• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

corona
କରୋନା ପାଇଁ କଠୋର ସରକାର, ରାଜଧାନୀରେ ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂତନ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଠାରୁ ଦିଲ୍ଲୀର ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର୍ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ହୋମ୍ ଡେଲିଭରି ଏବଂ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ନେଇଯିବାର ସୁବିଧା ଉପଲବ୍ଧ ରହିବ ।

special report
ବଡବଡିଆ ବାବୁଙ୍କ ପ୍ରତି ସରକାରଙ୍କର କାହିଁକି ଏତେ ଅନୁକମ୍ପା? ଅବସର ନେଉ ନେଉ ମିଳୁଛି ଅତି ଲାଭଦାୟକ ପଦରେ ନିଯୁକ୍ତି

ସମୀକ୍ଷକ କହିଲେ ଫାଇଦା ପାଉଛନ୍ତି ନିର୍ଦ୍ଦିଷ୍ଟ କୋଟେରୀ ଅଫିସର । ଉତ୍କଟ ବେକାରୀ ବେଳେ ନିଷ୍ପତ୍ତିର ଔଚିତ୍ୟକୁ ନେଇ ପ୍ରଶ୍ନ ।

elephant
ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ

ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।

indian book of record
ଦୁଇ ହାତରେ ସିଧା ଏବଂ ଓଲଟା ଲେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ମୁସକାନ

ଦୁଇ ହାତରେ ସମାନ ସ୍ପିଡ୍‌ରେ ଲେଖିପାରୁଛନ୍ତି ଯୁବତୀ । ଅକ୍ଷର ଗୁଡ଼ିକ ବି ବେଶ୍‌ ଗୋଲ ଗୋଲ ରହିଛି।

corona
ବନ୍ଧା ହେବେ ୧୧ ଥର ଟିକା ନେଇଥିବା ୮୪ ବର୍ଷ ବୟସ୍କ ବ୍ୟକ୍ତି

୧୧ ଥର କରୋନା ଟିକା ନେଇ ଫସିଲେ ବୃଦ୍ଧ। ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ।

special report
ପୋଲିସ୍‌ ଚାକିରି ପାଇଁ କାଳ ହେଲା ଡିଜାଇନ୍ ନିଶ ! ସସପେଣ୍ଡ୍‌ ହେଲେ କନେଷ୍ଟବଳ

ଚାକିରି ଚାଲିଗଲା ପଛେ ନିଶ କାଟିଲେନି ପୋଲିସ୍‌ ବାବୁ । ନିଶ ପାଇଁ ନଲମ୍ବିତ ହେଲେ ।

lockdown
ରାଜଧାନୀରେ ହେବନି ଲକଡାଉନ୍ ! ସ୍ଥିତି ନିୟନ୍ତ୍ରଣ ଥିବା କହିଲେ ମୁଖ୍ୟମନ୍ତ୍ରୀ

ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ରାଜଧାନୀରେ ଲକଡାଉନ୍ ସ୍ଥିତି ଉପୁଜିନି ।

sahil
ପରିବାର ନିକଟକୁ ଫେରିଲା ସୋହେଲ୍ ! କାବୁଲ୍‌ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା ଦୁଇ ମାସର କୁନି ପୁଅ

ଦୀର୍ଘ ଦିନ ପରେ କୁନି ସାହିଲର ପତ୍ତା ମିଳିଛି । କାବୁଲ୍‌ ଏୟାରପୋର୍ଟର ଭିଡ଼ ଭିତରେ ଅଲଗା ହୋଇଯାଇଥିଲା, ଏବେ ବାପାମା’ଙ୍କ ପଠାଇବାକୁ ପ୍ରସ୍ତୁତି ଚାଲିଛି ।

pakistani-boat
ଆରବ ସାଗରରେ ଧରାପଡ଼ିଲେ ୧୦ ପାକିସ୍ତାନୀ ! ଭାରତକୁ ପଶିଲାବେଳେ ଧରିଲେ ତଟରକ୍ଷୀ

ଭାରତ ଭିତରକୁ ପ୍ରବେଶ ସମୟରେ ପାକିସ୍ତାନୀ ବୋଟ୍‌କୁ ଧରିଲେ ଭାରତୀୟ ତଟରକ୍ଷୀ ।

sulli-deals
ବୁଲ୍ଲି ବାଇ ପରେ ସୁଲ୍ଲି ଡିଲ୍‌ ଆପ୍ ତିଆରି କରିଥିବା ଅଭିଯୁକ୍ତକୁ ଧରିଲା ପୋଲିସ୍‌

