ପୁଟିନ୍ଙ୍କ ଟାଇଟ୍ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.
ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୫ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର । ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି ।
ଏକଜିଟ୍ ପୋଲ ଆକଳନ । କିଏ କେଉଁଠି ଗଢ଼ିବ ସରକାର ।
କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ...
ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା...
ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।
୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।
ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍?
୧୯୩୧ ମସିହାରେ କଟକ ସହରର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦିନୀ । ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ବଡ଼ ଝିଅ ଥିଲେ ସେ ।
ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।
ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..
ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।
ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।
ଯୁବତୀ ଜଣକ ଜଙ୍ଗଲକୁ ଯାଉଥିଲେ ଶୁଖିଲା କାଠ ଗୋଟେଇ.. ଶିକାରୀ ବାରହା ମାରିବାକୁ ଛପି ବସିଥିଲେ.. ଫୁଟିଲା ଗୁଳି.. ଗୁଳି ବାଜିଲା ଯୁବତୀଙ୍କ ଦେହରେ
ସୁଧୁରୁନି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ ।
ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି ।
ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି ।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।