ପଞ୍ଚାୟତକୁ ଦୁର୍ନୀତି ମୁକ୍ତ କରିବା ପାଇଁ ନେଲେ ନିଆରା ପଦକ୍ଷେପ
ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଦିନକୁ ଦିନ କ୍ରାଇମ ସହର ପାଲଟିଗଲାଣି l ସହରରେ ଦିନ ଦ୍ଵିପ୍ରହରରେ ମୋଟର ସାଇକେଲ ଚୋରି ହୋଇଯାଉଛି । ବାରମ୍ବାର ସହରରେ ଘଟଣା ଘଟୁଛି
ଜାତୀୟ ରାଜପଥ ୨୦ ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲରୁ ଲୂଟ ଚାଲିଛି ଶହ ଶହ ଟ୍ରିପ ମାଟି। ଜୈନେକ ଠିକା ସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଚଲାଇଛି ଲୁଟ
ସିବିଡିଟି କହିଛି ଯେ, ୨୦୨୨ ଏପ୍ରିଲ ୧ରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ଆଧାର ସହିତ ପାନ୍ କୁ ଲିଙ୍କ୍ କରିବେ, ତେବେ ତାଙ୍କୁ ୫୦୦ ଟଙ୍କା ଫାନ୍ ଦେବାକୁ ପଡିବ
ଏନ.ଏ ସ୍ନେହନ (NA Snehan) ସମୁଦ୍ରରେ ୫୭ କିଲୋମିଟର ଅତିକ୍ରମ କରିଛନ୍ତି । ୧୯ ଘଣ୍ଟା ୪୫ ମିନିଟ ଏହି ଦୂରତାକୁ ପହଁରି ବିରଳ ରେକର୍ଡ କରିଛନ୍ତି ।
ଯୁଦ୍ଧ ଚାଲିଥିବା ବେଳେ ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନିଶ୍ଚିତପୁର ଗ୍ରାମର ଚିତ୍ତରଞ୍ଜନ ବେହେରା । ତିନି ବର୍ଷ କଠିନ ପରିଶ୍ରମ କରି ବିଏସଏଫରେ ଚାକିରୀ କରିଛନ୍ତି । ବାପା ଅନନ୍ତ ବେହେରା ରିକ୍ସା ଚଳାଇ ପୁଅକୁ ପାଠ ପାଠ ପଢାଇ ଥିଲେ
ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା...
ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ କେବେ ଜାଣିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। କୋରାପୁଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ଦୁବାଇ ଏକ୍ସପୋରେ କେନ୍ଦ୍ରମନ୍ତ୍ରୀ ମତୁଆଲା ମୁଡ଼ରେ । ମିଡିଆ ସହ କଥାବାର୍ତ୍ତା ସରିବା ପରେ ଧୂମ୍ ମଚାଇଲେ ଅନୁରାଗ ଠାକୁର। ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ।
ବର୍ଷେ ପରେ ଘରକୁ ଫେରିଛନ୍ତି BSF ଯବାନ। ବାଜା ବଜାଇ, ବାଣ ଫୁଟାଇ ବୀର ପୁଅକୁ ବୀର ମାଟିରେ କରଗଲା ସ୍ୱାଗତ। ଭାବବିହ୍ୱଳ ହେଲେ ଗାଁ ଲୋକେ। ସେପଟେ ମାଆ କହିଲେ, ସିଏ ମୋ ପୁଅ ନୁହେଁ ବରଂ ଭାରତ ମାତାର ପୁଅ
ବର୍ତ୍ତମାନ ସମୟରେ ଶ୍ରୀଲଙ୍କାରେ ପର୍ଯ୍ୟାପ୍ତ କାଗଜ ଓ କାଳି ନଥିବାରୁ ସ୍କୁଲ ପରୀକ୍ଷା ଓ ଖବର କାଗଜ ମୁଦ୍ରଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି
ବିଚିତ୍ର ପାଇଖାନା... ଗୋଟିଏ ବି ରଡ୍ ନାହିଁ, ବାଉଁଶ-କାଠ ଉପରେ ପଡିଲା ଛାତ
ଛାତ୍ରୀଙ୍କ ପାଠପଢ଼ା ଉପରେ ତାଲିବାନୀ ଅଙ୍କୁଶ। ଉଚ୍ଚଶିକ୍ଷା ତ ଦୂରର କଥା, ହାଇସ୍କୁଲରେ ବି ପାଦ ରଖିପାରିବେନି ଆଫଗାନୀ ଝିଅ । ଷଷ୍ଠ ଶ୍ରେଣୀ ପରେ କୌଣସି ଛାତ୍ରୀ ଆଉ ସ୍କୁଲ ଯାଇପାରିବେ ନାହିଁ ବୋଲି ତାଲିବାନ ସରକାର ନିର୍ଦ୍ଦେଶ ଦେଇଛି
ଇ-ଗାଡ଼ିର ଡିଲରସିପ୍ ନେବାର ଦେଖୁଥିଲେ ସ୍ୱପ୍ନ। ବ୍ୟାଙ୍କରୁ କିସ୍ତି ଆଣି ମାଆଙ୍କ ନାଁରେ ବ୍ୟବସାୟ ଆରମ୍ଭ କରିବେ କ’ଣ? ବ୍ୟାଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା,
କଏନ୍ ଦେଇ ବାଇକ୍ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।
ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି
ଚାଉଳ ନାହିଁ, ଗହମ ନାହିଁ, କାଗଜ ନାହିଁ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ବି ନାହିଁ । ଯେଉଁଠି ଦେଖିବ ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ଲୋକଙ୍କ ଲମ୍ବା ଲାଇନ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁର ଆମଦାନୀ ଲାଗି ଶ୍ରୀଲଙ୍କା ସରକାର ପାଖରେ ଟଙ୍କା ବି ନାହିଁ
ଥମିବ ଯୁଦ୍ଧ । ତ୍ରାହି ପାଇବେ ୟୁକ୍ରେନ୍ ଜନତା । ହେଲେ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା କେତେ ଦୂର ସମ୍ଭବ ହେବ ?