• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

journalist
ସାକ୍ଷାତକାର ସମୟରେ ହଠାତ୍ ଟଳି ପଡ଼ିଲେ ଓକିଲ, ଜୀବନ ବଞ୍ଚାଇଲେ ସାମ୍ବାଦିକ

ଜଣେ ଓକିଲଙ୍କୁ ନୂଆ ଜୀବନ ଦେଇଛନ୍ତି ଜଣେ ସାମ୍ୱାଦିକ । ଏହି ସାମ୍ୱାଦିକଙ୍କୁ ଢେର୍ ପ୍ରଶଂସା ମିଳୁଛି । ନିଜ କର୍ତ୍ତବ୍ୟକୁ ପଛ କରି ଜଣେ ସାମ୍ୱାଦିକ ମାନବିକତାର ପରିଚୟ ଦେଇ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।

fog
କାଲି ୧୧ଟି ଜିଲ୍ଲାରେ ଘନ କୁହୁଡି ! ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡି ସମ୍ଭାବନା ।

PM Kisan
୫ ଦିନ ପରେ କୋଟି କୋଟି କୃଷକଙ୍କୁ ଖୁସି ଖବର ଦେବେ ମୋଦି ସରକାର ! ଖାତାକୁ ଆସିବ ୪୦୦୦ ଟଙ୍କା

ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।

Power Infra Project
ଦୂର ହେବ ଲୋ ଭୋଲଟେଜ୍ ସମସ୍ୟା : ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର

ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ

auto driver
ସ୍ୱାଭିମାନ ଆଗରେ ସମ୍ପତ୍ତି ତୁଚ୍ଛ ! ସାମ୍ବାଦିକଙ୍କୁ ପେଟି ଫେରାଇ ସାଧୁତାର ଭିନ୍ନ ପରିଚୟ ଦେଲେ ଶେଷଦେବ

ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ

miss odisha
୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ, ମିସ ଓଡିଶା ତାଜ୍ ପିନ୍ଧିଲେ ଭଦ୍ରକ ଝିଅ ଦିଗଦର୍ଶୀ

ଭଦ୍ରକ ବ୍ଲକର ଆର ଏନ ବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ଦିଗଦର୍ଶୀ ମିଶ୍ର । ବାପା ସ୍ଥାନୀୟ ଅଞ୍ଚଳରେ LIC ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି, ମା ଜଣେ ଗୃହିଣୀ । ପିଲାମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ଏବେ...

marriage
ବିବାହ କାର୍ଯ୍ୟରେ ବଢିବାରେ ଲାଗିଛି ହେଲିକପ୍ଟର ଫ୍ୟାସନ୍‌, ସମସ୍ତେ ବୁକିଂ କରିପାରିବେ କି ?

ନିଆରା ଷ୍ଟାଇଲରେ ବାହା ହେବାକୁ ସମସ୍ତେ ଚାହିଁଥାନ୍ତି। କିଏ ଘୋଡା ଚଢି କନିଆଁ ଘରକୁ ଯାଇଥାଏ ତ ଆଉ କିଏ ଶାଶୁ ଘରକୁ ହେଲିକପ୍ଟରରେ ଯାଇଥାଏ। ଏବେ ଜାଣନ୍ତୁ କେମିତି ହୋଇଥାଏ ହେଲିକପ୍ଟର ବୁକିଂ?

Baba Vanga
ଭୟଭୀତ କରୁଛି ବାବା ଭାଙ୍ଗାଙ୍କ ଭବିଷ୍ୟତବାଣୀ : ୨୦୨୨ରେ ଜଳସଙ୍କଟ ସାଙ୍ଗକୁ ଆକ୍ରମଣ କରିବେ ଏଲିଏନ୍‌

ନୂଆବର୍ଷକୁ ନେଇ କାହିଁ କେତେ ଉତ୍ସାହ । କିଏ କେତେ ପ୍ରକାର ପ୍ଲାନ୍ ବି କରିଛନ୍ତି । ହେଲେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ଏମିତି କଥା, ଯାହାକୁ ଶୁଣିଲେ କେହି ବି ଭୟଭୀତ ହୋଇଯିବ ?

