ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।
ସରିୟା ଆଇନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରିଥିବା ତାଲିବାନ ସରକାର, ଏବେ ଆହୁରି ଅନେକ ଅଜବ ନିୟମ ସାମ୍ନାକୁ ଆଣିଛି ।
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ୍ ।
ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ଯୁବ ସରପଞ୍ଚ ବନମାଳୀ ନାଏକ । ନିଜ ପଂଚାୟତରେ ଥିବା ଗାଁ ମାନଙ୍କୁ ନିଜେ ଭଡାଖର୍ଚ୍ଚ ଦେଇ ଗାଡ଼ି ଧରି ବୁଲୁଛନ୍ତି ।
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି । ଜାଣନ୍ତୁ କିଏ ତାଙ୍କର ଭାବି ସ୍ୱାମୀ ?
ବେଲପଡ଼ା ବ୍ଲକ ବାଗଡୋର ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
୩ ବିରୋଧୀ ନେତା JUI-Fର ଫଜଲ୍-ଉର୍-ରେହମାନ, PML-Nର ଶାହବାଜ ଶରିଫ୍ ଓ PPPର ଆସିଫ୍ ଅଲି ଜର୍ଦ୍ଦାରୀଙ୍କୁ ସେ ୩ଟି ମୂଷା ବୋଲି ଇଙ୍ଗିତ କରିଥିବା କୁହାଯାଉଛି ।
ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ନ୍ୟାସନାଲ୍ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ ଦଳ ନେତା ଶେହବାଜ ଶରିଫ୍
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ହଲିଉଡର ବିଗେଷ୍ଟ ନାଇଟ୍ । ୯୪ ତମ ଏକାଡେମୀ ଆୱାର୍ଡସ୍ ଉତ୍ସବ । ଏଥର ଓସ୍କାରରେ ବାଜି ମାରିଛି ସାଇ-ଫାଇ ଫିଲ୍ମ ଡ୍ୟୁନ୍ । ଛଅ ଛଅଟି ବିଭାଗରେ ଆଓ୍ୱାର୍ଡ ହାତେଇଛି ଏହି ଫିଲ୍ମ । ବେଷ୍ଟ୍ ସାଉଣ୍ଡ୍, ଫିଲ୍ମ ଏଡିଟିଂ, ପ୍ରଡକ୍ସନ ଡିଜାଇନ୍, ଭିଜୁଆଲ ଇଫେସ, ସିନେମାଟୋଗ୍ରାଫି...
ଲୋକନାଥ ବେଲପଡ଼ା ଅଞ୍ଚଳରେ ବିଜେଡିର ଜଣେ ଜଣାଶୁଣା ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ନିକଟରେ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ
ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଓଟ ସହ ସେଲଫି ନେଲାବେଳେ ସାବଧାନ ହୋଇଯାଆନ୍ତୁ ।
ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...
ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ...
ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...
ବିଦେଶରେ ଏହି ୫ ସାମଗ୍ରୀ ବିକ୍ରି ଉପରେ ଅଙ୍କୁଶ ଲାଗିଛି। ହେଲେ ଆମ ଦେଶରେ ବିନା କୌଣସି ବାଧାରେ ଗାଁ ଗହଳି ସହର ବଜାର ସବୁଠି ସ୍ୱାସ୍ଥ୍ୟହାନିକାରକ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି।
ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରିଥିଲା ବିଭାଗ ।
ପୂର୍ବରୁ ମିଳୁଥିଲା ୭୫ ଦିନ, ଏବେ ମିଳିବ ୧୦୦ ଦିନ । ଭାରତୀୟ ସେନାରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନେ ପୂର୍ବରୁ ମାତ୍ର ୭୫ ଦିନର ଛୁଟି ପାଉଥିଲେ ।