• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

biological weapons
କିଏ ମାରିବ ଜୈବିକ-ଅସ୍ତ୍ର ? ଜୈବାସ୍ତ୍ରକୁ ନେଇ ଆମେରିକା-ଋଷ ଦୋଷ ଲଦାଲଦି

ୟୁକ୍ରେନ୍, ଆମେରିକା ସମର୍ଥନରେ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଏବଂ ୟୁକ୍ରେନରେ ଜୈବାସ୍ତ୍ର ଗବେଷଣା ପାଇଁ ପରୀକ୍ଷାଗାର ରହିଥିବା ରୁଷ୍ ଅଭିଯୋଗ ଆଣିଥିଲା । ଅନ୍ୟପକ୍ଷରେ ଆମେରିକା ଏହାକୁ ଖଣ୍ଡନ କରିବା ସହ ପାଲଟା ଆରୋପ ଲଗାଇଥିଲା

Uttar Pradesh Assembly election
ବିଜେପିର ଜିତାପଟ୍, ବିରୋଧୀ କ୍ୟାମ୍ପରେ ଝଡ଼ : ଉତ୍ତରପ୍ରଦେଶ ରାଜନୀତିରେ ଆରମ୍ଭ କାଦୁଅ ଫିଙ୍ଗା

ଚଳିତ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ୧୨.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଦଳ ଗୋଟିଏ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଓୱେସୀଙ୍କ ଏଆଇଏମଆଇଏମ ୦.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ କୌଣସି ସିଟ୍ ଜିତି ପାରିନାହିଁ ।

prasant jagdev
ମାତାଲ ବିଧାୟକଙ୍କ ଉନ୍ମତକାଣ୍ଡ : ମଦ ପିଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ପ୍ରଶାନ୍ତ ଜଗଦ୍ଦେବ

ମାତାଲ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

With No Bridge
ନାଳ ଉପରେ ପୋଲଟିଏ ନାହିଁ : ପଡିଆ ପଡ଼ିଛି ୨ହଜାର ଏକର ଜମି, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବଳିଭଣ୍ଡା ଗାଁ ନିକଟସ୍ଥ ଚଡ଼େଇଖିଆ ନାଳ । ଦୀର୍ଘ ଦିନ ହେବେ ନାଳ ଉପରେ ପାଦଚଲା ପୋଲଟିଏ ନିର୍ମାଣ ହୋଇନ ଥିବାରୁ ଏଠାକାର ୫ଟି ପଂଚାୟତର ଚାଷୀ ମାନେ ନାନା ହଇରାଣ ହରକତ ହେଉଛନ୍ତି

massive-fire-breaks-out
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ : ନିଆଁର ଆଁରେ ଜଳିଗଲେ ୭ ଜଣ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

puri temple
ଶ୍ରୀମନ୍ଦିର ଶହେ ମିଟର ପରିଧି ଭିତରେ ଖନନକୁ ନେଇ ପୁଣି ଦ୍ୱନ୍ଦ୍ୱ

ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ

murder
କଟକ ବିଡ଼ାନାସୀ ମର୍ଡରର ପର୍ଦ୍ଦାଫାଶ : ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ଡିସିପିଙ୍କ ସୂଚନା

ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ

BJP flags
ଆସାମ ପୌର ନିର୍ବାଚନରେ ବିପୁଳ ବିଜୟ ଅଭିମୁଖେ ବିଜେପି : ମୋଟ ୯୭୭ ୱାର୍ଡ ମଧ୍ୟରୁ ୫୪୮ ୱାର୍ଡରେ ଆଗୁଆ

ଆସାମ ପୌର ଭୋଟରେ ବିଜେପିର କ୍ଲିନ୍ ସୁଇପ୍ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଭୋଟ ଗଣତିକୁ ନେଇ ଟୁଇଟ୍ କରିଛନ୍ତି ।

subas singh
CMC ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ସୁବାସ ସିଂ ସବୁଠୁ ଧନୀ, କୋଟିଏରୁ କମ୍ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କ ସମ୍ପତ୍ତି ପରିମାଣ

କଟକ ମହାନଗର ନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଧନୀ କିଏ ? କାହା ପାଖରେ କେତେ ସମ୍ପତ୍ତି ?

Ukraine Crisis
ଚତୁର୍ଦ୍ଦଶ ଦିନରେ ୟୁକ୍ରେନ୍-ରୁଷ୍ ଯୁଦ୍ଧ : ରାସ୍ତା, ଘାଟ, ବ୍ରିଜ୍ ସବୁକିଛି ଭଗ୍ନ ଅବସ୍ଥାରେ, ଭୟଭୀତ ହୋଇ ଦେଶ ଛାଡୁଛନ୍ତି ହଜାର ହଜାର ନାଗରିକ

ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନର ଏକାଧିକ ସହର । ମିଜାଇଲ ମାଡ଼ରେ ଭାଙ୍ଗି ମାଟିରେ ମିଶିଛି ଅଟ୍ଟାଳିକା । ସୁମି, ଖାରକିଭ୍, ମାରିଓପୋଲରେ ଏଭଳି ଅନେକ ଚିତ୍ର ଛାତିକୁ ଦୋହଲାଇ ଦେଇଛି ।

Road Condition In Koida
ରାଜସ୍ୱ ଯୋଗାଉଥିବା ରାସ୍ତା ସାଜିଛି ମରଣଯନ୍ତା : ୯ କିମିରେ ୯ ଶହ ବଡ଼ ବଡ଼ ଖାଲ

ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ

tribal ritual
କୁକୁର ସହ ନାବାଳିକାର ପଡ଼ିଲା ହାତଗଣ୍ଠି ! ଢେଙ୍କାନାଳ କଙ୍କଡାହାଡ଼ରେ ରିଷ୍ଟ ଖଣ୍ଡନ ପରମ୍ପରା

ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ ।  ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

Russia-Ukraine War
ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି

ଏହାରି ଭିତରେ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ କିଭ୍, ଖାରକିଭ୍, ସୁମି ଓ ଇର୍ପିନ ଭଳି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି ।

 Pilgrim City Puri
ଶ୍ରୀକ୍ଷେତ୍ରରେ ବିଦେଶୀଙ୍କ ବିରୋଧରେ ଷଡ଼ଯନ୍ତ୍ର : ଫେକ୍ ଆଇଡି ଖୋଲି ଚାରିତ୍ରିକ ସଂହାର ସହ ମାରିଦେବାକୁ ଧମକ ଦେଉଛନ୍ତି କୁଚକ୍ରୀ ଗୋଷ୍ଠୀ

ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ ପୁରୀ, ବ୍ରହ୍ମପୁର,କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରିଆସୁଛନ୍ତି । ହେଲେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ବିରୋଧରେ ବିଭିନ୍ନ ଫେକ୍ ଆଇଡି କରି ତାଙ୍କ ଚାରିତ୍ରିକ ସଂହାର ସହ ଜୀବନରେ ମାରିଦେବାକୁ ଧମକ...

Ukraine President
ନାଟୋ ସଦସ୍ୟତା ପାଇଁ ଆଉ ଆଗ୍ରହ ନାହିଁ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ ବୟାନ

ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ । ବୁଝାମଣା ପାଇଁ ପ୍ରସ୍ତୁତ ଥିବା କହିଲେ ଜେଲେନସ୍କି ।

Imran Khan
ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତଙ୍କ ଚିଠି ପାଇ ଚିହିଙ୍କିଗଲେ ପାକ୍‌ ପ୍ରଧାନମନ୍ତ୍ରୀ

ଗତ ସପ୍ତାହରେ ପଶ୍ଚିମ ଦେଶର ପ୍ରାୟ ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଏକ ଚିଠି ଲେଖିଥିଲେ । ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ହମଲାର ନିନ୍ଦା କରିବାକୁ ପ୍ରସ୍ତାବ ରଖି ଥିଲେ । ଆଉ ଏହି ପ୍ରସ୍ତାବ ପରେ ଚିହିଁଙ୍କି ଉଠିଛନ୍ତି ଇମ୍ରାନ

hearing
ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣା : ମାମଲାର ଆଜି ପ୍ରଥମ ଶୁଣାଣି

ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଆଜି ପ୍ରଥମ ଶୁଣାଣି

Viral Video
ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା, ରନୱେରୁ ବାହାରକୁ ବାହାରି ଗଲା ବିମାନ

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Special Story
ଦେଶର କିଛି ନିଆରା ମନ୍ଦିର : ଯେଉଁଠିକୁ ପୁରୁଷଙ୍କ ପ୍ରବେଶ ମନା, ପୂଜା କରନ୍ତି ମହିଳା

ଆମ ଦେଶରେ ଏମିତି ୫ଟି ମନ୍ଦିର ଅଛି, ଯେଉଁଠାରେ ପୁରୁଷମାନଙ୍କୁ ଯିବାକୁ ଅନୁମତି ନାହିଁ।

President Volodymyr Zelensky
ଜେଲେନସ୍କିଙ୍କୁ ହତ୍ୟା କଲେ ବି ୟୁକ୍ରେନ ସରକାରର ପତ୍ତନ ହେବନି : ସରକାର ଚଳାଇବା ଲାଗି ବିକଳ୍ପ ବ୍ୟବସ୍ଥା ହୋଇଥିବା କହିଲା ଆମେରିକା

ଫେବ୍ରୁଆରୀ ୨୨ରେ ୟୁକ୍ରେନ ବିରୋଧରେ ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ହେଲାଣି ୩ ଥର ଉଦ୍ୟମ । ଜେଲେନେସ୍କିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଛି । ଚେଚେନ୍ ବିଦ୍ରୋହୀ ଓ ଓ୍ୱାଗନର ଗୋଷ୍ଠୀ ପକ୍ଷରୁ ଏହି ହତ୍ୟା ଉଦ୍ୟମ କରାଯାଉଛି । ତେବେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।