• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

WINTER
ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଜାଡ଼ ! ଥଣ୍ଡାରୁ ବର୍ତ୍ତିବାକୁ ଲୋକେ ଜାଳୁଛନ୍ତି ନିଆଁ

ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।

eco treat
କେଉଁଠି ପୁରୁଣା ଟେଣ୍ଟ,କେଉଁଠି ଅସନା ଟଏଲେଟ: ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ

ଇକୋ ରିଟ୍ରିଟ୍‌ରେ ଅବ୍ୟବସ୍ଥା ନେଇ ଟାର୍ଗେଟରେ ରାଜ୍ୟ ସରକାର । ଖରାପ ଟେଣ୍ଟ୍, ମଇଳା ବେଡ୍ ଆଉ ଅସନା ଟଏଲଟ୍ ଯୋଗୁ କେଉଁଠି ଯାତ୍ରୀ ବୁକିଂ କ୍ୟାନସଲ୍ କରୁଛନ୍ତି ତ ଆଉ କେଉଁଠି ଆଦୌ ବୁକିଂ ହିଁ ହେଉନି

son reunited with family
୨୪ ବର୍ଷ ପରେ ଘରକୁ ଫେରିଲା ପୁଅ, ହଜିଲା ଧନକୁ ପାଇ ମା’ ଆଖିରେ ଆନନ୍ଦର ଅଶ୍ରୁ

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ।...

ias
‘ମୁଁ ଦାନର ସାମଗ୍ରୀ ନୁହଁ, ମୁଁ ତୁମ ଝିଅ ବାପା ’! ବିବାହରେ କନ୍ୟାଦାନ ପ୍ରଥାକୁ ମାନିବାକୁ ମନାକଲେ ମହିଳା IAS

ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ବିନା କନ୍ୟାଦାନରେ ଶାଶୂଘର ଯାଇଛନ୍ତି ମହିଳା IAS । ଖୁବ୍ ଧୁମଧାମରେ ବିବାହ ହୋଇଥିଲେ ହେଁ ପୁରୁଣା ପ୍ରଥା ପରମ୍ପରା ଅନୁସାରେ କନ୍ୟାଦାନକୁ ସେ ମନା କରିଦେଇଥିଲେ ।

 Madhya Pradesh
ନାଁ ପ୍ରଚାର, ନାଁ ଭୋଟିଂ ! ୪୪ ଲକ୍ଷରେ ସରପଞ୍ଚ ପଦବୀ କିଣିଲେ ବ୍ୟକ୍ତି

ନିର୍ବାଚନରେ ​​ପ୍ରାର୍ଥୀ ମଦ ବାଣ୍ଟିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ କରିଥାଆନ୍ତେ । ତେଣୁ ନିଲାମ ଡାକି ସରପଞ୍ଚ ଭାବରେ ଜଣେ ବ୍ୟକ୍ତିଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଗ୍ରାମବାସୀ କହିଛନ୍ତି

brahmapur
ସ୍ତ୍ରୀକୁ ଦେଖି ଲୁଚୁଛି ସ୍ୱାମୀ, ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ. . .

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି

sumit-tapaswini
ପୁଅ ଖବର ବାପ ପାଖରେ ନାହିଁ ! କହିବି କହିବି କହି ପୋଲିସକୁ ବି ମିଛ କହିଲେ ସୁମିତ୍‌ଙ୍କ ବାପା

ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.

pramila
'ତପସ୍ୱିନୀକୁ ଘରେ ପୂରେଇବି, ତା ପରେ ଉଠିବି' ! ଶାଶୂଘର ଲୋକେ ବୋହୂକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଉଠିବିନି କହିଲେ ପ୍ରମିଳା ତ୍ରିପାଠୀ

ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ

sumeet-tapaswiini
ଏବେ ମୁଁ ଏକା, କୁଆଡ଼େ ଯିବି, ରହିବି କେଉଁଠି ! ସୁମିତ ଚାଲିଗଲା ପରେ ଡାକବଙ୍ଗଳାରୁ ମୋତେ ବାହାର କରିଦେଲେ

ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।

corona
ଓମିକ୍ରନ୍ ଆତଙ୍କ ମଧ୍ୟରେ ମାୟାନଗରୀରେ କରୋନା ବିସ୍ଫୋରଣ, ଏକ ସ୍କୁଲର ୧୮ ଛାତ୍ର ସଂକ୍ରମିତ ଚିହ୍ନଟ

