• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

srilanka
ଆର୍ଥିକ ଅନଟନରୁ ଶ୍ରୀଲଙ୍କାରେ ହାହାକାର : ଦେଶବ୍ୟାପୀ ଅଶାନ୍ତିର ନିଆଁ ଭିତରେ ରାଷ୍ଟ୍ରପତିଙ୍କ ପାଇଁ ବଢୁଛି ବିରୋଧ

ପ୍ରାଚୁର୍ଯ୍ୟର ଭୂଖଣ୍ଡରେ ନାହିଁ ନାହିଁର ଆର୍ତ୍ତ ଚିତ୍କାର । ଖାଦ୍ୟ ନାହିଁ, ପାନୀୟ ନାହିଁ, ଔଷଧ ବି ନାହିଁ ଗୁରୁତର ଆର୍ଥିକ ସଙ୍କଟର ଶୀକାର ପରେ ପଡ଼ୋଶୀ ଶ୍ରୀଲଙ୍କାରେ ସୃଷ୍ଟି ହୋଇଛି ଉତ୍କଟ ସ୍ଥିତି

tragic story
୭୫ ବର୍ଷ ଅସହାୟ ଅଜା ଭରସାରେ ଦୁଇ ନାତି : ଓଳିଏ ଖାଇଲେ ଓଳିଏ ଉପାସ, ଦୁଃଖରେ ସାଗରରେ ଅସହାୟ ପରିବାର

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି ।

Imran Khan
ପାକିସ୍ତାନରେ ରାଜନୈତିକ ଅସ୍ଥିରତା : ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସୁପାରିଶରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କଲେ ରାଷ୍ଟ୍ରପତି

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ ପରେ ନ୍ୟାସନାଲ ଆସେମ୍ବଲିଙ୍କୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ୍ ଆଲଭି

school
ଶିକ୍ଷାଦାନର ବିକଳ ଦୃଶ୍ୟ : ବାରଣ୍ଡା ଓ ଗଛମୂଳେ ଗଢ଼ା ଯାଉଛି ଦେଶର ଭବିଷ୍ୟତ

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ଭୋଇସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟଟି ୧୩୭ ବର୍ଷର ପୁରୁଣା । ବିଦ୍ୟାଳୟରେ ଘଗ ଅଭାବରୁ ରୋଷେଇ ଘରେ ଚାଲିଛି ପିଲାଙ୍କ ପାଠପଢା।

save soil movement
ଅବକ୍ଷୟମୁଖୀ ମୃତ୍ତିକା: ୪୦ରୁ ୬୦ ବର୍ଷ ପରେ ଅମଳକ୍ଷମ ହେବନି ମାଟି

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ

 Museum of the Future in Dubai
ଅଭିନବ...ଆକର୍ଷଣୀୟ... ଅଦ୍ୱିତୀୟ... ! ଅଦ୍ଭୁତ ସ୍ଥାପତ୍ୟ ଓ ଆଧୁନିକ ଇଞ୍ଜିନିୟରିଂରେ ଦୁବାଇରେ ନିର୍ମାଣ ହୋଇଛି ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର

୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର...

imran
ବିଦା ହେବେନି ଇମ୍ରାନ୍‌ : ଅବିଶ୍ୱାସ ପ୍ରସ୍ତାବ ଖାରଜ

ପାକିସ୍ତାନରେ ଅବିଶ୍ୱାସ ପ୍ରସ୍ତାବ ଖାରଜ ହୋଇଛି ।

troubleshooter-of-sri-lanka
ଶ୍ରୀଲଙ୍କା ପାଇଁ ସଙ୍କଟମୋଚକ ମୋଦି : ଏବେ ସୁଦ୍ଧା ୨୫୦ କୋଟି ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଛି ଭାରତ

ଶ୍ରୀଲଙ୍କାକୁ ଚୀନ୍‌ ଦେବାଳିଆ କରିସାରିଥିବା ବେଳେ ଅସମୟରେ ଭାଇ ପରି ଛିଡ଼ା ହୋଇଛି ଭାରତ ।

irrigation potential
ଗଡୁଛି ସମୟ ବଢୁଛି ଖର୍ଚ୍ଚ : ରାଜ୍ୟରେ ସେଚ ପ୍ରକଳ୍ପ କାମର ପୋଲ୍ ଖୋଲିଲେ ସିଏଜି

ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି

Pariksha Pe Charcha
ଚାପମୁକ୍ତ ରୁହ, ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ : ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୋଦି ମନ୍ତ୍ର

ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ପାଇଁ ମୋଦି ମନ୍ତ୍ର ଚାପମୁକ୍ତ ରୁହ,ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ । ନୂଆଦିଲ୍ଲୀର ତାଲକତୋରା ଷ୍ଟାଡିୟମରୁ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଦାନମନ୍ତ୍ରୀ