tiktok
ଗୁଗୁଲକୁ ଟପି ବିଶ୍ୱର ଲୋକପ୍ରିୟ ଇଣ୍ଟରନେଟ ସାଇଟ୍ ହେଲା ଟିକଟକ୍

ନମ୍ୱର ଓ୍ୱାନ୍ ଥିଲା ଗୁଗୁଲ୍। ହେଲେ ତାକୁ କାଟି ୧ ନମ୍ୱର ସ୍ଥାନରେ ପହଞ୍ଚିଛି ଟିକଟକ୍। ଖୁବ୍ କମ ଦିନ ଭିତରେ ଚୀନର ଏହି କ୍ଷୁଦ୍ର ଭିଡିଓ ଆପ୍ ସାରା ବିଶ୍ୱରେ ଏକ ନମ୍ୱର ହୋଇ ରେକର୍ଡ କରିଛି। ଜାଣନ୍ତୁ ଏହା ପଛରେ କିଏ?

smart school
ଆଦର୍ଶ ବିଦ୍ୟାଳୟରେ ନିମ୍ନ ମାନର କାମ : ଉଦଘାଟନ ପୂର୍ବରୁ ଫାଟିଲାଣି କାନ୍ଥ

ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ଵାବଧାନରେ ଠିକା ସଂସ୍ଥା ନିର୍ମାଣ କାମ ହାତକୁ ନେଇଥିଲା । ବ୍ଲକର ଇରମ ପଞ୍ଚାୟତ ଠାରେ ୨୦୧୯ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବାର ଦେଢ଼ ବର୍ଷ ପାଖାପାଖି ବିତିଥିଲେ...

boiler-explodes
ନୁଡୁଲ୍ସ ଓ କୁରକୁରେ କାରଖାନାରେ ବିସ୍ଫୋରଣ : ୧୦ ମୃତ, ଅନେକ ଆହତ

କୁରକୁରେ ଏବଂ ନୁଡୁଲ୍ସ କାରଖାନାରେ ବଏଲର ଫାଟି ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

Migratory Birds
ସିକ୍ରେଟ୍ ଡିସ୍ ପାଲଟିଛନ୍ତି କି ବିଦେଶାଗତ ପକ୍ଷୀ ? ଟାଙ୍ଗି ଏନ୍ଏଚ୍ କଡ଼ରୁ ଶତାଧିକ ପକ୍ଷୀଙ୍କ ମୃତଦେହ ଠାବ ପରେ ଉଠିଲା ପ୍ରଶ୍ନ

ଚିଲିକା ଅଞ୍ଚଳର ହୋଟେଲ୍ ଗୁଡ଼ିକରେ ମେଲିଛି କି ବିଦେଶାଗତ ପକ୍ଷୀଙ୍କୁ ନେଇ ପ୍ରସ୍ତୁତ ଖାଦ୍ୟ ପସରା ? ପର୍ଯ୍ୟଟନ ଋ଼ତୁରେ ଢାବା ଗୁଡ଼ିକରେ ଅତିଥି ବିହଙ୍ଗ ବନିଯାଇଛନ୍ତି କି ପର୍ଯ୍ୟଟକଙ୍କ ସୁସ୍ୱାଦୁ ଖାଦ୍ୟ ? ଗରାଖଙ୍କୁ ଭିନ୍ନ ସ୍ୱାଦ ଚଖାଇ ମାଲାମାଲ୍ ହେବା ପାଇଁ ନିରୀହ ପକ୍ଷୀଙ୍କୁ ସିକ୍ରେଟ୍...

rape
ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଅଭିଯୋଗକାରିଣୀଙ୍କ ନାମରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ଗତ ବର୍ଷ ମେ’ ମାସରେ ସଦର ଥାନାରେ ଏହି ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ନିଜେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ସିଆର୍‌ପିସିରେ ମଧ୍ୟ ତାଙ୍କ ବୟାନ ରେକର୍ଡ...

