• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Russia Ukraine Crisis
ୟୁକ୍ରେନର ସମସ୍ତ କ୍ଷତି ଭରଣା କରିବେ ପୁଟିନ୍‌ ସରକାର

ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା

Meerut Train Fire
ପାସେଞ୍ଜର ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ : ଇଞ୍ଜିନ୍‌ ସମେତ ଦୁଇଟି କୋଚ୍ ପୋଡ଼ି ପାଉଁଶ

ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍‌ର ଇଞ୍ଜିନ ତଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍‌ ଧୂଆଁ ବାହାରିବାରେ ଲାଗିଲା ।

Ukrainian president Volodymyr Zelenskyy
ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଠିକଣାର ଖୁଲାସା : ବଙ୍କର ଭିତରେ ଅଛନ୍ତି ଜେଲେନସ୍କି, ପ୍ରଭାବ ପକାଇ ପାରିବନି ପରମାଣୁ ଆକ୍ରମଣ

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି

ukrine crisis
ଦିନକ ପରେ ଘରକୁ ଫେରିଥାଆନ୍ତେ ରଶ୍ମୀ : ହଠାତ୍ ବୋମା ବର୍ଷଣ ଯୋଗୁଁ କିଭରେ ଲାଗିଲା କର୍ଫ୍ୟୁ, ପୁଅ ବାଟକୁ ଚାହିଁ ରହିଛି ଦୁଃଖିନୀ ମା’

ପାଠ ପଢ଼ି ପୁଅ ଲୋକଙ୍କ ସେବା କରିବ ବୋଲି ଚିନ୍ତା କରିଥିଲେ ପରିବାର ଲୋକ । ହେଲେ ରୁଷ ସହ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରଶ୍ମୀଙ୍କ ବାଟକୁ ଚାହିଁ ରହିଛି ଦୁଃଖିନୀ ମା’ । 

Agri-Eco-Tourism
ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ : ପ୍ରମୁଖ ଆକର୍ଷଣ ପାଲଟିଛି ପର୍ଯ୍ୟଟନ ସାଙ୍ଗକୁ ଜୈବିକ ପ୍ରଣାଳୀର ଚାଷ

ବାଡ଼ିରେ ଲାଗିଛି ତାଇୱାନ ସିଡ୍ ଲେସ୍ ଗ୍ୱାଭା,ଗ୍ରୀନ ଏପଲ ବେରି, କେଜି ଗ୍ୱାଭା, ଆମ୍ୱ, କାଶ୍ମିରୀ ସୁନ୍ଦରୀ ଏପଲ ବେରି, ଥାଇ ହ୍ୱାଇଟ୍ ଜାମୁନ, ମକା, ଭିଏନଆର ବିହି ଗ୍ୱାଭା, ଥାଇ ବ୍ଲାକ୍ ଜାମୁନ, ଟମାରୋ, ଲେମ୍ୱୁ,ସପୁରୀ ପଣସ, ବ୍ଲାକ୍ ମ୍ୟାଙ୍ଗୋ, ରଙ୍ଗ ବେରଙ୍ଗର ଗୋଲାପ ଗଛ, ଋଦ୍ରାକ୍ଷ,...

Quad nations
ୟୁକ୍ରେନ୍-ରଷିଆ ଯୁଦ୍ଧକୁ ନେଇ କ୍ୱାଡ୍ ବୈଠକ : ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି

ଆଜି କ୍ୱାଡ ଦେଶମାନଙ୍କର ବୈଠକ ବସିବ । ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।

sarpanch
ସହଯୋଗ କଲେ ଜନତା : ପରିବା ବିକାଳିଙ୍କ ସ୍ତ୍ରୀ ହାତରେ ପଞ୍ଚାୟତ ବିକାଶର ଭାର

ଧାମନଗର ବ୍ଲକର କୋଠାର ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨୬ ଖଣ୍ଡ ଭୋଟରେ ନିଜର ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସରପଞ୍ଚ ପଦ ଅଳଙ୍କୃତ କରିଛନ୍ତି ।

Donald Trump
ତାଇୱାନ୍‌ ଆକାଶରେ ଯୁଦ୍ଧ ବାଦଲ : ଚେତାବନୀ ଦେଲେ ଟ୍ରମ୍ପ, ଖୁବ୍‌ ଶୀଘ୍ର ଆକ୍ରମଣ କରିପାରେ ଚୀନ୍

ଆଗାମୀ ଦିନରେ ଯୁଦ୍ଧ ଦେଖିବେ ତାଇଓ୍ୱାନବାସୀ । ଚୀନ ବେଶ ଉତ୍ସାହର ସହ ଚାହିଁଛି ।

Ukraine Crisis
ସ୍ୱଦେଶ ଫେରିଲେ ଆଉ ୧୮୩ ଜଣ ଭାରତୀୟ, ୫.୩୦ରେ ପହଞ୍ଚିଲା ବିମାନ

ସକାଳ ୫ଟା ୩୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା ।

fake it raid
ଟମାଟୋ ବ୍ୟବସାୟୀଙ୍କ ଘରେ ଫର୍ଜି ଆଇଟି ରେଡ୍ : ୫୫ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କୋଲାରର ବାଇର୍ ଗୋଡା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ନିଜକୁ ଆଇଟି ଅଧିକାରୀ କହି କିଛି ଲୋକ ଟମାଟୋ ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ । ଘରର ଯାଞ୍ଚ ପାଇଁ ସେମାନଙ୍କର ନିର୍ଦ୍ଦେଶ ରହିଛି ବୋଲି ଅଭିଯୁକ୍ତମାନେ ପରିବାର ଲୋକଙ୍କୁ କହିଥିଲେ...

