• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Ukraine Crisis
ପୁଟିନ୍‌ଙ୍କ ବିରୋଧରେ ବନ୍ଧୁକ ଉଠାଇଲେ ୟୁକ୍ରେନ୍‌ ମହିଳା ସାଂସଦ : ଋଷୀୟ ସୈନିକଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ

ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି ।

Pregnant Woman
ପେଟରେ ନଅ ମାସର ଶିଶୁ : ଟ୍ରଲି ଟାଣି, ଜରି ଗୋଟାଇ ପେଟ ପୋଷୁଛନ୍ତି ଅସହାୟ ଲକ୍ଷ୍ମୀ

ପେଟରେ ୯ ମାସର ଛୁଆ । ହାତରେ ଟ୍ରଲି । ଗଳିଗଳିକୁ ବୁଲୁଛନ୍ତି, ଭଙ୍ଗା ଲୁହା, ଟିଣ, ପ୍ଲାଷ୍ଟିକ, କାଗଜ ଆଦି ଗୋଟାଇ ଏଇ ଟ୍ରଲିରେ ନେଇ କବାଡ଼ିଆ ଗୋଦାମରେ ଦେଉଛନ୍ତି। ଆଉ କହୁଛନ୍ତି ଏଥିରୁ ଯେତେ ଟଙ୍କା ମୋର ରୋଜଗାର ହେବ ସେଇଥିଲେ ମୁଁ ମୋ ପିଲାକୁ...

Innovative Irrigation Facility
ୟୁଟ୍ୟୁବ ଦେଖି କମାଲ୍ କରିଦେଲେ ମହେଶ୍ୱର : ଦୁଇ ଚାରିଖଣ୍ଡ ପାଇପରେ ତିଆରି କରିଦେଲେ ପାଣି ଉଠା ମେଶିନ୍

କଠିନ ପରିଶ୍ରମ କରି ୟୁଟୁବ ଭିଡିଓ ଦେଖି ସେ ଦେଶୀ ଯୋଗାଡ଼ କରିଛନ୍ତି । ପାଖ ପଡ଼ୋଶୀଙ୍କ ମୋବାଇଲ ଦେଖି ସେ ଏହି କୌଶଳକୁ ନିଜେ ନିଜ ବିଲରେ ପ୍ରୟୋଗ କରିଛନ୍ତି । ଏହି ଦେଶୀ ଯୋଗାଡଟିକୁ କରିବା ପାଇଁ ମହେଶ୍ୱର ବେଶି କିଛି ଯନ୍ତ୍ରପାତି ଲଗାଇ ନାହାନ୍ତି...

Ukraine Crisis
ୟୁକ୍ରେନ ସହ ଲଢେଇରେ ବ୍ୟସ୍ତ ପୁଟିନ୍, ରୁଷ ରାଷ୍ଟ୍ରପତିଙ୍କୁ ନଭେଟି ଖାଲି ହାତରେ ଫେରିଲେ ଇମ୍ରାନ

ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।

Ukraine
ୟୁକ୍ରେନ୍‌ ମାଟିର ସୁଯୋଗ୍ୟ ସୁତ : ରୁଷୀୟ ଟ୍ୟାଙ୍କକୁ ରୋକିବା ପାଇଁ ବ୍ରିଜ ସହ ନିଜକୁ ବିସ୍ଫୋରଣରେ ଉଡ଼ାଇଦେଲେ ବିଟାଲୀ ଶକୁନ

ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା

Ukraine Russia War
ଜେଲେନସ୍କିଙ୍କ ନୂଆ ଭିଡିଓ ମେସେଜ୍‌ : ‘ଅସ୍ତ୍ରଶସ୍ତ୍ର ତ୍ୟାଗ କରିବୁନି, ଦେଶର ରକ୍ଷା କରିବୁ ’

ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।

Ukraine Russia War
ରାଜଧାନୀ ଛାଡ଼ିବାରୁ ରାଜି ନୁହଁନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି : ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ USକୁ କଲେ ଅନୁରୋଧ

କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।

kachha badam
ଅପହରଣ ହେବାର ଭୟ : ବାଦାମ ବିକିବେନି ‘କାଚ୍ଚା ବାଦାମ ଗୀତର ଗୀତିକାର ଭୁବନ ବାଦ୍ୟକର

କାଚ୍ଚା ବାଦାମ ହେଉ କି ଭାଜା ବାଦାମ। ଆଉ ବାଦାମ ବିକିବେନି ଭୁବନ ବାଦ୍ୟକର। ସବୁଦିନ ପାଇଁ ବାଦାମ ବିକିବା ବନ୍ଦ କରି ଦେଇଛନ୍ତି ଭୁବନ। ମାତ୍ର ଗୋଟିଏ ଭୟ ପାଇଁ ଏମିତି କଠୋର ନିଷ୍ପତ୍ତି ନେବାକୁ ଭୁବନ ବାଧ୍ୟ ହୋଇଛନ୍ତି । କଣ ସେହି ଭୟ। କାହା ପାଇଁ...

