Advertisment

ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍

ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ।

author-image
Pallipuspa Samal
ଅଦ୍ୟତନ ହୋଇଛି

ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ। ଏହାଦ୍ୱାରା କଏଦୀ ମାନେ ସ୍ୱାବଲମ୍ବୀ ହେବା ସହ ସମାଜ ସମ୍ମୁଖ ସ୍ରୋତରେ ସାମିଲ ହୋଇପାରେବେ ବୋଲି ଜେଲ୍ କର୍ତ୍ତୁପକ୍ଷ କହିଛନ୍ତି।

Advertisment
Jail Inmates Chatrapur Odisha
Advertisment
Advertisment