ସଭ୍ୟ ସମାଜରେ ଘୃଣା ସୃଷ୍ଟି କରୁଛି ବୁଲ୍ଲି ବାଇ ଆପ୍ । ମହିଳାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁଲମଖୁଲ୍ଲା ଅପମାନିତ କରାଯାଉଛି ।
ନୂଆ ବର୍ଷର ଦ୍ୱିତୀୟ ଦିନରେ ଆଲିରାଜପୁରରେ ଏକ ବସ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ବ୍ରିଜରୁ ଖସିପଡିବାରୁ ଏହି ଦୁର୍ଘଟଣା ଘଟିଛି ।
କ୍ରିକେଟ୍ରୁ ଅବସର ନେବାର କିଛି ଦିନ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଓ ଧୋନୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ।
କରୋନା ପାଇଁ ବାଥରୁମ୍ରେ ୫ ଘଣ୍ଟା ବିତାଇଲେ ମହିଳା । ପଜିଟିଭ୍ ଚିହ୍ନଟ ହେବା ପରେ ନିଜକୁ ଆଇସୋଲଟ୍ କରିବାକୁ ବାଥରୁମରେ ତାଙ୍କୁ ସମୟ ବିତାଇବାକୁ ପଡ଼ିଲା ।
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା । ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।
୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।
ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍ରେ ରଖାଯାଇଛି ।
ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।
କରୋନା ବଢ଼ୁଛି, ଭୟ ବଢ଼ୁଛି । ଦେଶକୁ ଆସିଲା କି ତୃତୀୟ ଲହରୀ ? ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ ।
କରୋନା ସଂକ୍ରମଣ ରୋକିବାକୁ ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ୍, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ୍ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ସସପେଣ୍ଡ୍ ହେଲେ ଛେଳି ଚୋରି କରିଥିବା ପୋଲିସ ବାବୁ । ମାଲିକଙ୍କ ଅଭିଯୋଗ କ୍ରମେ ଛେଳି ଚୋର ଏଏସଆଇଙ୍କୁ ସସପେଣ୍ଡ୍ କରିଛନ୍ତି ବଲାଙ୍ଗିର SP ।
ଛେଳି ଚୋରି କଲେ ପୋଲିସ୍ ବାବୁ । ଧନ, ଜନକୁ ସୁରକ୍ଷା ଦେବେ କ’ଣ ନିଜେ ଚୋରି କଲେ । ଏବେ ଅଭିଯୋଗ ଦେବାକୁ ସାଧାରଣ ମଣିଷ ଯିବ କୁଆଡ଼େ ?
ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଥଣ୍ଡା, କାଶ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ପଜିଟିଭ ହେଲେ ଜିନମ୍ ସିକ୍ୟୁଏନ୍ସିଂ କରିବାକୁ ପରାମର୍ଶ ।
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ । ପର୍ଯ୍ୟଟକମାନେ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ ।
ଚଳିତ ବର୍ଷ କିପରି କଟିବ । ଭଲ ରହିବ ନା ସଂଘର୍ଷପୂର୍ଣ୍ଣ ରହିବ । ଜାଣିବା ପାଇଁ ବାର୍ଷିକ ରାଶିଫଳ ଦେଖନ୍ତୁ . . .
ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।
ନୂଆବର୍ଷ ଆଗମନକୁ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଚଳିତ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ନେଇ ଆସୁ ।
ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଏହି କ୍ରମରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।
ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ସୂଚୀ । ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।