• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Saudi Arabia
ସ୍ୱତନ୍ତ୍ର ଶୈଳୀରେ ୨୦୫୦ ସୁଦ୍ଧା ଅଲଟ୍ରା ସ୍ମାର୍ଟ ସହର ! ଉଡ଼ିବ ଗାଡ଼ି, ମିଳିବ କୃତ୍ରିମ ଜହ୍ନ କିରଣ

ହଲିଉଡ଼୍‌ ସିନେମାରେ ଦେଖିବାକୁ ମିଳୁଥିବା ସହର ପରି ତିଆରି ହେବ ସହର । ରୋବୋଟ ଦ୍ୱାରା ଚାଲିବ କାମ । ଘର କାମ ଠାରୁ ବ୍ୟବସାୟ, ସବୁ ସମ୍ଭାଳିବେ ରୋବୋଟ ।

old age pension
ବାଟ ହୁଡ଼ୁଛି ଅନଲାଇନ ଭତ୍ତା ଯୋଜନା, ଟଙ୍କା ପାଇଁ ବାରଦୁଆର ହିତାଧିକାରୀ

ଭତ୍ତା ଟଙ୍କା ପାଇଁ ଖୁବ୍ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅନଲାଇନ୍‌ ଭତ୍ତା ବ୍ୟବସ୍ଥା ହେବା ପରେ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି ।

women
ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ୍ ହୋଇ ଜୀବନ ହରାଇଲେ ପ୍ରସୂତି

ଘର ନିକଟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ପ୍ରସୂତି । ପକ୍କା ସଡ଼କ ନଥିବାରୁ ତଲସେରା ପାତ୍ରଟୋଲି ବସ୍ତିର ଦ୍ରୌପଦୀ ମାଝୀ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି ।

epfo
ପେନସନଭୋଗୀଙ୍କ ପାଇଁ ବଡ଼ ଖବର : ୯ ଗୁଣା ବଢ଼ିବ ପେନସନ୍‌ !

ସର୍ବନିମ୍ନ ଇପିଏଫ୍ ପେନସନ୍ ୯୦୦୦ କରିବାକୁ ଯୋଜନା କରିଛନ୍ତି ମୋଦି ସରକାର । ପୂର୍ବରୁ ଏହି ରାଶି ଏକ ହଜାର ଥିଲା ।

bulli-bai-app
ବିବାଦୀୟ ବୁଲ୍ଲି ବାଇ ଆପର କ୍ରିଏଟର ଗିରଫ : ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ସମ୍ପର୍କରେ ଦେଉଥିଲେ ଆପତ୍ତିଜନକ ମନ୍ତବ୍ୟ

ପୋଲିସ୍‌ କବଜାକୁ ଆସିଲା ବୁଲ୍ଲି ବାଇ କ୍ରିଏଟର୍‌ । ଖୋଜି ଖୋଜି ଆସାମରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ ।

Special Story
ମୂକ ବଧିର ଯୁବକଙ୍କ ନେହୁରା କେହି ଶୁଣିଲେନି ! କାଠ ଟଣା ଗାଡ଼ିରେ ୭ କିମି ଟାଣି ଟାଣି ନେଲେ ମାଆର ଶବ

କେହି ବୁଝି ପାରିଲେନି ମୂକବଧିର ଯୁବକଙ୍କ ଅନୁରୋଧ । ଉପାୟଶୂନ୍ୟ ହୋଇ ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲରିରେ ପକେଇ ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ । ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ...

security breach
ପଞ୍ଜାବରେ ସୁରକ୍ଷାରେ ତ୍ରୁଟି ଘଟଣା : ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । କାଲିର ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

omicron
ଓମିକ୍ରନ୍ ଆଣିପାରେ ନୂଆ ଓ ଭୟଙ୍କର ଭ୍ୟାରିଆଣ୍ଟ୍ ! ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍ ଆଣିବ ନୂଆ ଭ୍ୟାରିଆଣ୍ଟ୍ ? ସ୍ଥିତି ଆହୁରି ଭୟାନକ୍ ହୋଇପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

viral video
ସବୁ ବନ୍ଧନ ତୁଟାଇ ଅଫେରା ଦୁନିଆକୁ ଚାଲିଗଲା ସାଥୀ ! ଅନ୍ତିମ ଯାତ୍ରାରେ ମୃତଦେହ ପଛେ ପଛେ ଗୋଡ଼ାଉଛି ମୟୂର

ସାଥୀ ଛାଡ଼ିଗଲା ପରେ ବିରହରେ ଛଟପଟ୍ ହେଉଛି ସାଥୀ ମୟୂର । ମୃତଦେହକୁ ନେଇଯିବା ସମୟରେ ପଛେ ପଛେ ଗୋଡ଼ାଉଛି ।

doctor
ଟଙ୍କିକିଆ କ୍ଲିନିକ୍‌ ଚଳାଉଥିବା ଡାକ୍ତରଙ୍କ କ୍ଷୋଭ, ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମ ମାଲିକଙ୍କୁ ଦେଲେ ଚ୍ୟାଲେଞ୍ଜ

ସେବା ନାଁରେ ବ୍ୟବସାୟ ଚଳାଇଥିବା ନର୍ସିଂହୋମର ମାଲିକ ଓ ପ୍ରାଇଭେଟ୍ ଡାକ୍ତରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । କାଠ ଚୌକି, କାଠ ଟେବୁଲ ଆଉ ଦୁଇ ହଜାର ଟଙ୍କିଆ ଭଡ଼ା ଘରେ ଚାଲିଛି ଡାକ୍ତର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍‌ । ନା ଅଛନ୍ତି କର୍ମଚାରୀ । ନା ଅଛି...

panchayat poll
ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ଥାର୍ଡ ୱେଭର କଳାବାଦଲ ! ସ୍ଥଗିତ ରହିବ ନା ଗାଇଡଲାଇନ୍ ଭିତରେ ହେବ ନିର୍ବାଚନ ?

ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ । ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?

guidelines
୫୦ ପ୍ରତିଶତରେ ଚାଲିବ ସରକାରୀ ଅଫିସ୍ ! ଟ୍ରେନିଂ କାର୍ଯ୍ୟକ୍ରମରେ ରହିପାରିବେ ୧୦୦ ଲୋକ

କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍‌ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।

corona
କରୋନା ପାଇଁ ବଢ଼ିଲା କଟକଣା ! ସ୍କୁଲ କଲେଜ୍‌ ବନ୍ଦ, ବିବାହରେ ୧୦୦ ଜଣଙ୍କୁ ଅନୁମତି

କରୋନା ପାଇଁ ରାଜ୍ୟରେ ବଢ଼ିଲା କଟକଣା । ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।

marriage
ବିବାହ ପାଇଁ ଆବଶ୍ୟକ ସୁନ୍ଦର, ସଂସ୍କାରୀ ଓ ସୁଶୀଳ ସ୍ତ୍ରୀ ! ବିକଳ ବ୍ୟକ୍ତି ଛକ ଛକରେ ଲଗାଇଲେ ହୋର୍ଡିଂ

ବର୍ମିଂହାମ ସହରର ବିଭିନ୍ନ ଗଳିକନ୍ଦିରେ ବିବାହ ବିଜ୍ଞାପନ । ବିବାହ କରିବାକୁ ବିକଳ ହେଉଥିବା ଜଣେ ବ୍ୟକ୍ତି ସହରରେ ହୋର୍ଡିଂ ଲଗାଇ ଯୋଗ୍ୟ ପାତ୍ରୀ ଖୋଜୁଛନ୍ତି ।

kangaroo court
ବାଟ ମୁହଁରେ ପାଚେରୀ ! ଏକ ମାସ ହେଲା ଗୃହବନ୍ଦୀ ବାବୁଲିଙ୍କ ପରିବାର

କେନ୍ଦ୍ରାପଡ଼ା ଆଳିର ବାବୁଲି ସାହୁଙ୍କ ପରିବାର ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପାଚେରୀ ଡେଇଁ ଯିବା ଆସିବା କରୁଛନ୍ତି । ଦୀର୍ଘ ମାସେ କାଳ ଗୃହବନ୍ଦୀ ହୋଇ ଚଳୁଛନ୍ତି ବାବୁଲିଙ୍କ ପରିବାର ।

sindhu tai
ସମାଜସେବୀ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲଙ୍କ ପରଲୋକ ! ଆଉ ନାହାନ୍ତି କାନ୍ଦୁଥିବା ପିଲାଙ୍କ ମୁହଁରେ ହସ ଫୁଟାଉଥିବା ମହାନ୍ ମହିଳା

ସିନ୍ଧୁତାଇ ସପକାଲ ନିଜ ଜୀବନ କାଳରେ ୧୪୦୦ରୁ ଅଧିକ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ହେଲେ ଦୁଃଖର କଥା ଅନାଥଙ୍କ ମା’ ଆଜି ଆଉ ଆମ ଗହଣରେ ନାହାନ୍ତି ।

tragic story
ଆରପାରିକୁ ଚାଲିଗଲେ ପତ୍ନୀ ! ତିନି ପିଲାଙ୍କ ପାଇଁ ଉଭୟ ବାପାମା’ ପାଲଟିଛନ୍ତି ଲଇବାନ

ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?

Odisha Youth
ଅସହାୟ ଗାଈଗୋରୁଙ୍କ ଦେବଦୂତ ! ବିନା ସ୍ୱାର୍ଥରେ ବିନା ପାରିଶ୍ରମିକରେ ଗୋସେବାରେ ନିଜକୁ ସମର୍ପିତ କରିଛନ୍ତି ପ୍ରମୋଦ

ସେବା ମନୋବୃତ୍ତି ପାଇଁ ଟଙ୍କା ଦରକାର ନାହିଁ । ଦରକାର ହୁଏ ତ ବଡ଼ ହୃଦୟ । ଆଉ ଏପରି ବଡ଼ ହୃଦୟ ଦେଖାଉଛନ୍ତି ପ୍ରମୋଦ ।

Special Story
ଆର୍ମି ଟ୍ରେନିଂ ଦେଇ ଚର୍ଚ୍ଚାରେ ବ୍ରହ୍ମପୁରର ସୀମାଞ୍ଚଳ ! ସେନାରୁ ଅବସର ପରେ ଦେଶ ସେବା ପାଇଁ ଗଢୁଛନ୍ତି ସୈନିକ

ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ସୈନିକ ଗଢୁଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ । ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ । ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।