ନୂତନ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଠାରୁ ଦିଲ୍ଲୀର ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର୍ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ହୋମ୍ ଡେଲିଭରି ଏବଂ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ନେଇଯିବାର ସୁବିଧା ଉପଲବ୍ଧ ରହିବ ।
ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।
ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।
ଦୁଇ ହାତରେ ସମାନ ସ୍ପିଡ୍ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍ ଗୋଲ ଗୋଲ ରହିଛି।
୧୧ ଥର କରୋନା ଟିକା ନେଇ ଫସିଲେ ବୃଦ୍ଧ। ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ।
ଚାକିରି ଚାଲିଗଲା ପଛେ ନିଶ କାଟିଲେନି ପୋଲିସ୍ ବାବୁ । ନିଶ ପାଇଁ ନଲମ୍ବିତ ହେଲେ ।
ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ରାଜଧାନୀରେ ଲକଡାଉନ୍ ସ୍ଥିତି ଉପୁଜିନି ।
ଦୀର୍ଘ ଦିନ ପରେ କୁନି ସାହିଲର ପତ୍ତା ମିଳିଛି । କାବୁଲ୍ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା, ଏବେ ବାପାମା’ଙ୍କ ପଠାଇବାକୁ ପ୍ରସ୍ତୁତି ଚାଲିଛି ।
ଭାରତ ଭିତରକୁ ପ୍ରବେଶ ସମୟରେ ପାକିସ୍ତାନୀ ବୋଟ୍କୁ ଧରିଲେ ଭାରତୀୟ ତଟରକ୍ଷୀ ।
ଧରାପଡିଲା ସୁଲ୍ଲି ଡିଲ୍ ଆପ୍ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍ ୟୁନିଟ୍ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ନିଲାମ କରୁଥିବା ଏହି ଆପ୍ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ...
'ବାହୁବଲୀ'ର କଟାପ୍ପା ଓରଫ୍ ଅଭିନେତା ସତ୍ୟରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି ।
ବିଧାୟକଙ୍କୁ ସଭାରେ ସମସ୍ତଙ୍କ ଉପସ୍ଥିତିରେ ଚାପୁଡ଼ା ମାରିଲେ କୃଷକ । ହେଲେ କାହିଁକି ?
ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।
ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼...
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।
୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।
କେରଳର ଜଣେ ବ୍ୟକ୍ତି ଲକ୍ଡାଉନର ଭରପୁର ଫାଇଦା ଉଠାଇଛନ୍ତି । ଘରେ ବସି ୧୪୫ ଟି ଡିଗ୍ରୀ ହାସଲ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।
ଅନଲାଇନ୍ରେ ଲୁଡୁ ଖେଳୁ ଖେଳୁ ପ୍ରେମରେ ପଡ଼ିଗଲେ ମହିଳା । ପ୍ରେମିକଙ୍କୁ ପାଇବାକୁ ସୀମା ସରହଦ ପାର କରିଯିବାକୁ ଚାହୁଁଥିଲେ ।