• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special Story
ପୁଟିନ୍‌ଙ୍କ ସୁରକ୍ଷା ଘେରା ଭାଙ୍ଗିବା ଅସମ୍ଭବ : ସବୁବେଳେ ଜଗିଥାଆନ୍ତି ଦୁର୍ଦ୍ଦଷ ବଡିଗାର୍ଡ

ପୁଟିନ୍‌ଙ୍କ ଟାଇଟ୍‌ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍‌। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.

Women’s Day
ପରିଣତ ବୟସରେ ସମାଜ ସେବାରେ ମଗ୍ନ : ପାଇବାର ଆଶା ନରଖି ଜୀବନ ତମାମ ଦାନ କରୁଛନ୍ତି ଡାକ୍ତର ନାରାୟଣୀ ପଣ୍ଡା

ସମ୍ବଲପୁର ସହରର ଡାକ୍ତର ନାରାୟଣୀ ପଣ୍ଡା ୮୫ ବର୍ଷ ବୟସରେ ପାଦ ଦେଲେଣି, ହେଲେ ଏବେ ବି ଲୋକଙ୍କ ସେବା ପାଇଁ ତତ୍ପର । ଚାକିରି ସମୟରେ ଅନେକ ଲୋକଙ୍କ ସେବା ଶ୍ରୁଶୁଷା କରିଛନ୍ତି ।

Ukraine Crisis
୫ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

କିଭ୍, ଚେରନିଭ୍, ସୁମି, ମାରିଉପଲ, ଖାରକିଭରେ ଯୁଦ୍ଧ ବିରତି

Special Story
ନିରୀହ ପ୍ରାଣୀଙ୍କ ଦେବଦୂତ : ବୁଲାଷଣ୍ଢ, କୁକୁର ଓ ଗାଈଗୋରୁଙ୍କ ମାଆ ପାଲଟିଛନ୍ତି ଦୁଇ ଭଉଣୀ

କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ...

Haqqani Network's Most Wanted
୨୦ ବର୍ଷ ହେଲା ଫଟୋ ପାଉନଥିଲା ଆମେରିକା, ଏବେ ସାମ୍ନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ

ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା...

Ukraine Crisis
ୟୁକ୍ରେନ-ରୁଷିଆ ତୃତୀୟ ପର୍ଯ୍ୟାୟ ଆଲୋଚନା : ବାହାରିଲାନି କୌଣସି ନିଷ୍କର୍ସ

ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।

doctor
ବଙ୍କର୍ ଭିତରେ ବାଘ ଓ ଭାରତୀୟ : ଦୁଇ ପୋଷା ଜନ୍ତୁକୁ ଛାଡ଼ି ଭାରତ ଆସିବାକୁ ନାରାଜ ଡାକ୍ତର କୁମାର

୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।

rescue operation
ଭାରତର ବଡ ରେସ୍କ୍ୟୁ ଅପରେସନ୍‌ : ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌?

Nandini Satpathy
ମହିଳା ଦିବସରେ ଜଣେ ସଫଳ ମହିଳାଙ୍କ କାହାଣୀ : ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ପ୍ରବୀଣା ଥିଲେ ନନ୍ଦିନୀ ଶତପଥୀ

୧୯୩୧ ମସିହାରେ କଟକ ସହରର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦିନୀ । ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ବଡ଼ ଝିଅ ଥିଲେ ସେ ।

Russia Ukraine War
ଋଷିଆ ଜାରି କଲା ଶତ୍ରୁ ଦେଶଙ୍କ ତାଲିକା : ଆମେରିକା, ଜାପାନ, ବ୍ରିଟେନ୍‌ ସମେତ ଟାର୍ଗେଟରେ ୩୧ ଦେଶ

ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।

pritilata nayak
ଜାତୀୟ ଟେନିସ କ୍ରିକେଟ ଦଳରେ ଦିନ ମଜୁରିଆର ଝିଅ, ତଥାପି ଅଣଦେଖା କରୁଛନ୍ତି ସରକାର

ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..

Ukraine Crisis
କିଭ୍‌ ଆଡ଼କୁ ମାଡ଼ି ଚାଲିଛନ୍ତି ଋଷୀୟ ସେନା, ଋଷ୍‌ ରକ୍ଷା ମନ୍ତ୍ରଣାଳୟ ଜାରି କଲା ଭିଡିଓ

ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍‌ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।

Andhra Pradesh
ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ବିଧାନସଭାରେ ବିରୋଧ : ଫେରିଯାଅ ସ୍ଲୋଗାନ ଦେଲେ ବିରୋଧୀ ଦଳ

ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।

Russia-Ukraine wa
ଯୁଦ୍ଧଭୂମିରୁ ଡାକ୍ତରୀ ଛାତ୍ରଙ୍କ ଆତଙ୍କିତ ଘରବାହୁଡା : ଶୁଭ୍ରକାନ୍ତ ବଖାଣିଲେ କାଳରାତିର କାହାଣୀ

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।

Poachers Mistaken Girl With Wild Boar
ବାରହା ଭାବି ଯୁବତୀଙ୍କୁ ଗୁଳି କଲେ ଶିକାରୀ,୨ ଅଟକ

ଯୁବତୀ ଜଣକ ଜଙ୍ଗଲକୁ ଯାଉଥିଲେ ଶୁଖିଲା କାଠ ଗୋଟେଇ.. ଶିକାରୀ ବାରହା ମାରିବାକୁ ଛପି ବସିଥିଲେ.. ଫୁଟିଲା ଗୁଳି.. ଗୁଳି ବାଜିଲା ଯୁବତୀଙ୍କ ଦେହରେ

drone
ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍ : ଗୁଳି ମାରି ଖସାଇଲା ବିଏସ୍‌ଏଫ୍‌, ୫ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ

ସୁଧୁରୁନି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ ।

russia
ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ଋଷିଆ

ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି । 

vote box
ୟୁପିରେ ଅନ୍ତିମ ପର୍ଯ୍ୟାୟ ମତଦାନ : ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଉପରେ ନଜର

ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି ।

500-kg-russian-bomb-fell-on-a-residential-building
ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି : ଚେରନିହିବ୍‌ର ଏକ ଘର ଉପରେ ପଡ଼ିଲା ୫୦୦ କିଲୋର ବୋମା

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।