ଧରାପଡିଲା ସୁଲ୍ଲି ଡିଲ୍‌ ଆପ୍‌ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ନିଲାମ କରୁଥିବା ଏହି ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।

special report
ମଣିଷ ଉପରୁ ବିଶ୍ୱାସ ତୁଟୁଛି, ଶିକାରୀ ଭୟରେ ଆସୁନାହାନ୍ତି କାଜଚକୁଆ

ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ...

corona
‘କଟପ୍ପାଙ୍କୁ’ କରୋନା ! ହସ୍ପିଟାଲରେ ଭର୍ତ୍ତି ହେଲେ ସତ୍ୟରାଜ

'ବାହୁବଲୀ'ର କଟାପ୍ପା ଓରଫ୍ ଅଭିନେତା ସତ୍ୟରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

no govt aid
ଦୁଇ ଅକର୍ମଣ୍ୟ ପୁଅ ଓ ରୋଗୀଣା ଝିଅଙ୍କୁ ନେଇ ଦୟନୀୟ ଅବସ୍ଥାରେ ବୃଦ୍ଧା ! ଜରିପାଲ ତଳେ ବିତୁଛି ଚାରିପ୍ରାଣୀ କୁଟୁମ୍ବଙ୍କ ଜୀବନ

ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି ।

pankaj-gupta
ସଭାରେ ମଞ୍ଚାସୀନ ବିଧାୟକଙ୍କୁ କୃଷକଙ୍କ ବ୍ରହ୍ମଚାପୁଡ଼ା ! ଭଲପାଇବା ବୋଲି ସଫେଇ ଦେଲେ ନେତା

ବିଧାୟକଙ୍କୁ ସଭାରେ ସମସ୍ତଙ୍କ ଉପସ୍ଥିତିରେ ଚାପୁଡ଼ା ମାରିଲେ କୃଷକ । ହେଲେ କାହିଁକି ?

EC announces election dates
ତାରିଖ ଘୋଷଣା ହେଉ ହେଉ ଲାଗିଲା କଟକଣା : ଜାନୁୟାରୀ ୧୫ ଯାଏଁ ରୋଡ୍ ସୋ, ରାଲି ମନା

ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।

bat
ପରିବେଶ ସନ୍ତୁଳନରେ ବାଦୁଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ! ଲୁପ୍ତପ୍ରାୟ ପକ୍ଷୀର ସୁରକ୍ଷା ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ

ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼...

pratap jena
ରାଜନୀତିରେ ଉଚ୍ଚତା ବଢ଼ିଲା,ପଲିଟିକାଲ୍ ଷ୍ଟାଟସ୍ ବଦଳିଗଲା ! ହେଲେ ଏବେ ବି ଚାଳଘରେ ରହୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।

4 sister
ଚର୍ଚ୍ଚାରେ ୪ ଶିକ୍ଷିତ ଭଉଣୀ, ପରିବାର ପାଇଁ ଖୋଲିଲେ ଫାଷ୍ଟଫୁଡ ଦୋକାନ

୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।

corona
ଲକଡାଉନ ସମୟର ସଦୁପଯୋଗ ! ଘରେ ବସି ୧୪୫ ଟି ଡିଗ୍ରୀ ହାସଲ କଲେ

କେରଳର ଜଣେ ବ୍ୟକ୍ତି ଲକ୍‌ଡାଉନର ଭରପୁର ଫାଇଦା ଉଠାଇଛନ୍ତି । ଘରେ ବସି ୧୪୫ ଟି ଡିଗ୍ରୀ ହାସଲ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।

jodhpur
ଲୁଡୁ ଖେଳୁ ଖେଳୁ ହୋଇଗଲା ପ୍ରେମ ! ପିଲାଛୁଆ ଛାଡ଼ି ପାକିସ୍ତାନ ପଳାୟନ କରିବା ସମୟରେ ଧରିଲା ପୋଲିସ୍

ଅନଲାଇନ୍‌ରେ ଲୁଡୁ ଖେଳୁ ଖେଳୁ ପ୍ରେମରେ ପଡ଼ିଗଲେ ମହିଳା । ପ୍ରେମିକଙ୍କୁ ପାଇବାକୁ ସୀମା ସରହଦ ପାର କରିଯିବାକୁ ଚାହୁଁଥିଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।