନିଜ ଭଉଣୀକୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି ।
କଟକ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାରର । କଟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପାଇଁ ଗତବର୍ଷ ପାଠାଗାରକୁ ଉଛେଦ କରାଯାଇଥିଲା । ପାଠାଗାରର ନୂତନ ଗୃହ ଖୁବଶୀଘ୍ର ପୁରୀ ବସଷ୍ଟାଣ୍ଡ ନିକଟରେ ଥିବା ସରକାରୀ ଯାଗାରେ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିପାଇଁ ଜାଗା ମଧ୍ୟ...
ମାଙ୍କଡ଼ ଓ କୁକୁରଙ୍କ ଖୁନୀ ଖେଳ । ତିନି ମାସ ପୂର୍ବରୁ କୁକୁର ପଲ ଏକ ମାଙ୍କଡ଼ ଛୁଆକୁ ମାରିଦେଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ ।
ନିଜେ ଉଚ୍ଚ ଶିକ୍ଷିତ। ଏମ ଫାର୍ମା ପଢି ବାହାର କଂପାନୀରେ କରୁଥିଲେ ଚାକିରି। ହେଲେ ଭଲ ଲାଗିଲା ନାହିଁ। ଶେଷରେ ନିଜେ ତିଆରି କଲେ ଏକ କଂପାନୀ। ଲୋକଙ୍କୁ ଚାକିରି ଦେଇ ନିଜେ ବନିଗଲେ ମାଲିକ। କିଏ ସେହି ବ୍ୟକ୍ତି?
ଗତକାଲି ୟୁକେରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଏହାପରେ ମେଜର ଇନସିଡେଂଟ୍ ଘୋଷଣା କରିଛି ଲଣ୍ଡନ ।