 Alex Konanykhin
ପୁଟିନ୍‌ଙ୍କୁ ଗିରଫ୍ କଲେ ମିଳିବ ସାଢ଼େ ୭ କୋଟି : ଅଫର୍ ଦେଲେ ଋଷୀୟ ବ୍ୟବସାୟୀ

ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।

Ukraine Crisis
ୟୁକ୍ରେନ୍‌ ଆକ୍ରମଣ କଥା ପୂର୍ବରୁ ଜାଣିଥିଲା ଚୀନ୍ : ୱିଣ୍ଟର୍‌ ଓଲିମ୍ପିକ୍‌ ଶେଷ ହେବା ପରେ ସେନା ପଠାଇବାକୁ ପରାମର୍ଶ ଦେଇଥିଲା ବେଜିଂ

ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍‌ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ...

Russia Ukraine War Updates
ଭାରତୀୟ ଛାତ୍ରଙ୍କୁ ଢ଼ାଲ କରୁଛନ୍ତି ୟୁକ୍ରେନ୍‌ ସୈନିକ ?

ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି ।...

Ukraine Russia War
ଭାରି କଷ୍ଟ ଲାଗୁଛି . . . . ମାଆଙ୍କୁ ଶେଷ ମେସେଜ୍‌ ଯୁଦ୍ଧରେ ଚାଲିଗଲା ଋଷିଆ ସୈନ୍ୟଙ୍କ ଜୀବନ

ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ପୂରା ବିଶ୍ୱ ଅପିଲ କରୁଥିବା ବେଳେ କାହାର କଥାକୁ କର୍ଣ୍ଣପାତ କରୁନାହାନ୍ତି ପୁଟିନ୍‌। ବାରମ୍ବାର ଆଲୋଚନା ପରେ ବି କୌଣସି ଫଳ ମିଳୁନି । ପୁଟିନ୍‌ ନିଜ ଜିଦ୍‌ରେ ଅଟଳ ଥିବାବଳେ ଜେଲେନସ୍କି ଦେଶ ପାଇଁ ଲଢ଼େଇ ଜାରି ରଖିଛି ।

Ukraine Crisis
ବିବେକ ବନାମ କର୍ତ୍ତବ୍ୟ : ୟୁକ୍ରେନ୍‌ ଜନତାଙ୍କ ଜୀବନ ନେବାକୁ ଚାହୁଁନାହାନ୍ତି ଋଷୀୟ ସୈନ୍ୟ, କଣା କରିଦେଉଛନ୍ତି ନିଜ ଟ୍ୟାଙ୍କ

ଯୁଦ୍ଧ କାହାକୁ ବା ଭଲ ଲାଗେ । ଜଣଙ୍କ ମୃତ୍ୟୁରେ କେହି କ’ଣ ଖୁସି ହୋଇପାରିବ । ଋଷୀୟ ସୈନ୍ୟଙ୍କ କ୍ଷେତ୍ରରେ ମଧ୍ୟ ଏପରି ହେଉଛି ।

Ukraine Russia War
ଋଷ ଜାରି କଲା ହିଟ ଲିଷ୍ଟ : ଜେଲେନସ୍କିଙ୍କ ସମେତ ଟାର୍ଗେଟରେ ୨୩, ମୁଣ୍ଡ ଗଡ଼ାଇବାକୁ ପ୍ରସ୍ତୁତ ଋଣନୀତି

ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବେ ଋଷର ପ୍ରଥମ ଟାର୍ଗେଟ୍‌ରେ । ତାଙ୍କୁ ବନ୍ଦୀ କରିବା ପାଇଁ ପୁଟିନ୍‌ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବ୍ରିଟେନର ଖବର କାଗଜ ଡେଲିମେଲ୍ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଛି

ukrine
ୟୁକ୍ରେନ ପରେ ସ୍ୱିଡ଼େନ୍‌,ଫିନଲ୍ୟାଣ୍ଡ ଉପରେ ଆକ୍ରମଣ ଆଶଙ୍କା, ନାଟୋ ଦେଶରେ ସାମିଲ ନହେବାକୁ ପୁଟିନ୍‌ଙ୍କ ଚେତାବନୀ

ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍‌ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ...

Dmitry Medvedev
ଫ୍ରାନ୍ସକୁ ଧମକ ଦେଲା ଋଷିଆ : ସିଧାସଳଖ ଯୁଦ୍ଧ କରିବାକୁ ଚେତାବନୀ

ମୋଟ୍‌ ଉପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ...

ukine
ୟୁକ୍ରେନ୍‌ରେ ଫସିଛି ଅଲିଅଳି ଝିଅ : ଉଦ୍ଧାର କରିବାକୁ ଗୁହାରୀ କରୁଛି ମା’

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଡାକ୍ତରୀ ଛାତ୍ରୀ ଜ୍ୟୋତିର୍ମୟୀ ।  ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକମାତ୍ର ଝିଅ । ଜ୍ୟୋତିର୍ମୟୀ ୟୁକ୍ରେନର କାରକିଭ ନ୍ୟାସନାଲ୍ ୟୁନିଭର୍ସିଟି ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।