ମଧ୍ୟପ୍ରଦେଶ ଖଜୁରାହରୁ କାଳୀଚରଣ ମହାରାଜଙ୍କୁ ଉଠାଇଲା ଛତିଶଗଡ଼ ପୋଲିସ୍ । ତେବେ ଏହି ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର । ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ।
ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି । ପ୍ରାର୍ଥୀଙ୍କୁ ଆଲଫାବେଟିକାଲ ଅର୍ଡରରେ ସିମ୍ବଲ ଆଲର୍ଟ କରାଯିବ ।
ପେଡିକିୟର କରାଇ ଗୋଡ଼ ହରାଇଲେ ମହିଳା । ପାର୍ଲର ଏବେ ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ।
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି । ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
୨ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହ ବର୍ଷା ହେଉଛି । କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଅସ୍ତବ୍ୟସ୍ତ କରି ପକାଉଛି ।
ଦେଶକୁ ଆସିଗଲା କି ତୃତୀୟ ଲହରୀ । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ସଂକ୍ରମଣ ଲଙ୍ଗ ଜମ୍ପ୍ ମାରୁଛି । ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ।
ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବରକନ୍ୟା ଗୁରୁତର ଅଛନ୍ତି ।
ଜାତୀୟ ସ୍ତରୀୟ ଉଦ୍ୟାନ ଭାବରେ ଶୋଭା ପାଇବ ନନ୍ଦନକାନନ । ଆସିବେ ନୂଆ ପଶୁପକ୍ଷୀ।
ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ବୁତ୍ତଙ୍କ ଆତଙ୍କରାଜ। ରାହାଜାନୀଠୁ ଆରମ୍ଭ କରି ସାଇବର କ୍ରାଇମ୍ ପର୍ଯ୍ୟନ୍ତ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧର ସଂଖ୍ୟା। ସେମାନଙ୍କ ଉପରେ ଲଗାମ ଲଗାଇବାକୁ ନୂଆ କରି ପ୍ରତିଷ୍ଠା ହେଲା ସାଇବର ଥାନା।
ପ୍ରତିଦିନ ପରିବର୍ତ୍ତନ ହୁଏ ତୈଳ ଦର । ଆପଣ ଘରେ ବସି ମଧ୍ୟ ତୈଳ ଦର ଜାଣିପାରିବେ । ହେଲେ କିପରି, ଜାଣନ୍ତୁ . . .
ପ୍ରଧାନମନ୍ତ୍ରୀ ମୋଦିଙ୍କ କାନପୁର ଗସ୍ତ ସମୟରେ ଭଙ୍ଗାରୁଜା ଓ ଆକ୍ରମଣ ମାମଲାରେ ନୌବାସ୍ତା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଚାରି ଜଣ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି ।
ସବୁବେଳେ ପୋଲିସକୁ ନେଇ ନାନା ରକମର ଚର୍ଚ୍ଚା ହୋଇଥାଏ। ଆଇନ ଶୃଙ୍ଖଳାଠୁ ରାହାଜାନୀ ପର୍ଯ୍ୟନ୍ତ ସବୁଥିରେ ପୋଲିସକୁ ଦାୟୀ କରାଯାଏ। କିନ୍ତୁ ଏଥର ସାବାସୀ ସାଉଁଟିଛି ପୋଲିସ। ନିଜର ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ଖାକି ବର୍ଦ୍ଦିର ପ୍ରଶଂସା।
ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ । ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ତାକୁ ପାଳିଥିଲେ ନିହାର ନଳିନୀ । ଆଜି ତାଙ୍କର ଦେହାନ୍ତ ହୋଇଛି ।
ଦୁନିଆରେ ଏବେ ବି ଭଲ ମଣିଷ ଅଛନ୍ତି । ମାନବିକତା ଅଛି, ସହୃଦୟତା ବଞ୍ଚିଛି । ଲୋଭ ଆଉ ମୋହ ଛାଡ଼ି ଜଣେ କୁଲି ବସଷ୍ଟାଣ୍ଡରୁ ମିଳିଥିବା ମୂଲ୍ୟବାନ ଲାପଟପ ଫେରାଇ ଦେଇଛନ୍ତି ।
ବାଡ଼ିରେ କାଶ୍ମୀର ରେଡ ବେରୀ ଫଳାଇଛନ୍ତି ଯୁବକ । ଚାକିରି ପଛରେ ନଗୋଡ଼ାଇ ଚାଷ କରି ଯୁବଗୋଷ୍ଠୀଙ୍କୁ ନୂଆ ବାର୍ତ୍ତା ଦେଉଛନ୍ତି ।
ଚକ୍ର ଆପ ଧରାଇବ ଅପରାଧୀ । ପୋଲିସ୍ ଆଖିରେ ଧୂଳି ଦେଇ ଖସିପାରିବେ ନାହିଁ ଗ୍ୟାଙ୍ଗଷ୍ଟର୍ । ଟିକିନିଖି ତଥ୍ୟ ଆପରେ ଉପଲବ୍ଧ ହେବ ।
ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ । ଏହିଠାରୁ ହିଁ ଦେଶର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।
ସମାଜ ପାଇଁ ଉଦାହରଣ ସାଜିଲେ ଜିଲ୍ଲାପାଳ । ଲୋକଙ୍କ ସମସ୍ୟାର ସମାଧାନ ନିର୍ଦ୍ଧାରିତ ସମୟରେ ନକରିପାରିବାରୁ ଦଣ୍ଡ ସ୍ୱରୂପ ନିଜ ଦରମା ରୋକିଦେଲେ ।
କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।
ଦିନ ହେଉ କି ରାତି ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା। ଅନେକ ସମୟରେ ଛୋଟ ଛୋଟ କଥାକୁ ଆଗକୁ ଆଣି ସେ ଚର୍ଚ୍ଚାରେ ରହିଥାନ୍ତି। ଆଜି କିନ୍ତୁ ରିକ୍ସା ଚଲାଉଥିବା ଜଣେ ଦିବ୍ୟାଙ୍ଗଙ୍କୁ ଚାକିର ଅଫର ଦେଇ ସେ ଦେଶବାସୀଙ୍କ ମନ...