ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ ।
ଆଜି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀର ଏହି ବିଶେଷ ଉତ୍ସବରେ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ମଧ୍ୟ ପ୍ରଶଂସକମାନଙ୍କୁ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମାଷ୍ଟମୀ ଅବସରରେ ବଲିଉଡର ସେଲିବ୍ରେଟିମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ଆମେରିକାର କୁଖ୍ୟାତ ଡକାୟତ ବିଲି ଦ କିଡଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକ ୪୪.୩୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ବନ୍ଧୁକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ମୂଲ୍ୟର ବନ୍ଧୁକ ।
ଘରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ଯେତିକି ସୁଆଦିଆ ଓ ସେତିକି ସ୍ୱାସ୍ଥ୍ୟକର। ତେବେ ଆଜି ଆମେ ଆପଣମାନଙ୍କୁ ପନିର ଓ ବାଦାମରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପନିର-ବାଦାମ ଟିକ୍କି’। ଏହି...
ଆଜିକାଲିର ପିଲାମେନେ ସାଧାରଣତଃ କମ୍ପ୍ୟୁଟର ବା ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି । କମ୍ପ୍ୟୁଟରରେ କୋଡ଼ିଂ କରି ୨ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ୧୨ ବର୍ଷର ସ୍କୁଲ ଛାତ୍ର । ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଅଶ୍ଟର୍ଯ୍ୟ ଲାଗିପାରେ । କିନ୍ତୁ...
ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ
ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ...
ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନୀସ୍ତାନରେ ତାଲିବାନର ଆକ୍ରୋଷରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଦେଶ ଛାଡି ପଳାଇଯିବାକୁ ଚାହୁଁଛନ୍ତି । ହେଲେ ତାଲିବାନ ବାହିନୀ ଶନିବାର କାବୁଲର ବିମାନ ବନ୍ଦରକୁ ବନ୍ଦ କରିଦେଇଛି ।ଅଗଷ୍ଟ 15ରେ ତାଲିବାନ କାବୁଲକୁ କାବୁ କରିବା...
OSSSC ଦ୍ୱାରା ପରିଚାଳିତ RI ପରୀକ୍ଷାରେ ସାମ୍ନାକୁ ଆସିଲା ବଡ଼ ବିଭ୍ରାଟ। ଆଜି ଅନୁଷ୍ଠିତ ହୋଇଥିବା RI(ରାଜସ୍ୱ ନିରୀକ୍ଷକ) ପରୀକ୍ଷାରେ ୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଆଡମିଟ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଲେଖା ହୋଇଥିବା ବେଳେ ଏହା କିନ୍ତୁ ସେଣ୍ଟର ହୋଇନାହିଁ।...
ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି
ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଅର୍ମାନ୍ କୋହଲିଙ୍କୁ ଗିରଫ କରିଛି। ଅର୍ମାନ୍ଙ୍କ ଘରୁ ବ୍ୟାନ୍ ହୋଇଥିବା ଡ୍ରଗ୍ସ ମିଳିବା ପରେ ଗତକାଲି ରାତିରେ NCB ତାଙ୍କୁ ପଚରାଉଚରା କରିଥିଲା।...
ସୁପରହିଟ୍ ରାପର ଗାୟକ ବାଦଶାହ ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ 'ପାନି-ପାନି' ଇଣ୍ଟରନେଟରେ ହଇଚଇ ମଚେଇ ଦେଇଛି । 'ଗେନ୍ଦା ଫୁଲ' ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍ ହେବାରେ ଲାଗିଛି । ବାଦଶାହ ଏବଂ ଜ୍ୟାକଲିନଙ୍କ ଏହି ବର୍ତ୍ତମାନ...
ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଅଧିକାଂଶ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥାଉ । ଶରୀର ପାଇଁ ପୋଷକ ତତ୍ତ୍ୱ ଯୋଗାଉଥିବା ଖାଦ୍ୟ ମଧ୍ୟ ସେବନ କରିଥାଉ । ସେହି ଖାଦ୍ୟ ମଧ୍ୟରେ କାଜୁରେ ଭରି ରହିଛି ପୋଷକ ତତ୍ତ୍ୱ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ...
ଆମିଷରେ ମାଛକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ମାଛର ଦେଶୀ ରେସିପି ଗୁଡିକ ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆମେ ଆପଣ ମାନଙ୍କୁ ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି...
ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର...
ଭାରତ ପାଇଁ ଗର୍ବ ଆଣିଲେ ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍ରେ ଭାବିନାଙ୍କୁ ମିଳିଛି ସିଲଭର। ପାରାଲିମ୍ପିକ୍ସ ଟେବୁଲ ଟେନିସ୍ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ।...
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ...
ଏହି ଦୁନିଆରେ ମାଆକୁ ଭଗବାନଙ୍କ ରୂପ କୁହାଯାଏ । ସନ୍ତାନ ଦୁଃଖକୁ କେବେ ବି ଦେଖିପାରେ ନାହିଁ । ନିଜ ପିଲାର ଦୁଃଖ ଦୂର କରିବା ପାଇଁ ସେ କିଛି ବି ବିପଦକୁ ନିଜ ଉପରକୁ ନେଇ ଯାଇଥାଏ । ଏବେ ସୋସିଆଲ ମିଡିଆରେ ଏକ ଖବର ବହୁତ...
ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ୍ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ସବୁବେଳେ ସେ କିଛି କିଛି କ୍ୟାପସନ୍ ବା ଫଟୋ ସେୟାର କରିଥାନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହି ସେଲଫି ସହିତ ସେ ଏକ...
ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି...