• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Nitin Gadkari
ନିତିନ୍‌ ଗଡ଼କରୀଙ୍କ ବଡ଼ ଘୋଷଣା : ରାସ୍ତାରେ ରହିବନି ଟୋଲ୍ ପ୍ଲାଜା, ଜିପିଏସ ମାଧ୍ୟମରେ କଟିବ ଶୁଳ୍କ

ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପରେ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି । ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ସଂଗ୍ରହ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

Russia Ukraine War
ଯୁଦ୍ଧ ପାଇଁ ସଜା ଭୋଗୁଛନ୍ତି ନିରୀହ : ଋଷ ଆକ୍ରମଣରେ ଏବେ ସୁଦ୍ଧା ୟୁକ୍ରେନ୍‌ର ୧୪୩ ଶିଶୁ ମୃତ, ୨୧୬ ଗୁରୁତର

ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍‌ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।

Pramod Sawant
ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ : ୮ ମନ୍ତ୍ରୀଙ୍କ ସହ ନେଲେ ଶପଥ

ଆଜି ଦିନ ୧୧ଟାରେ ଗୋଆର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Bhagwant Mann
ବଡ଼ ଘୋଷଣା କଲେ ଭଗୱନ୍ତ ମାନ୍ : ଦିଲ୍ଲୀ ମଡେଲରେ ଚାଲିବ ପଞ୍ଜାବ, ଘରେ ଘରେ ପହଞ୍ଚିବ ରାସନ

ରାଜ୍ୟର ଲୋକଙ୍କୁ ଆଉ ରାସନ ପାଇବା ପାଇଁ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ତେବେ ରାସନ ଡିପୋ ନିକଟରେ ରହୁଥିବା ଲୋକମାନେ ଏହାକୁ ଡିପୋରୁ ପାଇପାରିବେ ।

Imran Khan
ଚାଲିଯିବ କି ଇମ୍ରାନ୍‌ ଖାନ୍‌ଙ୍କ ଚୌକି ? ଆଜି ପାକ୍ ପ୍ରଧାନମନ୍ତ୍ରୀଙ୍କ ଅଗ୍ନିପରୀକ୍ଷା

ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ସନ୍ଧ୍ୟା ପ୍ରାୟ ୪ଟାରେ ଉପସ୍ଥାପିତ ହେବ ଅନାସ୍ଥା ପ୍ରସ୍ତାବ ।

Supreme Court
ହିନ୍ଦୁଙ୍କୁ ମିଳିପାରିବ ସଂଖ୍ୟାଲଘୁ ମାନ୍ୟତା ! ସୁପ୍ରିମକୋର୍ଟରେ କହିଲେ କେନ୍ଦ୍ର ସରକାର

୯ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେବାର ଦାବି ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ।

corona virus
କରୋନା ପାଇଁ ଚୀନରେ ହାହାକାର ସ୍ଥିତି : ସଂଘାଇରେ ପୁଣି ଲାଗିଲା ଲକଡାଉନ୍

ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କୋଭିଡ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଚୀନର ସବୁଠାରୁ ବଡ ସହର ସଂଘାଇକୁ ପୁଣି ଥରେ ଲକଡାଉନ୍ ଫେରିଛି । ସହରର ଅଧିକାଂଶ ଅଂଶରେ ଏକ ଲକଡାଉନ୍ ଲଗାଯାଇଛି ।

death
କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବଦମ୍ପତିଙ୍କ ଜୀବନ ଶିଖା

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଳପଡା ଗାଁର ରବୀନ୍ଦ୍ର ବେହେରା ଏବଂ ତାଙ୍କ ସ୍ତ୍ରୀ ଅନୁସୂୟା । ମାତ୍ର ୮ମାସ ର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇ ଉଭୟ ଆର ପାରିକୁ ଚାଲିଯାଇଛନ୍ତି । ମାର୍ଚ୍ଚ ମାସ ୨୪ ତାରିଖ ମଧ୍ୟରାତ୍ରିରେ ଘର ଠାରୁ କିଛି ଦୂରରେ ଏକ...

