• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

bulli-bai-deal
ବୁଲ୍ଲି ବାଇ ଆପ୍ କ’ଣ ? ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଉଥିବାରୁ ବିବାଦ ଆରମ୍ଭ

ସଭ୍ୟ ସମାଜରେ ଘୃଣା ସୃଷ୍ଟି କରୁଛି ବୁଲ୍ଲି ବାଇ ଆପ୍ । ମହିଳାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁଲମଖୁଲ୍ଲା ଅପମାନିତ କରାଯାଉଛି ।

accident
ନଦୀକୁ ଖସିଲା ବସ୍ ! ୩ ମୃତ, ୨୮ ଆହତ

ନୂଆ ବର୍ଷର ଦ୍ୱିତୀୟ ଦିନରେ ଆଲିରାଜପୁରରେ ଏକ ବସ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ବ୍ରିଜରୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି ।

harbhajan-singh
କ୍ରିକେଟ୍‌ରୁ ଅବସର ନେବା ପରେ ମୁହଁ ଖୋଲିଲେ ଭଜି, କ୍ୟାରିୟର୍ ଶେଷ ପାଇଁ ବିସିସିଆଇ ଓ ଧୋନୀଙ୍କୁ ଦାୟୀ କଲେ

କ୍ରିକେଟ୍‌ରୁ ଅବସର ନେବାର କିଛି ଦିନ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଓ ଧୋନୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ।

corona
ମଝି ଆକାଶରେ ପଜିଟିଭ୍ ହେଲେ ମହିଳା, ଫ୍ଲାଇଟ୍‌ର ବାଥରୁମରେ ୫ଘଣ୍ଟା ପାଇଁ ହେବାକୁ ପଡ଼ିଲା ଆଇସୋଲେଟ୍

କରୋନା ପାଇଁ ବାଥରୁମ୍‌ରେ ୫ ଘଣ୍ଟା ବିତାଇଲେ ମହିଳା । ପଜିଟିଭ୍‌ ଚିହ୍ନଟ ହେବା ପରେ ନିଜକୁ ଆଇସୋଲଟ୍ କରିବାକୁ ବାଥରୁମରେ ତାଙ୍କୁ ସମୟ ବିତାଇବାକୁ ପଡ଼ିଲା ।

telengana
୧୦ ତାରିଖ ପର୍ଯ୍ୟନ୍ତ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ ଉପରେ ପ୍ରତିବନ୍ଧକ

କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା । ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।

corona
ଖୁସି ଖବର ଦେଲା ଡବ୍ଲୁଏଚଓ ! ଚଳିତ ବର୍ଷ ଶେଷ ହୋଇଯିବ କରୋନା ମହାମାରୀ

୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।

ganguly
ଡେଲଟା ଭାରିଆଣ୍ଟରେ ସଂକ୍ରମିତ ସୌରଭ ଗାଙ୍ଗୁଲି, ନେଗେଟିଭ୍‌ ଆସିଲା ଓମିକ୍ରନ୍ ରିପୋର୍ଟ

ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍‌ରେ ରଖାଯାଇଛି ।

crimes against women
୨୦୧୪ ପରେ ୨୦୨୧ରେ ସର୍ବାଧିକ ମହିଳା ବିରୋଧୀ ଅପରାଧ, ଏନ୍‌ସିଡବ୍ଲୁ ନିକଟରେ ୩୧,୦୦୦ ଅଭିଯୋଗ

ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।

corona
ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଉଦବେଗଜନକ ଭାବେ ବଢ଼ୁଛି ସଂକ୍ରମଣ

କରୋନା ବଢ଼ୁଛି, ଭୟ ବଢ଼ୁଛି । ଦେଶକୁ ଆସିଲା କି ତୃତୀୟ ଲହରୀ ? ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ ।

corona
ହରିୟାଣାରେ କରୋନା କହର ! ସ୍କୁଲ ଓ କଲେଜ ବନ୍ଦ, ଥିଏଟର୍‌ରେ ତାଲା

କରୋନା ସଂକ୍ରମଣ ରୋକିବାକୁ ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ୍, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ୍ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

asi suspend
ଛେଳି ଚୋରି ଅଭିଯୋଗରେ ପୋଲିସ ASI ସସପେଣ୍ଡ୍

ସସପେଣ୍ଡ୍ ହେଲେ ଛେଳି ଚୋରି କରିଥିବା ପୋଲିସ ବାବୁ । ମାଲିକଙ୍କ ଅଭିଯୋଗ କ୍ରମେ ଛେଳି ଚୋର ଏଏସଆଇଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP ।

police
ରକ୍ଷକ ସାଜିଲା ଭକ୍ଷକ ! ପୋଲିସ୍ ନାଁରେ ଛେଳି ଚୋରି ଅଭିଯୋଗ

ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?

corona
ରାଜ୍ୟରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରିବାକୁ ପରାମର୍ଶ ।

chandrabhaga
ଚନ୍ଦ୍ରଭାଗାରେ ସୂର୍ଯ୍ୟଦେବତାଙ୍କ ପହିଲି କିରଣ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ

ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ । ପର୍ଯ୍ୟଟକମାନେ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି

murder
ନବବର୍ଷରେ ରାଜଧାନୀରେ ହତ୍ୟାକାଣ୍ଡ : ନୂଆବର୍ଷ ଭୋଜି ବେଳେ ଜଣେ ବ୍ୟକ୍ତିଙ୍କୁ ହତ୍ୟା

ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ ।

horoscope
କିପିରି କଟିବ ନୂଆ ବର୍ଷ ? କାହାର ଭାଗ୍ୟ ଖୋଲିବ, କିଏ ବିପର୍ଯ୍ୟୟର ସାମ୍ନା କରିବ ?

ଚଳିତ ବର୍ଷ କିପରି କଟିବ । ଭଲ ରହିବ ନା ସଂଘର୍ଷପୂର୍ଣ୍ଣ ରହିବ । ଜାଣିବା ପାଇଁ ବାର୍ଷିକ ରାଶିଫଳ ଦେଖନ୍ତୁ . . .

12 dead
ବୈଷ୍ଣୋ ଦେବୀ ଭବନରେ ଦଳାଚକଟା : ୧୨ ଜଣ ମୃତ, ଅନେକ ଗୁରୁତର

ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

new year
ଅସୁମାରୀ ‌ଆଶା, ଅସରନ୍ତି ସମ୍ଭାବନା ନେଇ ନୂଆବର୍ଷର ଆଗମନ ! ଓମିକ୍ରନ୍ ଡର ଭିତରେ ଫିକା ଫିକା ଉତ୍ସବର ଆସର

ନୂଆବର୍ଷ ଆଗମନକୁ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଚଳିତ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ନେଇ ଆସୁ ।

omicron
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।

Election Commission
ୟୁପିରେ ଠିକଣା ସମୟରେ ନିର୍ବାଚନ କରିବାକୁ ବିଭିନ୍ନ ଦଳର ମତ : ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ସିଇସିଙ୍କ ପ୍ରେସମିଟ୍

ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ସୂଚୀ । ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।