ପୌର ଭୋଟ୍ ବାଟ ସଫା। ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ପାରିତ। ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଲା। ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ।
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ। ସ୍ମାର୍ଟସିଟି ମିଶନ ଯୋଜନାରେ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ବିଧାନସଭାକୁ ଅବଗତ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ନାବାଳିକାର ସନ୍ଦେହକନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ବରିଷ୍ଠ ବିଜେପି ନେତା ମୁରଲୀ ମନୋହରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ତଳି କେନ୍ଦୁଝର୍ ଏସପିଙ୍କୁ ଭେଟି ଶୀଘ୍ର ତଦନ୍ତ ପାଇଁ ଦାବି କରିଛନ୍ତି।
ଘରେ ଆଳୁରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ବେଶୀ ସୁଆଦିଆ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆଳୁରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଆଳୁ ଲଚ୍ଛା ପରଟା’ ।...
ଭାରତୀୟ କ୍ରିକେଟ ଟିମ୍ର ଓପନର ଶିଖର ଧୱନ୍ ଓ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀ ଏବେ ଅଲଗା ହୋଇ ଯାଇଛନ୍ତି । ୮ ବର୍ଷର ସଂପର୍କରେ ପଡିଯାଇଛି ଫାଟ । ଏବେ ୨ ଜଣଙ୍କର ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ଶିଖର ଧୱନଙ୍କ...
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ ଆଣି ଦେଇଛି ରେଳ ବିଭାଗ । କୋଣାର୍କ ରେଲୱେ କର୍ପୋରେସନ୍ ଲିମିଟେଡ୍ ଓ ଜାମ୍ମୁ କାଶ୍ମୀରରେ ପରିଚାଳିତ ହେବାକୁ ଥିବା USBRL ପ୍ରକଳ୍ପ ପାଇଁ ଏକ ବୈଷୟିକ ସହାୟକର ଆବଶ୍ୟକତା ରହିଛି । ଏନେଇ କୋଣାର୍କ...
ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପ୍ରଦର୍ଶନ କରିଥିଲା । ତେବେ ଏନେଇ ଅନୁଷ୍କାଙ୍କ ଖୁସିର ସୀମା ନ ଥିଲା । ଭାରତୀୟ ଦଳ ଓଭାଲ ଟେଷ୍ଟ ଜିତିଛି। ଏଭଳି ପରିସ୍ଥିତିରେ ଅନୁଷ୍କା...
ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ଅଟେ ।...
ସାଧାରଣତଃ ଘରେ ପୋଟଳ ରସା,ପୋଟଳ ଭଜା ତିଆରି ହୋଇଥାଏ । ଆଜି ଆମେ ପୋଟଳର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ପୋଟଳ କୋଫ୍ତା’। ଏହି ରେସିପିଟିକୁ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।...
ରବିନା ଫିଲ୍ମରେ ନଜର ଆସୁ ନାହାନ୍ତି କିନ୍ତୁ ତାଙ୍କର ଲୋକପ୍ରିୟତା ଏପର୍ଯ୍ୟନ୍ତ କମି ନାହିଁ । ନିକଟରେ ରବିନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତାଙ୍କ ଫଟୋକୁ ଦେଖି ପ୍ରଶଂସକ ତାଙ୍କୁ...
ଆଫଗାନିସ୍ତାନ ତାଲିବାନକୁ ଅକ୍ତିଆର କରିବା ପରଠୁ ସେଠାକାର ପରିସ୍ଥିତିର ଫଟୋ ସାମ୍ନାକୁ ଆସୁଛି । ଏବେ କଲେଜର ଏକ ଫଟୋ ସୋସିଆଲ ମିଡ୍ଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ କରିବା ପରେ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଛି...
ବଲିଉଡର ବାର୍ବି ଡଲ୍ କାଟ୍ରିନା କୈଫ୍ ନିଜର ଭିନ୍ନ ଶୈଳୀ ଏବଂ ସାହସିକତା ପାଇଁ ବେଶ୍ ଜଣାଶୁଣା । ଆଜିକାଲି ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ରହୁଛନ୍ତି କାଟ୍ରିନା କୈଫ୍ । କେବେ ଭିକି କୌଶଲଙ୍କ ସହ ସଂପର୍କକୁ ନେଇ ତ କେବେ ନୂଆ ଫିଲ୍ମର ପ୍ରମୋସନ ପାଇଁ,...
ବ୍ରାଉନ୍ ରାଇସ୍ କେବଳ ଓଜନ ନିୟନ୍ତ୍ରଣରେ ସହାୟକ ହୋଇ ନ ଥାଏ ବରଂ ଅନେକ ଫାଇଦା ଦେଇଥାଏ । ବ୍ରାଉନ ରାଇସ୍ ହ୍ୱାଇଟ୍ ରାଇସ ପରି ସ୍ୱାଦିଷ୍ଟ ହୋଇ ନ ପାରେ କିନ୍ତୁ ବ୍ରାଉନ୍ ରାଇସରେ ଅନେକ ପୁଷ୍ଟିକର ଉପାଦାନ ଭରପୁର ହୋଇ ରହିଛି ଯାହା ଶରୀର...
ଏହି ଗଣେଷ ପୂଜାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ଭଗବାନ ଗଣେଷଙ୍କ ଅତି ପ୍ରିୟ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ମୋଦକ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ...
ବର୍ତ୍ତମାନ UPI ମାଧ୍ୟମରେ ପେମେଣ୍ଟ ଦେବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଇଣ୍ଟରନେଟ୍ ସ୍ଲୋ କିମ୍ବା ନେଟ୍ ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । କିନ୍ତୁ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ ।
ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅନେକ ଲୋକ ଓ କଳାକାର ତାଙ୍କ ସହିତ ଯଡ଼ିତ ଥିବା ପୁରୁଣା ସ୍ମୃତି ବାଣ୍ଟୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ୍ ବସ୍ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...
ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବହୁତ ଲାଭଦାୟକ ଅଟେ । ଆଜି ଆମେ ଅଖରୋଟ୍ ର ବିଭିନ୍ନ ଲାଭଦାୟକ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ୍ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ...
ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସ୍ରୁମ୍ ପରଟା’। ଏହି ରେସିପିଟିକୁ ଆପଣ ମାନେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି...
ବଲିଉଡରେ ଏପରି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କର ପ୍ରେମ ଯନ୍ତ୍ରଣାଦାୟକ ମୋଡ଼ରେ ଶେଷ ହେଉଛି । ବଲିଉଡରେ ଅନେକ ଯୋଡ଼ିଙ୍କୁ ଦର୍ଶକେ ପସନ୍ଦ କରିଥାନ୍ତି । ଆଉ ସେହି ରିଲ୍ ଯୋଡ଼ି ରିଅଲ ଯୋଡ଼ିରେ ପରିଣତ ହୋଇଥାନ୍ତି । ସେମାନଙ୍କର ପ୍ରେମ କାହାଣୀ ଦର୍ଶକଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ...
ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ...