ଡାକ୍ତରଖାନାରେ ବିବାହ କରିଥିବା ଦମ୍ପତିଙ୍କୁ ବୃତ୍ତିରେ ଡାକ୍ତର । ଯୁଦ୍ଧ ଚାଲିଥିବା ବେଳେ ସେମାନେ ସବୁଦିନ ପାଇଁ ଏକାଠି ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡ଼ୁଛି
ଆକାଶରୁ ଓହ୍ଲାଇବା ପରେ ହସ୍ପିଟାଲକୁ ଆକ୍ରମଣ କଲେ ଋଷୀୟ ସେନା ।
ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।
ସକାଳୁ ରାତି ପର୍ଯ୍ୟନ୍ତ ଋଷିଆ ଆକାଶରେ ଚାଲିଛି ବୋମାବର୍ଷଣ। ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ହେଲେ ଏସବୁ ସତ୍ୱେ ଡରୁନାହାନ୍ତି ୟୁକ୍ରେନବାସୀ। ବରଂ ସତସାହସ ରଖି ଋଷିଆ ସହ ଲଢେଇ କରୁଛନ୍ତି।
ସେକେଣ୍ଡ ହ୍ୟାଣ୍ଡ୍ କାର କିଣି ଶିଖୁଥିଲେ କଚ୍ଚା ବାଦାମର ଗାୟକ ଭୁବନ ବାଦ୍ୟକର। ଚଲାଇବା ବେଳେ କାର ହେଲା ଦୁର୍ଘଟଣା। ଛାତିରେ ଆଘାତ ଲାଗିଥିବାରୁ ମେଡିକାଲରେ ଭୁବନ...
ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି, ନିର୍ଦ୍ଦିଷ୍ଟ ଇସ୍ୟୁକୁ ଫୋକସ୍ କଲେ । ସଫଳତାର ମୂଳ ମନ୍ତ୍ର ଲୋକଙ୍କ ପାଖକୁ ଯିବା, ଆମେ ଏହା ଅନୁଭବ କରିଛୁ ବୋଲି ବୋଲି କହିଛନ୍ତି ପ୍ରତାପ ।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।
ଶିବଲିଙ୍ଗର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଆଖ ପାଖ ଜିଲାରୁ ଲକ୍ଷ ଲକ୍ଷ ଭକ୍ତ ବିଶାଖାପାଟଣାରେ ପହଂଚିଛନ୍ତି । ଭକ୍ତଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଳ ଶିବଲିଙ୍ଗ ।
ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।
ସିନେମା ପରି ମଦ ଚାଲାଣ ଚାଲିଥିଲା, ହେଲେ ପୋଲିସ୍ ହାତରେ ଧରାପଡ଼ିଗଲେ . . .
ନିର୍ବାଚନର ଫଳାଫଳକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି । ୪୦ ବର୍ଷ ହେଲା ସେ ନିର୍ବାଚନକୁ ଅତି ପାଖରୁ ଦେଖିଛନ୍ତି । ୨୦୧୭ ବେଳେ ଯେଉଁ ପ୍ରକାର ପ୍ରସ୍ତୁତି ଥିଲା, ତାହା ଏବେ ହୋଇନଥିଲା
ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ।
ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କୁ ମିଳିଗଲା ନୂଆ ପରିଚୟ। ସେ ଏବେ ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା ।
କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...
ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ହେଲେ ଏସବୁ ବଡ଼ ପରିବର୍ତ୍ତନ ଓ ନୂଆ ନିୟମ ବିଷୟରେ ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ। ଜାଣନ୍ତୁ, ଆପଣ କେମିତି ପାଇବେ ଲାଭ...
ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର...
ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।