Indian Ambassador
ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଭାର ମୁଣ୍ଡାଇଛନ୍ତି ଓଡ଼ିଆ ପୁଅ

ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍‌-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।

Ukraine Russia War
ଯୁଦ୍ଧ ମଧ୍ୟରେ ଦେଶ ଛାଡ଼ିଯିବାକୁ ବାଧ୍ୟ ହେଉଛନ୍ତି ୟୁକ୍ରେନ୍‌ବାସୀ : ପଡ଼ୋଶୀ ଦେଶ ଶରଣରେ ମହିଳା ଓ କୁନି କୁନି ପିଲା

ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।

Ukraine Russia War
ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ନୂଆ ଆଡ଼ଭାଇଜରି : ସୀମାବର୍ତ୍ତୀ ଅଞ୍ଚଳକୁ ନଯିବାକୁ ପରାମର୍ଶ

ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

death
ପ୍ରତିଶୋଧରୁ ହତ୍ୟା ! ଖଳନାୟିକା ସାଜିଲା ପ୍ରେମିକା, ବରବେଶରେ ସଜେଇ ହେବା ପୂର୍ବରୁ ବାସୁଦେବଙ୍କ କୋକେଇ ଉଠିଲା

କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ

Ukraine Russia War
ପୁରୁଣା ବିବାଦକୁ ନେଇ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ, ଗୋଟିଏ ସଂଘ ଅଧୀନରେ ଥାଇ ବି ପାଲଟିଲେ ପରସ୍ପରର ଶତ୍ରୁ

୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।

Ukraine Crisis
ୟୁକ୍ରେନ୍ ଉପରେ ଆକ୍ରମଣ ପୂର୍ବରୁ କାହାକୁ କଲ୍‌ କରିଥିଲେ ପୁଟିନ ?

ପାହାନ୍ତାରେ ଫୋନ୍‌ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍‌ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ

Stuck In Ukraine
ଯୁଦ୍ଧଗ୍ରସ୍ତ ଦେଶରେ ଫସିଛନ୍ତି ତାଳଚେରର ଶ୍ରିତାଂଶୁ : ଛାତିକୁ ପଥର କରିଛି ମା’, ହେଲେ ବାପା ଆଖିରେ ପୁଅ ପାଇଁ ଲୁହ

ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି

RussiaUkraineCrisis
ଋଷିଆର ଏଲାନେ ଜଙ୍ଗ୍ : ୟୁକ୍ରେନ୍‌ରେ ନିଆଁ, ଧୂଆଁ, ବିସ୍ଫୋରଣର ହୃଦୟ ବିଦାରକ ଚିତ୍ର

ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।

Reporter
ସାମ୍ବାଦିକଙ୍କ କର୍ତ୍ତବ୍ୟପରାୟଣତାକୁ ସଲାମ୍ ! ୟୁକ୍ରେନରୁ ଏକୁଟିଆ ୬ଟି ଭାଷାରେ ବିଶ୍ୱକୁ ଯୁଦ୍ଧ ଖବର ଦେଉଛନ୍ତି ଫିଲିପ କ୍ରୋଥର

ବିଶ୍ୱର ନଜର ଏବେ ୟୁକ୍ରେନ ଉପରେ। ତେବେ ଟିକିନିକି ଖବର ଜାଣିବା ପାଇଁ ସାରା ଦୁନିଆ ଚାହିଁଥିବା ବେଳେ ଏହି ସାମ୍ୱାଦିକ ଏବେ ଚର୍ଚ୍ଚାରେ। ଏ ଏମିତି ଜଣେ ରିପୋର୍ଟର, ଯିଏ ୬ଟି ଭାଷାରେ ଏକୁଟିଆ ବିଶ୍ୱକୁ ଦେଉଛନ୍ତି ଯୁଦ୍ଧର ଅପଡେଟ୍ ଖବର... 

kyiv residents
ୟୁକ୍ରେନ୍‌ର ମେଟ୍ରୋ ଷ୍ଟେସନ୍‌ ପାଲଟିଛି ରକ୍ଷା କବଚ : ଶରଣ ନେଇଛନ୍ତି ସାଧାରଣ ଲୋକ

ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହେବ ।

Russia Ukraine War
Russia-Ukraine War LIVE UPDATE

୨୪ ଦିନରେ ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ  । ସେନା ପକ୍ଷରୁ କିଭ୍

cryptocurrency
ଋଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ କ୍ରିପ୍ଟୋ ମାର୍କେଟ ଧରାଶାୟୀ : ବଡ଼ ବଡ଼ ମୁଦ୍ରାର ପ୍ରଭୁତ୍ୱ ହ୍ରାସ

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।