Cameraman Manas Swain Murder
ମାନସ ମର୍ଡର ମିଷ୍ଟ୍ରିର ମହାଖୁଲାସା କଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା : ଅପହରଣ, ହତ୍ୟାଠୁ ଶବ ପୋତିବା ଯାଏଁ ୩ କ୍ରାଇମସ୍ପଟରେ ଡେମୋ

କ୍ୟାମେରାମ୍ୟାନ୍ ମାନସଙ୍କୁ ଚାନ୍ଦବାଲିରୁ କେମିତି ହେଲା ଅପହରଣ ? ଭୁବନେଶ୍ୱର ଦୟାଲ ଆଶ୍ରମରେ କେମିତି କରାଯାଇଥିଲା ହତ୍ୟା ? ନୟାଗଡ଼ ରଣପୁରରେ ଶବ ପୋତି ଦିଆଗଲା କେମିତି

Cameraman Manas Swain murder
ମାନସ ହତ୍ୟା: ଦୋଷ ମାନିଲେ ଶର୍ମିଷ୍ଠା

କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

Apana Eka Nuhanti
ସୁନାର ସ୍ୱପ୍ନକୁ ଚୁନା କରିଦେଲା ଆକ୍ସିଡେଣ୍ଟ୍, ବିଛଣାରେ ପଡ଼ି ସାହାଯ୍ୟ ମାଗୁଛନ୍ତି ଏମବିଏ ଛାତ୍ର

ମନରେ କେତେ କଣ ସ୍ୱପ୍ନ ଥିଲା। ଚାକିରି କରିବା ପରେ ଏହି ସବୁ କାମ କରିବାର ଇଚ୍ଛା ବି ଥିଲା

save soil movement
ମୃତ୍ତିକା ହରାଉଛି ଉତ୍ପାଦନ କ୍ଷମତା,ମାଟିକୁ ପୁନର୍ଜୀବିତ କରିବାକୁ ପଡ଼ିବ : ସଦଗୁରୁ

ମା’ ମାଟି ଉପରେ ପ୍ରଦୂଷଣ ପ୍ରହାର । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବା ବେଳେ ମୃତ୍ତିକା କ୍ଷୟ ମଧ୍ୟ ହେବାରେ ଲାଗିଛି । ଏବେ ଠାରୁ ସା‍ବଧାନ ନହେଲେ ଆଗାମୀ ସମୟରେ ସ୍ଥିତି ଭୟଙ୍କର ହୋଇପାରେ ।

suicide
ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନଶିକ୍ଷକ : ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ଛାତ୍ରୀ

ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

Russian President Vladimir Putin, Ukrainian President Volodymyr Zelensky
ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବେ ପୁଟିନ ? ତୁର୍କୀ ନିଷ୍ପତ୍ତିର ଅନୁପାଳନ କରିବ ତ ଋଷ ?

ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଛି ।

Russia-Ukraine War
୩୭ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ : ଶାନ୍ତି ଆଲୋଚନା ସତ୍ତ୍ୱେ ଆକ୍ରମଣ ଜାରି, ପୁଟିନଙ୍କ କଥା ଉପରେ ଜେଲେନସ୍କିଙ୍କ ଭରସା ପାଉନି

ପୁଟିନଙ୍କ କଥା ଉପରେ ପାଉନି ଜେଲେନସ୍କିଙ୍କ ଭରସା । ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ୟୁକ୍ରେନକୁ ପୁତିନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ଭରସା କରିପାରୁନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

Imran Khan
ସବୁବେଳେ ଟଳମଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆସନ : ୫ ବର୍ଷ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ, ଜାରି ରହିବ କି ପୁରୁଣା ଧାରା?

ସବୁବେଳେ ଟଳମଳ ହେଉଥାଏ ପାକିସ୍ତାନର ପିଏମ୍ ଆସନ ଆଜିଯାଏଁ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି ଜଣେ ବି ପ୍ରଧାନମନ୍ତ୍ରୀ

Manas Swain Murder Case
ହତ୍ୟା ପଛରେ ଖାଲି ଚିପ୍ ନୁହେଁ ? ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳୁଛି ନୂଆ ତଥ୍ୟ

ମାନସଙ୍କୁ ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ପିଟିଥିବା ଅନୁମାନ କରାଯାଉଛି । ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା । ରିମାଣ୍ଡରେ ଆଣି ୪ ଜଣଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Mumbai Terror Attack
କହୁ କହୁ ନିଜ ଦେଶର ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ : ମାନିଲେ ଆତଙ୍କୀ ଅଜମଲ୍ କସାବର ପାକିସ୍ତାନୀ ଲିଙ୍କ୍

୨୦୦୮ ମୁମ୍ବାଇ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ଆତଙ୍କବାଦୀ ଅଜମଲ କସାବର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଛି । ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କୁ ଟାର୍ଗେଟ୍ କରୁକରୁ କସାବ ଗୁମର ଖୋଲିଦେଇଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।