ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି
ଜବରଦଖଲକାରୀଙ୍କୁ ବିରୋଧ କରିବାକୁ ଚାଲିଗଲା ଜୀବନ । ଗୋଟିଏ ପରିବାରର ୪ ଜଣ ଜୀବନ ହାରିଲେ ।
ଚୋରଟି ମାତ୍ର ୩୦ ସେକେଣ୍ଡେର ଭାଙ୍ଗି ଦେଉଛନ୍ତି ଗାଡ଼ିର ଲକ୍ । ତେବେ ତାଙ୍କୁ ଗାଡ଼ି ଷ୍ଟାଟ୍ କରିବାକୁ ଆଉ କେତେ ସମୟ ଲାଗିବ ? ଥରେ ଚିନ୍ତା କରନ୍ତୁ ।
୨୦୧୭ରେ ଏନ୍ଏସିରୁ ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ ୩୬୦ ଟଙ୍କା ।
ଘରଭଡ଼ା ଦେଇନପାରିବା ବା ଦେବାରେ ଅସଫଳ ହେବା ଦଣ୍ଡନୀୟ ଅପରାଧ ନୁହେଁ । ଏଥିରେ ଭାରତୀୟ ପିଙ୍ଗଳ କୋଡ ବା ଆଇପିସିରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା ନାହିଁ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ଦୁଇ ବନ୍ଧୁ ସଂଜୀବ କୁମାର ସାହୁ ଓ ଆଲୋକ କୁମାର ପତି । ଦୁହେଁ ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ ବୟସ ୪୫ ବର୍ଷ। ଜନ୍ମରୁ ହିଁ ଏମାନେ ବାକ୍ ବାଧିତ ଅର୍ଥାତ କଥା କହିପାରନ୍ତି ନାହିଁ।
ବାଲୁଗାଁ ଏନଏସି ର ପରିମଳ ବ୍ୟବସ୍ଥା କହିଲେ ନସରେ । ଗାଁ ମୁଣ୍ଡ , ଶିକ୍ଷାନୁଷ୍ଠାନ ଆଉ ରାସ୍ତା କଡରେ ପଡିଛି କୁଢ କୁଢ ଅଳିଆ ଆବର୍ଜନା । ଏପଟେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ କିଣାହେଇଛି ଷ୍ଟିଲର ଡଷ୍ଟବିନ୍ ଆଉ ତିନି ଚକିଆ ଟ୍ରଲି । ସେ ସବୁ...
୨୩ ବର୍ଷୀୟ ଋଷୀୟ ମଡେଲର ନାମ ଗ୍ରେଟା ୱେଡଲର। ପୁଟିନ ଜଣେ 'ମାନସିକ ରୋଗୀ' ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ଓ୍ୱାଲି ଇରାକ୍ ଓ ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି
ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି ।
ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।
ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି।
ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା କିଛି ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ...
କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ।
ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...
ପ୍ରଫୁଲ୍ଲ ଓ ସ୍ତ୍ରୀ ମାନସୀ ଗତ ୨୦ ବର୍ଷ ଧରି ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମୂର୍ତ୍ତି କାରିଗର ଭାବେ କାମ କରି ପେଟ ପୋଷୁଥିଲେ । ଲକଡାଉନ୍ ହେବାରୁ ଜୀବିକା ହରାଇ ଚେନ୍ନାଇରୁ ଘରକୁ ଫେରି ଆସିଲେ । ଅନ୍ୟଠୁ ଧାରକରଜ କରି ଗାଁରେ ଆରମ୍ଭ କଲେ...
ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।
ପୋଲିସ ଜୁଲମ କରିବାକୁ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ...
ସବୁ ଦଳ ନାମାଙ୍କନ ଭରିଛନ୍ତି। ହେଲେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।