Smriti Irani Vs Smita Prakash
ଫଟୋ କ୍ରେଡିଟ୍ ପାଇଁ କେନ୍ଦ୍ରମନ୍ତ୍ରୀ ଓ ଏଏନଆଇର ଏଡିଟରଙ୍କ ମଧ୍ୟରେ ଟ୍ୱିଟ୍ ୱାର

କେନ୍ଦ୍ରମନ୍ତ୍ରୀ ଉଠାଇଲେ ଫଟୋ, ଆଉ କ୍ରେଡିଟ୍ ଗଲା ଏନଏନଆଇକୁ । ସ୍ମୃତି ଉଠାଇଥିବା ଫଟୋକୁ ଏକ ଖବରକାଗଜରେ ଛପାଯାଇଥିବା ବେଳେ, ଫଟୋ କ୍ରେଡିଟ୍‌ ଏଏନଆଇକୁ ଦିଆଯାଇଛି ।

Imran Khan
ପାକିସ୍ତାନ ରାଜନୀତି ପଡ଼ିଆରେ ଶେଷ ଓଭର ଖେଳୁଛନ୍ତି କି ଇମ୍ରାନ୍?

ଆସନ୍ତାକାଲି ନ୍ୟାସନାଲ ଆସେମ୍ଲିରେ ଅନାସ୍ଥା ପ୍ରସ୍ତାବ ଆସିବା ପୂର୍ବରୁ ଇସ୍ଲାମାବାଦରେ ପାଓ୍ୱାର ସୋ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଲକ୍ଷ ଲକ୍ଷ ସମର୍ଥକଙ୍କୁ ନେଇ ପରେଡ୍ ଗ୍ରାଉଣ୍ଡରେ ହୋଇଛି ବିଶାଳ ସମାବେଶ । ତେଣେ କ୍ଷମତା ଦଖଲ ଲକ୍ଷ୍ୟରେ ବିରୋଧୀ ଦଳ ମାନେ ବି...

bjp
ପରାଜୟ ସତ୍ତ୍ୱେ ମହାନଗରରେ ବଢିଛି ବିଜେପିର ଭୋଟ୍ ପ୍ରତିଶତ : ଅପରାଜିତା କହିଲେ, ରାଜ୍ୟ ନେତୃତ୍ୱ ଶକ୍ତିଶାଳୀ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା ପ୍ରଦର୍ଶନ

ବଦଳୁଛି କି ରାଜଧାନୀବାସୀଙ୍କ ମୁଡ୍? ଭୁବନେଶ୍ୱର ମହାନଗର ନିଗମର ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଏକ ଲକ୍ଷ ୧୩ ହଜାର ୪ଶହ ଭୋଟ ମିଳିବା ପରେ ଏବେ ଏଭଳି ପ୍ରଶ୍ନ ଉଠିଛି ।

bjp
ବିଜେଡି ପାଇଁ କାଳ ହେଲେ କି ବିଦ୍ରୋହୀ?

ତିନି ମହାନଗର ନିଗମର ମେୟର ପଦ ହାତେଇବା ସହ କର୍ପୋରେଟର ନିର୍ବାଚନରେ ବି ସବୁଠି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି ହେଲେ ସବୁଠି ବଢ଼ିଛି ବିଜେପିର ଭୋଟ୍ ପ୍ରତିଶତ ଏମିତିକି ଗତଥର ତୁଳନାରେ ଏଥର ଦଳର କର୍ପୋରେଟର ସଂଖ୍ୟା ବି ବଢ଼ିଛନ୍ତି କିନ୍ତୁ କେବଳ କଟକକୁ ଛାଡ଼ି...

ulb election
କାହିଁକି ହେଭିୱେଟଙ୍କ ଗଣିତ ଫେଲ୍ ମାରିଲା?

ର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା । ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା । କେବଳ ବିଜେପି କି କଂଗ୍ରେସ ନୁହନ୍ତି, ଶାସକ ବିଜେଡିର ହେଭିୱେଟ ବି ଅନେକ ସ୍ଥାନରେ ପୌରାଧ୍ୟକ୍ଷ ଆସନ ହାତେଇବାରେ ଫେଲ୍ ମାରିଛନ୍ତି ଶାସକ ବିଜେଡି । ପୌରାଧ୍ୟକ୍ଷ ଭୋଟ୍...

Cameraman Manas Murder Case
ଶର୍ମିଷ୍ଠାଙ୍କ କାର୍ ଖୋଲିବ କି ମୃତ୍ୟୁ ରହସ୍ୟ ?

କାହିଁକି ଓ କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ?