ନବି ମୁମ୍ବାଇର ଏକ ସ୍କୁଲରେ ୧୮ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀର ଅଟନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଆଜି ସ୍କୁଲରେ ଟେଷ୍ଟିଂ ଚାଲିଛି । ବିଦ୍ୟାଳୟର ସମସ୍ତ ୬୦୦ ଛାତ୍ରଙ୍କ ପାଇଁ କରୋନା...

modi
ମୋଦିଙ୍କୁ ଅନ୍ତର୍ଜାତୀୟ ସମ୍ମାନ ! ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିବ ଭୁଟାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

Newborn will get Aadhaar number
ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର

ଆଉ ବାପାମା’ଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର ।

Congress MLA ramesha kumar
କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ ! ଦୁଷ୍କର୍ମରୁ ବର୍ତ୍ତି ନପାରିଲେ, ଶୋଇପଡ଼ି ମଜା ନିଅ

କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।

Merry Christmas 2021
'ହାପି' ଖ୍ରୀଷ୍ଟମାସ ବଦଳରେ 'ମେରୀ' ଖ୍ରୀଷ୍ଟମାସ କାହିଁକି କୁହାଯାଏ ?

'ମେରୀ' ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇ ଥାଆନ୍ତି ଲୋକେ । ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?

Modern Day Parshuram
କାନ୍ଧରେ ହାଣ୍ଡି, ଜଙ୍ଘରେ ଘଣ୍ଟି ! ଏ ଯୁଗର ପର୍ଶୁରାମ, ୯ ବର୍ଷ ହେଲା ଘରଦ୍ୱାର ଛାଡ଼ି ବାହାରେ ବୁଲୁଛନ୍ତି ଜଗନ୍ନାଥ

ଗତ ୯ ବର୍ଷ ଧରି ପାଳୁଛନ୍ତି କଠୋର ବ୍ରତ। ପୁରାଣର ପର୍ଶୁରାମ ବେଶରେ ଟାଙ୍ଗିଆ ଓ ଧନୁତୀର ଧରି ବୁଲୁଛନ୍ତି ବାହାରେ ବାହାରେ। ଆହୁରି ୫ ବର୍ଷ ଏମିତି ସେ ବାହାରେ ରହିବେ, ଘରକୁ ଯିବେନି।

Homeless
ରାତ୍ରୀ ଆଶ୍ରୟସ୍ଥଳୀ ବଦଳରେ ଖୋଲା ଆକାଶ : ଶୀତ ରାତିରେ ଥରି ଥରି ରାତି କଟାଉଛନ୍ତି ନିରାଶ୍ରୟ

ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।

Engineering Admission
ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ନାମଲେଖା : ସୂଚନା ଦେଲେ ଓପେକା ସମ୍ପାଦକ ବିନୋଦ ଦାସ

ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।

teacher transfer
ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ : ଭୋ ଭୋ ହୋଇ ସ୍କୁଲ ପରିସରରେ କାନ୍ଦିଲେ ଛାତ୍ରଛାତ୍ରୀ

ସାର୍‌, ଆମକୁ ଛାଡ଼ି ଯାଆନ୍ତୁ ନାହିଁ । ଶିକ୍ଷକଙ୍କ ବଦଳି ଆଦେଶ ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ ।

'Wrong' Injection
ଇଞ୍ଜେକସନ୍ ବଦଳରେ ଡିଷ୍ଟିଲ ୱାଟର୍ ଦେଇଦେଲେ ନର୍ସ : ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର...

hospital
କରୋନା ସମୟରେ ଲାଭବାନ ଓଡ଼ିଶାର ଘରୋଇ ହସ୍ପିଟାଲ : ବିଭିନ୍ନ ଘରୋଇ ହସ୍ପିଟାଲକୁ ଦିଆଯାଇଛି ୯୫ ପ୍ରତିଶତ ଟଙ୍କା

କୋଭିଡ ଚିକିତ୍ସା ବାବଦରେ ରାଜ୍ୟର କେଉଁ ହସ୍ପିଟାଲ ନେଇଛନ୍ତି କେତେ ଟଙ୍କା ? ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସ । ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲକୁ ଦିଆଯାଇଛି ୯୫ ପ୍ରତିଶତ ଟଙ୍କା । ସରକାରୀ ତହବିଲରୁ ସବୁଠୁ ଅଧିକ ୭୭ କୋଟି ୩୨...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।