durga puja
ବଦଳିବ କି ମୂର୍ତ୍ତିର ଉଚ୍ଚତା ? ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ। ନିୟମରେ କିଛି ହେବକି ପରିବର୍ତ୍ତନ ? କଟକ ଶାନ୍ତି କମିଟି ଓ ପୂଜା କମିଟିର ୧୦ ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଛି। ବିଜେଡିର ପ୍ରମୁଖ ନେତା ବବି ଦାସ ସମେତ ଦେବାଶିସ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ ମଧ୍ୟ ଏହି ମିଟିଂରେ ଯୋଗ ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)