Death Of Gangapur IIC
୩ ଦିନ ପରେ ବି ରହସ୍ୟ ଘେରରେ ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ : ଅଘଟଣ ନା ଆଉ କିଛି, ବଢୁଛି ସନ୍ଦେହ . .

ଗଞ୍ଜାମ ଗାଙ୍ଗପୁର ଥାନା IICଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ? ଚାପରେ ଥାଇ ଆତ୍ମହତ୍ୟା, ସର୍ଭିସ ରିଭଲଭରରୁ ଅକସ୍ମାତ ଗୁଳି ଫୁଟି ନା ଅନ୍ୟ କେଉଁ ଅନାଲୋଚିତ କାରଣ ପାଇଁ ମୃତ୍ୟୁ ଫାସରେ ପଡ଼ିଗଲେ ଥାନାଧିକାରୀ ଦେବ କୁମାର ଗମାଙ୍ଗ?

Municipal Elections 2022
ପୌର ନିର୍ବାଚନରେ ବହୁ ହେଭିୱେଟଙ୍କୁ ଝଟକା : ଗଡ଼ ବଜାୟ ରଖିପାରିଲେନି ଅନେକ ବଡ଼ ବଡିଆ ନେତା

ରାଜନୈତିକ ସମୀକ୍ଷକଙ୍କ ମତରେ ସହରାଞ୍ଚଳ ଭୋଟ୍ ବେଳେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ଅସନ୍ତୋଷ ରହିଥାଏ । ତେଣୁ ଫଳାଫଳ ଏଭଳି ହୋଇଛି । ଆଗକୁ ସେଥିରେ ସୁଧାର ନଆସିଲେଲେ ଓ ଲୋକଙ୍କ ସମସ୍ୟା ସମାଧାନ ନକଲେ ତାର ପ୍ରଭାବ ପଡିବ ।

Prithiviraj Harichandan
‘୨୦୨୪ରେ ବିଜେଡି ଶକ୍ତ ଧକ୍କା ଖାଇବ’

ବିଜେଡ଼ି କେମିତି ଜିତିଛି ଆଉ କଣ ସବୁ କରି ଜିତିଛି ସମସ୍ତେ ଜାଣିଛନ୍ତି। ଟଙ୍କା ବାଣ୍ଟିଲେ, ସରକାରୀ କଳକୁ ନିଜ ସ୍ୱାର୍ଥରେ ଲଗାଇଲେ।

Narasingha Mishra
ଇଭିଏମ୍ ମେଶିନରେ ହଜେଇଦେଲେ ହାତ ଚିହ୍ନ !

ଯିଏ ଗଣତନ୍ତ୍ରଙ୍କୁ ଧ୍ୱଂସ କରିବାକ ଚାହେଁ ସିଏ ସବୁ ସିଟ୍ ମାଡିବସିବାକୁ ପ୍ରୟାସ କରେ। ଏଠି ଓଡ଼ିଶାରେ ବିଜେଡି ଓ ନବୀନ ପଟ୍ଟନାୟକ ସେୟା କରୁଛନ୍ତି। ଆଉ ଗୋଟେ କଥା ହେଲା, ଏତେ ସମର୍ଥନ ପାଇଲେ ମଧ୍ୟ ଏତେ ତଳକୁ ଖସିଯାଉଛନ୍ତି କେମିତି?

Sura Routray
ମୋ ୫୦ ବର୍ଷ କ୍ୟାରିୟରରେ ମୁଁ ଆଜି ହାତ ଟେକି ଦେଉଛି

‘ଚୋର ହେଇଥା, ଡକାୟତ ହେଇଥା, ପଇସା ଖାଇଥା। ଥରେ ତମେ ଜିତିଗଲା ପରେ ତମେ ହିରୋ... ୱେଲ୍ କମ୍। ମୋ ୫୦ ବର୍ଷ କ୍ୟାରିୟରରେ ମୁଁ ଆଜି ହାତ ଟେକି ଦେଉଛି

Sura Routray
ସୁରଙ୍କୁ ଅଟୋରେ ବୁଲାଇଲେ ଜଣେ ମହିଳା

ନିଜ ଝିଅ ପାଇଁ କଷ୍ଟ କରି ରାଜଧାନୀରେ ଅଟୋ ଚଲାଉଥିବା ଜଣେ ମହିଳାଙ୍କ ଅଟୋରେ ବସିଲେ ଜଟଣୀ ବିଧାୟକ ସୁର ରାଉତରାୟ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।