Punjab farmer unions
ପଞ୍ଜାବରେ ନିର୍ବାଚନ ଲଢିବ ଚାଷୀ ସଂଗଠନ, ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଘୋଷଣା ହେଲା ଦଳ

ପଞ୍ଜାବରେ କୃଷକଙ୍କ ରାଜନୈତିକ ମୋର୍ଚ୍ଚାର ନେତୃତ୍ୱ ନେବେ ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲ । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସେ ଜନସମର୍ଥନ ଆହ୍ୱାନ ଦେଇଛନ୍ତି ।

enconter
୩୬ ଘଣ୍ଟାରେ ତୃତୀୟ ଏନକାଉଣ୍ଟର୍‌ ! ଏବେ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମୃତ

ଆତଙ୍କବାଦୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ କଡ଼ା ପ୍ରହାର । ଜମ୍ମୁ କାଶ୍ମୀରରେ ୩୬ ଘଣ୍ଟା ମଧ୍ୟରେ ତୃତୀୟ ଏନକାଉଣ୍ଟର୍‌ ଆରମ୍ଭ ହୋଇଛି ।

dog
ବିଷଧର ନାଗକୁ ଘରେ ପୂରାଇ ଦେଲାନି ‘କାଳୀ’ : ଗର୍ଭବତୀ ଥିବା ସତ୍ତ୍ୱେ ମାଲିକ ପାଇଁ ସାପ ସହ ଲଢ଼ିଲା

ସାପକୁ ଆକ୍ରମଣ କରି ଘାଇଲା କଲା ଡୋବରମ୍ୟାନ କୁକର କାଳୀ । ଝପଟି ଯାଇ ଘର ଅଗଣାରେ ବିଷଧର ନାଗର ବାଟ ଓଗାଳିଲା, କୌଣସି ମତେ ସାପକୁ ଘରେ ପୂରାଇ ଦେଲାନି ।

Australia
୫ କୋଟିରେ ନିଜର ପ୍ରଥମ ଘର କିଣିଲା ଛଅ ବର୍ଷର କୁନି ଝିଅ

କୁନି ଝିଅ କିଣିଲା ୫ କୋଟିର ଘର । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଛଅ ବର୍ଷର କୁନି ଝିଅ ନିଜର ଦୁଇ ସାନ ଭାଇଭଉଣୀଙ୍କ ସହ ମିଶି ୫ କୋଟି ମୂଲ୍ୟର ପ୍ରଥମ ଘର କିଣିଛନ୍ତି ।

sonepur
କଟନୀଛଟନୀ କଲେ ତ୍ରାହି ନାହିଁ ! ଜେଲ୍‌ ପଠାଇ ଦେବାକୁ ଚେତାବନୀ ଦେଲେ ମନ୍ତ୍ରୀ

ଅର୍ଥମନ୍ତ୍ରୀ ତରଭା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖୁଥିବା ବେଳେ ଚାଷୀମାନେ ତାଙ୍କୁ ଘେରାଉ କରି କଟନି ଛଟନି ସଂପର୍କରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କଟନୀ ଛଟନୀର ତଦାରଖ କରିବା ଲାଗି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

teacher
ଚାଟଶାଳୀରେ ଖଡ଼ି ଧରାଇ ପାଠ ଶିଖାନ୍ତି ଭିନ୍ନକ୍ଷମ ଶିକ୍ଷକ ଗୋବିନ୍ଦ ! ବିନା ପାରିଶ୍ରମିକରେ ୪୦ ବର୍ଷ ଧରି ଜାରି ରଖିଛନ୍ତି ସାଧନା

ଶହ ଶହ ପିଲାଙ୍କ ମାନ ଅଭିମାନ ଗୋବିନ୍ଦ ଗୁରୁଜୀ । କିଛି ଆଶା ନକରି ପାଠ ପଢ଼ାନ୍ତି । ପାରିଶ୍ରମିକ ଦରକାର ପଡ଼େନି । ମନର ଶାନ୍ତି ପାଇଁ ପିଲାଙ୍କୁ ପାଠ ପଢ଼ାନ୍ତି ।

tihar-jail
ତିହାର ଜେଲରେ ପୁଣି ଜଣେ କଏଦୀ ମୃତ : ଗତ ୮ ଦିନରେ ପାଞ୍ଚ ଜଣଙ୍କର ମୃତ୍ୟୁ

ଶୁକ୍ରବାର ଦିନ ତିହାର ଜେଲର ସେଲ୍ ନମ୍ବର ୩ରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ସେ କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଏଖବର ପାଇବା ପରେ କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।