• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

holi
ରଙ୍ଗ ଓ ଭାଇଚାରାର ପର୍ବ ହୋଲି : ଗାଁଠୁ ସହର ସବୁଠି ଉତ୍ସାହ

ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ

soro
ଆଉ କିଛି ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶଦ୍ଦ : ହେଲେ ସବୁ ସୁଖ ଛାଡ଼ି ଆରପାରିକୁ ଚାଲିଗଲେ ମହିଳା, ଘରେ କାନ୍ଦବୋବାଳି

ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l

holi
ଶରୀରରୁ କିପରି ସହଜରେ ଛଡ଼ାଇବେ ହୋଲି ରଙ୍ଗ ?

ହୋଲି ଖେଳିଲାବେଳେ କେଶ ଉପରେ କ୍ୟାମିକଲ୍‌ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁକଲେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ

ULB Polls
ଅଭିନବ ଉପାୟରେ ନିର୍ବାଚନ ପ୍ରଚାର : ଘରେ ଘରେ ପଦ୍ମ ଦେଇ ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଭୋଟରଙ୍କୁ ପଦ୍ମଫୁଲ ଦେଇ ଭୋଟଭିକ୍ଷା କରୁଛନ୍ତି ବାରିପଦା ସହର ୩ ନମ୍ବର ୱାର୍ଡର ବିଜେପି କାଉଁସିଲର୍‌ ପ୍ରାର୍ଥି।

uttar-pradesh
ରାତି ଅଧରେ ରେଲୱେ ଷ୍ଟେସନ୍‌ରେ ହଙ୍ଗାମା : ମଦୁଆ ପୋଲିସଙ୍କୁ ଚପଲରେ ଛେଚିଲେ ମହିଳା

ଗତକାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍‌ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ...

Municipal Elections 2022
ପୌର ନିର୍ବାଚନ: ସରଗରମ ଯାଜପୁର ରାଜନୀତି, ପ୍ରାର୍ଥୀଙ୍କ ପାଇଁ ଅଡୁଆ ପୌରାଞ୍ଚଳର ବିଭିନ୍ନ ସମସ୍ୟା

ଦଳୀୟ ଅଙ୍କକଷା ଓ ପ୍ରାର୍ଥୀଙ୍କ ଘମାଘୋଟ ପ୍ରଚାର ଭିତରେ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ପୌରାଂଚଳର ବିଭିନ୍ନ ସମସ୍ୟା । ଭେଣ୍ଡିଂ ଜୋନର ବ୍ୟବସ୍ଥା ନଥିବାରୁ ଆଜିବି ରାସ୍ତା କଡରେ ବସି ବ୍ୟବସାୟ କରୁଛନ୍ତି ଉଠା ଦୋକାନୀ । ଅନେକ ୱାର୍ଡରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା...

COVID variant
ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଆଣ୍ଟ୍ : କିଶୋରଙ୍କ ଠାରେ ଠାବ

ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଯାହା ଦୁଇ ପ୍ରକାର...

Congress leaders Sonia Gandhi and Ghulam Nabi Azad
ଦୁଇ ଫାଳ ହେବ କି କଂଗ୍ରେସ? ସୋନିଆଙ୍କୁ ଜି-୨୩ ନେତାଙ୍କ ଚରମବାଣୀ

ଦଳକୁ ବଞ୍ଚାଇବାକୁ ଅଛି ତ ଆମ କଥା ଶୁଣ, ନଚେତ୍ ଆମେ ବିକଳ୍ପ ଦେଖିବୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜି-୨୩ ନେତା ଚରମବାଣୀ ଶୁଣାଇଛନ୍ତି । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଗାନ୍ଧୀ ପରିବାରର ନେତୃତ୍ୱ ପାଇଁ ଥିଲା ଏସିଡ୍ ଟେଷ୍ଟ

Iskcon Radhakanta temple
ଇସ୍କନ ମନ୍ଦିରରେ ବଡ଼ ଧରଣର ଆକ୍ରମଣ : ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକ, ଅନେକ ଆହତ

ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍‌ କରିଥିବା ଜଣାପଡ଼ିଛି

Vladimir Putin
ଯୁଦ୍ଧ ବେଳେ ପୁଟିନଙ୍କ ଚେତାବନୀ : ଦେଶରେ ବେଇମାନ୍‌ ଲୋକଙ୍କ ସ୍ଥାନ ନାହିଁ

କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍‌ କଡ଼ା ଚେତାବନୀ ଦେଇଛନ୍ତି ।

biju setu
ବିଜୁ ସେତୁ ପ୍ରହସନ: ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ବାସିନ୍ଦା

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା...

food fare
ମହମହ ବାସୁଛି କଲେଜ୍ ପରିସର : ପିଠାପଣା ସାଙ୍ଗକୁ ଦହିବରା, ଆଳୁଦମ, ଗୁପଚୁପ ତଆରି କରୁଛନ୍ତି ଛାତ୍ରଛାତ୍ରୀ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସୁଭଦ୍ରା ମହତାବ କଲେଜ ପରିସରରେ ଲାଗିଛି ଖାଦ୍ୟ ଷ୍ଟଲ । ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ଷ୍ଟାଇଲର ଖାଦ୍ୟ ତିଆରି ହେଉଛି । ଷ୍ଟଲମାନଙ୍କରେ ସବୁ ରକମର ଖାଦ୍ୟ ପାଇବେ । ପିଠା, ମିଠା ସାଙ୍ଗକୁ ବିରିଆନି ପର୍ଯ୍ୟନ୍ତ ସବୁକିଛି । ଆଉ ଏସବୁର ଦାମ...

Special Story
କମାଲ କଲା DRDO : ୪୫ ଦିନରେ ଛିଡ଼ା ହୋଇଗଲା ୭ ମହଲା କୋଠା

ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

murder
ସ୍ତ୍ରୀକୁ ହତ୍ୟା କରି ଶଳାର ସ୍ତ୍ରୀ ସହ ଫେରାର, ଥାନାରେ ଅଭିଯୋଗ କଲେ ପରିବାର ଲୋକ

ସ୍ୱାମୀ ନୁହେଁ ସେ ପିଶାଚ । ସ୍ତ୍ରୀକୁ ମାରି ଶଳାର ସ୍ତ୍ରୀ ସହ ଫେରାର ମାରିଲା ।

cyclone
ଆସୁଛି ବାତ୍ୟା : କେଉଁଠି ଲ୍ୟାଣ୍ଡଫଲ୍‌ କରିବ, କ’ଣ କ୍ଷତି କରିବ ?

ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ ।

online trading
ଅନଲାଇନ୍‌ ଟ୍ରେଡିଂର ମାୟାଜାଲ ଭିତରେ ଛନ୍ଦି ହୋଇ ଜୀବନ ହାରିଲେ ଯୁବକ : ପୁଅକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ବାପାମା’

ସାଙ୍ଗମାନେ ବ୍ଲାକମେଲ୍ କରୁଥିବାରୁ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ । ସାଙ୍ଗମାନଙ୍କ ଠାରୁ ଧୋକ୍କା ଖାଇବା ସହ ଜଳେଶ୍ୱର ଆଇଆଇସିଙ୍କଠାରୁ ନ୍ୟାୟ ନ ପାଇ ପୁଅ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି ।

Navjot Singh Sidhu
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି।

Phulbani
ଫୁଲବାଣୀର ରାଞ୍ଚୋ : ଗାଁ ଲୋକଙ୍କ ସମସ୍ୟା ବୁଝି ଜୁଗାଡରେ ଗାଁକୁ ଆଣିଲେ ମୋବାଇଲ୍ ନେଟୱର୍କ

ବି.ଟେକ ଛାତ୍ରଙ୍କ ଅଭିନବ ଉପାୟ , ଉପରେ ମୋବାଇଲ ତଳେ ଡିଜିଟାଲ ସେବା

Union External Affairs Minister S Jaishankar
ବଡ଼ ଚାଲେଞ୍ଜ ଥିଲା ଅପରେସନ୍ ଗଙ୍ଗା : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

Ukraine Russia War
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ : ୟୁକ୍ରେନର ଜନବସତିକୁ ଟାର୍ଗେଟ୍ କରୁଛି ଋଷ,ଧ୍ୱସ୍ତବିଧ୍ୱସ୍ତ ବଡ଼ ବଡ଼ କୋଠା

ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।