ଶରୀରରରେ ଖାଦ୍ୟର ସନ୍ତୁଳନ ଠିକ୍ ରହିଲେ ଓଜନ ଠିକ୍ ରହିଥାଏ । ଓଜନ କମାଇବା ଯେତିକି କଷ୍ଟ, ଓଜନ ବଢାଇବା ମଧ୍ୟ କିଛି ଲୋକଙ୍କ ପାଇଁ ସମାନ କଷ୍ଟ । ଆଜି ଆମେ ଜାଣିବା କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ପାଇଥାଏ ।
ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।
ରସୁଣ ଯେକୌଣସି ରୋଷେଇର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଏହାର ବିଶେଷତା କେବଳ ଏତିକି ନୁହେଁ, ଆମେ ଏହାକୁ ଅନେକ ରୋଗରୁ ରକ୍ଷା ପାଇବା ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ । ରସୁଣରେ ପ୍ରୋଟିନ୍, କାର୍ବସ୍, ମିନେରାଲ୍ସ, ଚୂନ ଏବଂ ଆଇରନ୍ ଥାଏ ।
ଏଆଇଏମଆଇଏମ୍ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ...
ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି
ଘରେ ଆପଣ ଚିଙ୍ଗୁଡ଼ିର ଅନେକ ପ୍ରକାରର ରେସିପି ଖାଇଥିବେ । ଆଜି ଆମେ ଏକ ନୂଆ ଓ ଦେଶୀ ଶୈଳୀରେ ଚିଙ୍ଗୁଡ଼ିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ରସୁଣ ଚମଚମ୍’ ।
ବାପା ମାଆଙ୍କର ସ୍ୱପ୍ନ ପୂରଣ କଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହରିୟାଣାର ନୀରଜ ଚୋପ୍ରାଙ୍କ ଏକ ଛୋଟ ସ୍ୱପ୍ନ ଆଜି ପୂରଣ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି...
ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ ।...
ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ । କାହିଁକି ନା ଦୁହେଁ ବାପା ମାଆ ହୋଇ ଯାଇଛନ୍ତି । ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ...
ପ୍ରତ୍ୟେକ ମଣିଷର ବ୍ଲଡ୍ ଗ୍ରୁପ୍ ଅଲଗା । ମଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍ ଗ୍ରୁପ୍ ମିଳିଥାଏ A, B, O ଏବଂ AB, ଯାହା ଆଧାରରେ କିନ୍ତୁ ଆପଣ ଜାଣନ୍ତି କି ବ୍ଲଡ୍ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ।
ଆଗରୁ ମଟନ୍ରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଏକ ନୂଆ ଶୈଳୀରେ ମଟନର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଦହି ମଟନ୍’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା...
ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର କିଛି ଦିନ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲିପାରୁ ନାହାନ୍ତି ,ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବଲିଉଡ...
ପ୍ରେମ କେତେବେଳେ ଓ କାହା ସହିତ ହୁଏ ତାହା କହି ହୁଏନି । ପ୍ରେମ ପାଇଁ କେବଳ ଦରକାର ସୁନ୍ଦର ହୃଦୟଟିଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ,ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ । ପ୍ରେମ ପାଇଁ...
ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ...
ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା।
ଆଜି ଘୋଷଣା ହେବ ଟି ଟ୍ୱେଣ୍ଟି ଟିମ୍। ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଚୟନ କମିଟି ବୈଠକ। ଘୋଷଣା ହେବ ୧୫ଜଣିଆ ଖେଳାଳି ତାଲିକ। ବିରାଟ କୋହିଲିଙ୍କୁ ପୁଣି ଅଧିନାୟକ ଘୋଷଣା କରାଯାଇପାରେ।
ରୋଷେଇ ଘରେ ଯେଉଁ ମସଲା ଆମେ ବ୍ୟବହାର କରୁ ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏଥି ସହ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ୱାରା, ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ପରିବର୍ତ୍ତନ...
ବଦଳିବ କି ମୂର୍ତ୍ତିର ଉଚ୍ଚତା ? ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ। ନିୟମରେ କିଛି ହେବକି ପରିବର୍ତ୍ତନ ? କଟକ ଶାନ୍ତି କମିଟି ଓ ପୂଜା କମିଟିର ୧୦ ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି।
ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ।
ଆଫଗାନିସ୍ତାନରେ ନୂଆ ତାଲିବାନ ସରକାର। ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ । ଉପପ୍ରଧାନମନ୍ତ୍ରୀ ହେବେ ଅବଦୁଲ ଘନି ବରାଦର। ଏନେଇ ପ୍ରେସ ମିଟରେ ସ୍ପଷ୍ଟ କରିଛନ୍ତି ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍। ସିରାଜୁଦ୍ଦିନ୍ ହକାନିଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।