• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

crude-oil
ଅଶୋଧିତ ତୈଳ ଦରରେ ନିଆଁ : ବ୍ୟାରେଲ୍‌ ପିଛା ୧୩୦ ଡଲାର ଅତିକ୍ରମ କଲା . .

୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ଆାକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି

Ukraine Crisis
ଭାରତ ସରକାରଙ୍କୁ ୟୁକ୍ରେନ୍‌ର ଅପିଲ୍ : ଋଷିଆ ସହ ଭଲ ବନ୍ଧୁତା ଥିବାରୁ ଆକ୍ରମଣ ରୋକିବାକୁ କରନ୍ତୁ ନିବେଦନ

ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍‌ ।

Sextortion
ମାତିଛନ୍ତି ଡିଜିଟାଲ ସୁନ୍ଦରୀ : ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ପରାମର୍ଶ

ସାଇବର ଲୁଟେରା ମାନେ ପ୍ରଥମେ ମହିଳାଙ୍କ ନାମରେ କିମ୍ବା ଅନେକ ଫେକ୍ ଆକାଉଣ୍ଟ ଜରିଆରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ପରେ ଭିଡିଓ କଲ୍ କରି ଅଶ୍ଳୀଳ ଭିଡିଓ କରିବାକୁ ପ୍ରବର୍ତ୍ତାଉଛନ୍ତି । କୌଣସି ବ୍ୟକ୍ତି ତାଙ୍କ କଥାରେ ଥରେ ପଡ଼ିଗଲେ ଜୀବନ ନର୍କ ହୋଇଯାଉଛି ।

Vidhan Parishad row
ବିଧାନ ପରିଷଦ ଗଠନ ପ୍ରସଙ୍ଗ ନେଇ କେନ୍ଦ୍ରରୁ ଆସିଲା ଚିଠି

ବିଧାନସଭାରେ ଚଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ବାଚସ୍ପତି ।

ukrine
ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ମସିହା : ମୃତ୍ୟୁକୁ ଭୟ ନକରି ଲୋକଙ୍କୁ ଉଦ୍ଧାର କରୁଛନ୍ତି ରୋନକ୍‌

ରୋନକ୍‌ ୟୁକ୍ରେନ ଭିତରେ ପଶି ଜଣେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । କେବଳ ମା’ ଓ ପିଲାଙ୍କୁ ନୁହେଁ ୟୁକ୍ରେନରୁ ଅନେକ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ସେ ।

VOTE Counting
ପ୍ରଚାର ଶେଷ : ଆସନ୍ତାକାଲି ଲଢ଼େଇ

୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ୩ ଦିନ ବାରାଣସୀରେ ଡେରା ପକାଇଥିଲେ

SRITAM
ଅଭିନେତା ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।

Brown Sugar Deal:
ଜଳେଶ୍ୱର କମର୍ଦ୍ଦା ଅଞ୍ଚଳରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଥିବା ୫୭ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନ ଭିତରେ କିଛି ଯୁବକ ବ୍ରାଉନ୍ ସୁଗାର ବିକୁଥିବା ଏବଂ କିଣୁଥିବା ଭିଡିଓ ଭାଇରାଲ ହେଉଛି

PM Modi
ୟୁକ୍ରେନ୍-ଋଷିଆ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

Distress Sale
କେନ୍ଦୁଝରରେ ଟମାଟୋର ଅଭାବୀ ବିକ୍ରି : କିଲୋ ପିଛା ୨ଟଙ୍କାରେ ବିକୁଛି ଚାଷୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ ।...

attack
ମରିପଲ୍ ସହର ଉପରେ ଘନଘନ ବୋମାମାଡ଼ : ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ

ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ମରିପଲ ଉପରେ ଘନ ଘନ ଆକ୍ରମଣ ହେଉଛି ।

Successfully Grows Thai Berries
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ : ଏକର ଏକର ଜମିରେ ସୁନାର ଫସଲ ଫଳାଇଛନ୍ତି ଭଦ୍ରକର ଉଦୟନାଥ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ । ପରେ କିନ୍ତୁ ଚାକିରି ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟରେ...

war
ୟୁକ୍ରେନ-ରୁଷିଆ ଯୁଦ୍ଧର ଏକାଦଶ ଦିନ : ୟୁକ୍ରେନର ବିଭିନ୍ନ ସହର ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।

alchoholic police
ଧମକ ଦେଉଛନ୍ତି ମଦୁଆ ପୋଲିସ, ଟଙ୍କା ନଦେଲେ ନିରୀହ ଲୋକଙ୍କ ଉପରେ ବର୍ଷୁଛି ଗାଳି ଓ ମାଡ

ବୌଦ୍ଧ ଜିଲା ମନୁପାଲି ପଂଚାୟତ ଅର୍ନ୍ତଗତ ରିଷିବନ୍ଧ ଗ୍ରାମର ସୁନିଲ ଶେଖର ମହାନନ୍ଦିଆ ଓ ପ୍ରକାଶ ଲୁହା ଶବସଂସ୍କାର କାମର କାର୍ଡ ବାଣ୍ଟିବାକୁ କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମକୁ ଯାଇଥିଲେ । ସେଠାରୁ ବାଇକ ଯୋଗେ ଫେରୁଥିବା ସମୟରେ ପରିଶ୍ରା କରିବା ପାଇଁ ରାସ୍ତା ପାଖରେ ଅଟକି...

putin
ପୁଟିନଙ୍କ ପ୍ଲାନ : ଟାର୍ଗେଟରେ ଜେଲେନସ୍କି, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାଲିଛି ମସୁଧା

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

Russia Ukraine Crisis
ପୂରା ବିଶ୍ୱ ଉପରେ ଋଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ : ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

BJD Names Mayor Candidates
୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଘୋଷଣା ହେଲା ବିଜେଡି ମେୟର ପ୍ରାର୍ଥୀ । ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି ।

medical student
ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଭାରତରେ କରିପାରିବେ ଇଣ୍ଟର୍ନସିପ୍‌

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ

 bird lover
ପେଶାରେ ସରକାରୀ ଚାକିରିଆ, ନିଶା ପକ୍ଷୀଙ୍କ ଫଟୋ ଉଠାଇବା

ଦିନେଶ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଟ କିରାଣୀ । ୧୦ ଟା ବାଜିଲେ ବାହାରିପଡନ୍ତି ଜିଲ୍ଲାପ।।ଳଙ୍କ କାର୍ଯ୍ୟାଳୟକୁ । ନିର୍ଦ୍ଧାରିତ ସମୟରେ ନିଜର କାମ କରନ୍ତି । ଆଉ କାମ ସରିଗଲା ପରେ ପୁଣି ହାତରେ କ୍ୟାମେରା ଧରି ବାହାରିପଡନ୍ତି ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ

 Awas Yojana
ଆବାସ କେଳେଙ୍କାରୀ : ବିଲ୍‌ କରାଇବାକୁ ୫ରୁ ୧୦ ହଜାର ହାତଗୁଞ୍ଜା ମାଗୁଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ

କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।