ହଲିଉଡ଼୍ ସିନେମାରେ ଦେଖିବାକୁ ମିଳୁଥିବା ସହର ପରି ତିଆରି ହେବ ସହର । ରୋବୋଟ ଦ୍ୱାରା ଚାଲିବ କାମ । ଘର କାମ ଠାରୁ ବ୍ୟବସାୟ, ସବୁ ସମ୍ଭାଳିବେ ରୋବୋଟ ।
ଭତ୍ତା ଟଙ୍କା ପାଇଁ ଖୁବ୍ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅନଲାଇନ୍ ଭତ୍ତା ବ୍ୟବସ୍ଥା ହେବା ପରେ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି ।
ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି ।
ସର୍ବନିମ୍ନ ଇପିଏଫ୍ ପେନସନ୍ ୯୦୦୦ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ପୂର୍ବରୁ ଏହି ରାଶି ଏକ ହଜାର ଥିଲା ।
ପୋଲିସ୍ କବଜାକୁ ଆସିଲା ବୁଲ୍ଲି ବାଇ କ୍ରିଏଟର୍ । ଖୋଜି ଖୋଜି ଆସାମରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ ।
କେହି ବୁଝି ପାରିଲେନି ମୂକବଧିର ଯୁବକଙ୍କ ଅନୁରୋଧ । ଉପାୟଶୂନ୍ୟ ହୋଇ ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲରିରେ ପକେଇ ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ । ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ...
ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । କାଲିର ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଓମିକ୍ରନ୍ ଆଣିବ ନୂଆ ଭ୍ୟାରିଆଣ୍ଟ୍ ? ସ୍ଥିତି ଆହୁରି ଭୟାନକ୍ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ସାଥୀ ଛାଡ଼ିଗଲା ପରେ ବିରହରେ ଛଟପଟ୍ ହେଉଛି ସାଥୀ ମୟୂର । ମୃତଦେହକୁ ନେଇଯିବା ସମୟରେ ପଛେ ପଛେ ଗୋଡ଼ାଉଛି ।
ମାଲିକକୁ ନୂଆ ଜୀବନ ଦେଲା କୁକୁର । ଅପହରଣ ହେଉ ହେଉ ଜୀବନ ବଞ୍ଚାଇଦେଲା ।
ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମର ମାଲିକ ଓ ପ୍ରାଇଭେଟ୍ ଡାକ୍ତରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କାଠ ଚୌକି, କାଠ ଟେବୁଲ ଆଉ ଦୁଇ ହଜାର ଟଙ୍କିଆ ଭଡ଼ା ଘରେ ଚାଲିଛି ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍ । ନା ଅଛନ୍ତି କର୍ମଚାରୀ । ନା ଅଛି...
ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ । ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?
କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ପାଇଁ ରାଜ୍ୟରେ ବଢ଼ିଲା କଟକଣା । ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।
ବର୍ମିଂହାମ ସହରର ବିଭିନ୍ନ ଗଳିକନ୍ଦିରେ ବିବାହ ବିଜ୍ଞାପନ । ବିବାହ କରିବାକୁ ବିକଳ ହେଉଥିବା ଜଣେ ବ୍ୟକ୍ତି ସହରରେ ହୋର୍ଡିଂ ଲଗାଇ ଯୋଗ୍ୟ ପାତ୍ରୀ ଖୋଜୁଛନ୍ତି ।
କେନ୍ଦ୍ରାପଡ଼ା ଆଳିର ବାବୁଲି ସାହୁଙ୍କ ପରିବାର ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପାଚେରୀ ଡେଇଁ ଯିବା ଆସିବା କରୁଛନ୍ତି । ଦୀର୍ଘ ମାସେ କାଳ ଗୃହବନ୍ଦୀ ହୋଇ ଚଳୁଛନ୍ତି ବାବୁଲିଙ୍କ ପରିବାର ।
ସିନ୍ଧୁତାଇ ସପକାଲ ନିଜ ଜୀବନ କାଳରେ ୧୪୦୦ରୁ ଅଧିକ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ହେଲେ ଦୁଃଖର କଥା ଅନାଥଙ୍କ ମା’ ଆଜି ଆଉ ଆମ ଗହଣରେ ନାହାନ୍ତି ।
ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?
ସେବା ମନୋବୃତ୍ତି ପାଇଁ ଟଙ୍କା ଦରକାର ନାହିଁ । ଦରକାର ହୁଏ ତ ବଡ଼ ହୃଦୟ । ଆଉ ଏପରି ବଡ଼ ହୃଦୟ ଦେଖାଉଛନ୍ତି ପ୍ରମୋଦ ।
ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ସୈନିକ ଗଢୁଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ । ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ । ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍ ।