ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବିନିକା ବିଜ୍ଞାପିତ ଅଚଂଳ ପରିଷଦରେ କିଏ ହେବ ଅଧ୍ୟକ୍ଷ। ଜନତା ଜନାର୍ଦ୍ଦନ କେଉଁ ଦଳକୁ ଦେବେ ସମର୍ଥନ। ହେଲେ ସହର ଯେମିତି ଥିଲା ସେମିତି...
ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ...
ଖରାଦିନ ଆସିବା ପୂର୍ବରୁ ଆସିଲା ଏକ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି।
ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି କେଜ୍ରିୱାଲ । ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ। କାହିଁକି ତାଙ୍କର ଏହି ଲୁକ୍...
ୟୁକ୍ରେନ୍ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।
ରାଜନୀତିରେ ବାପପୁଅ ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ
ପ୍ରଶାନ୍ତ ଜଗଦେବକୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ।
ହାଇଦ୍ରାବାଦରୁ ଜାଙ୍ଗାରେଡିଗୁଡେମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପୋଲ ସହିତ ଧକ୍କା ହୋଇଥିଲା କାର୍ ।
ଶିକ୍ତା ବସୁନ୍ଧରା ହୁଅନ୍ତୁ, ଅବା ପ୍ରତ୍ୟୁଷା, ଏମାନେ ତ ନିଜ ପ୍ରଖର ସ୍ମରଣଶକ୍ତି ଓ ମେଧା ବଳରେ ସ୍ଥାନ ପକ୍କା କରିଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ।
ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ।
ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ।
ଆଜି କଂଗ୍ରେସର ଆଗାମୀ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
'ହ୍ୟାଲୋ ଋଷୀୟ ଭିଲେନ୍, ମୁଁ ତୁମର ଜୀବନ ନେବା ପାଇଁ ଆସୁଛି- କିଭ୍ ଭେମ୍ପାୟର୍ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ୱତନ୍ତ୍ର ମେସେଜ୍ !
ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଏସମ୍ପର୍କରେ ଘୋଷଣା କରିଛନ୍ତି ।
ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍ ସରକାରଙ୍କ ଉଦ୍ଦେଶ୍ୟରେ ସାରା ବିଶ୍ୱର ନେତାମାନେ ଅପିଲ କରୁଛନ୍ତି । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ରାଷ୍ଟ୍ରପତିଙ୍କ ମନ ନାହିଁ । ଶ
ନାଲି ନାଲି ଷ୍ଟ୍ରବେରି ଦେଖିଲା ମାନେ ପାଟି ରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମନ ଜିଣେ ଷ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର ଅଧିକ ଥିବାରୁ ସମସ୍ତଙ୍କ ପାଇଁ କିଣିବା ସମ୍ଭବପର ହୋଇପାରେ ନାହିଁ ।
ଆସିକା ହରଡାପଦରର ଆନନ୍ଦଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ଆଉ ଏଇ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ।
ଘର ପରିସରରେ ସୈନ୍ୟଙ୍କୁ ଦେଖି ରାଗ ତମତମ ହୋଇଯାଇଥିଲେ ବୃଦ୍ଧ ଦମ୍ପତି । ଗୁଳିଗୋଳା ଭୟରେ ଘର ଭିତରେ ନଲୁଚି ବାହାରକୁ ଆସି ଉଚିତ୍ ଜବାବ ଦେଇଛନ୍ତି ।
ପୂର୍ବରୁ କେବେ ଏବଂ କେଉଁ ଦେଶ ଏହି ଜୈବିକ ଅସ୍ତ୍ରର ବ୍ୟବହାର କରିଛନ୍ତି ?