• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

Kapil and Bharti
କପିଲ-ଭାରତୀଙ୍କ 'ବସପନ କା ପ୍ୟାର' ଗୀତ ଶୁଣି ହସି ହସି ବେଦମ ହେଲେ ଫ୍ୟାନ୍

ଯେବେ କମେଡି କିଙ୍ଗ୍ କପିଲ ଶର୍ମା ଓ ଭାରତୀ ସିଂ ଏକାଠି ନଜର ଆସିଥାନ୍ତି ସେଇଠି ହସି ହସି ବେଦମ ହୋଇଯାନ୍ତି ଦର୍ଶକ । କପିଲ ଶର୍ମା ଏବଂ ଭାରତୀ ସିଂ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଉଭୟଙ୍କର ଏହି ଭିଡିଓ ବହୁତ...

home loan
ଗୃହ ନିର୍ମାଣକାରୀଙ୍କ ପାଇଁ ଖୁସି ଖବର! ଅଗଷ୍ଟ ୩୧ ଯାଏଁ ଗୃହ ଋଣ ପାଇଁ ପ୍ରୋସୋସିଂ ଫି ଛାଡ କଲା SBI

ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ସବୁବେଳେ କିଛି ନା କିଛି ଅଫର ଆଣିଥାଏ । ଭାରତର ସର୍ବବୃହତ ଋଣଦାତା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକା ଅଫର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ...

Frindship day
ଆଜି ହେଉଛି ବନ୍ଧୁତ୍ୱ ଦିବସ; ଜାଣନ୍ତୁ କାହିଁକି ପାଳନ କରାଯାଏ...

ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି...

Mirabai chanu
ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ଅଲିମ୍ପିଆନସ୍ ମୀରାବାଇ ଦିନରାତି କିପରି ପରିଶ୍ରମ କରିଥିଲେ ଏବଂ ବହୁ ଅସୁବିଧାକୁ ଏଡ଼ାଇ କିପରି ଏହି ସ୍ଥାନରେ ପହଞ୍ଚିଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ । ଭାରୋତ୍ତୋଳନକାରୀ...

clock
ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି...

shilpa shetty
ଶିଳ୍ପାଙ୍କୁ ସପୋର୍ଟ କଲେ ହଂସଲ ମେହେଟ୍ଟା

ଶିଳ୍ପା ଶେଟ୍ଟୀଙ୍କୁ ଟ୍ରୋଲ କରିବା, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟିଙ୍କ ନିରବତା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ହଂସଲ ମେହେଟ୍ଟା । ସେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୟୁଇଟ୍ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ମେହେଟ୍ଟା ବହୁତ...

MS Dhoni
ମାହିଙ୍କ ନୂଆ ଲୁକ୍, ସୋସିଆଲ ମିଡିଆରେ ଭାଇରାଲ ହେଲା କ୍ୟାପଟେନ କୁଲଙ୍କ ହେୟାର ଷ୍ଟାଇଲ

ସୋସିଆଲ ମିଡିଆରେ ଛାୟୀ ହୋଇ ଯାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ । କ୍ରିକେଟ ଆଇକନ୍ ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ସହ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ...

marriage
ଅଜବ ପ୍ରଥା ,ବିବାହ ପୂର୍ବରୁ ବର-କନ୍ୟାଙ୍କୁ ଫିଙ୍ଗାଯାଏ ପଚା ଅଣ୍ଡା-ଟମାଟୋ

ବିବାହକୁ ନେଇ ଅନେକ ଦେଶରେ ଅନେକ ପ୍ରଥା ରହିଛି । ଦୁନିଆରେ ଏମିତି କିଛି ଦେଶରେ ବିବାହକୁ ନେଇ ଅଜବ ପରମ୍ପରା ରହିଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସ୍କଟଲ୍ୟାଣ୍ଡରେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ପଚା ଅଣ୍ଡା ଓ ଟମାଟୋ...

PRAVAS
ରିଲିଜ୍ ହେଲା ‘ରାଧେଶ୍ୟାମ’ର ନୂଆ ପୋଷ୍ଟର; ଧୂମ୍ ମଚେଇଲା ପ୍ରଭାସଙ୍କ ନୂଆ ଲୁକ୍

ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗେଡେଙ୍କ ‘ରାଧେଶ୍ୟାମ’ ଫିଲ୍ମ ଆଜି ରିଲିଜ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଥିଲା ।

sonu sood
ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଗରିବ ଓ ଅସହାୟ ମଣିଷଙ୍କ ପାଇଁ ଦେବଦୂତ ସାଜିଛନ୍ତି । ନିଜ ଜନ୍ମଦିନ ଅବସରରେ ମନ କଥା ଜାହିର କରି ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟରେ ସେ ଆହୁରି ପ୍ରଂଶସାର ପାତ୍ର ପାଲଟି ଯାଇଛନ୍ତି ।

sanjay dutt
‘ଅଧିରା’ର ନୂଆ ଲୁକ୍ : ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସଞ୍ଜୁ ବାବା

ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗିଫ୍ଟ । ଆଗକୁ ଆସୁଥିବା ଫିଲ୍ମ ‘KGF:Chapter 2’ ର ତାଙ୍କର ଖତରନାକ୍ ଲୁକର ପୋଷ୍ଟର ନିଜ ଫ୍ୟନ୍ସଙ୍କ ସହିତ ସେୟାର କରିଛନ୍ତି ବାବା । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟରେ ଅଧିରା ଲୁକରେ...

raj kundra
ଶର୍ଲିନ ଚୋପ୍ରାଙ୍କ ନୂଆ ଖୁଲାସା: ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା

ଅଶ୍ଳୀଳ ବିବାଦରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ମଡେଲ ଶର୍ଲିନ ଚୋପ୍ରା ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ଶର୍ଲିନ ରାଜ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି ।...

RAJ KUNDRA
କେସ୍‌ରେ ଫସିବା ଆଗରୁ ମୋବାଇଲ ବଦଳାଇଥିଲେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନା‌କୁ ଆସିଛି ।...

corona
ପିଲାଙ୍କ ଉପରେ ଦାଉ ସାଜୁଛି କରୋନା, ଏଇ ଦେଶରେ ସପ୍ତାହରେ ନେଲାଣି ୧୦୦ ଜୀବନ

ଜାକାର୍ତ୍ତା: ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।