ଭାଇର ଶୁଦ୍ଧି ପାଇଁ ଭିକ ମାଗୁଛି ଭଉଣୀ । ୟା ଦୁଆରେ ତା’ ଦୁଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷା ନାହିଁ ତା’ର ।
କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ । ଉତ୍ସବମୁଖର ଗଡଜାତ ଅଞ୍ଚଳ । ନୁଆ ଖାଇଲେ କଳାହାଣ୍ଡିର ଗଡଜାତ ଅଞ୍ଚଳବାସୀ ।
କେବେ ‘କଞ୍ଚା ଇଲିସି ମାଛ ବେସର ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ
ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।
ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ । କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଆଶାୟୀଙ୍କ ଆନ୍ଦୋଳନ । ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବା ଅଭିଯୋଗ ।
ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ' । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...
ଚାଷୀଙ୍କୁ ମିଳୁନି କିନ୍ତୁ ଜଙ୍ଗଲରେ ପଡ଼ିଛି ଶହ ଶହ ବସ୍ତା ଡୋଲୋମାଇଟ୍ । ସୁନ୍ଦରଗଡ଼ କିଂଜିରକେଲା–ବିରକାଲଡିହି ରାସ୍ତାରେ ଜଙ୍ଗଲରେ ଶହ ଶହ ବସ୍ତା ଡୋଲୋମାଇଟ୍ ପଡ଼ିଥିବା ଦେଖିବାକୁ ମିଳିଛି। ।
ଦିନକୁ ଦିନ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ବଢୁଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା । ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଗଲେ କେତେକାଂଶରେ ଅଙ୍ଗ ଅକାମୀ ହେବାର ସମ୍ଭାବନା ରହିଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।
ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।
ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।
ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଏହି ଯୁବକ । ଚାଲନ୍ତୁ ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ
ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତେଦହ। ନିଆଳି ବାବଜା ଗାଁର ଅବ୍ୟକ୍ତ ପ୍ରସାଦ ସିଂଙ୍କ ମରଶରୀର ନିଜ ଜନ୍ମମାଟିରେ ପହଞ୍ଚିଛି।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...
ଡାକ୍ତର ବେଶରେ ବିଘ୍ନହର୍ତ୍ତା ଶ୍ରୀଗଣେଶ। ପାଖରେ ଔଷଧ ଓ ଅନ୍ୟାନ ଉପକରଣ ଧରି ଛିଡା ହୋଇଛନ୍ତି ମୂଷକ ମହାରାଜ। ଏପଟେ ହାତରେ ସ୍ତେଥୋଷ୍କୋପ ଧରି ଅସୁସ୍ଥ ମୂଷକର ଚିକିତ୍ସା କରୁଛନ୍ତି ବିଘ୍ନବିନାଶକ। ତେବେ ସବୁଠାରୁ ରୋଚକର କଥା ହେଉଛି ସେଠାରେ ଲେଖାଯାଇଥିବା ସୁନ୍ଦର ବାର୍ତ୍ତା ।
ବାପା ମାଙ୍କୁ ହରାଇ ସେ ଏବେ ଅସହାୟ ଯମୁନା। ଦେଢବର୍ଷର ହୋଇଥିଲା ମାଆ ପରପୁରଷ ପ୍ରେମରେ ପାଗଳ ହୋଇ ଘର ଛାଡି ପଳାଇଲା। ବାପା ସାପ କାମୁଡାରେ ଚାଲିଗଲେ। ଏବେ କୁନିଝିଅର ସାହା କିଏ ହେବ ?
ରାସ୍ତା କଡରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ପ୍ରଭୁ ଗଣନାଥ। ହେଲେ ହାତରେ ଲଡୁ ନାହିଁ କି ପାଖରେ ଭକ୍ତ ନାହାନ୍ତି। ତଥାକଥିତ ଭକ୍ତମାନେ ଠାକୁଙ୍କୁ ଏକୁଟିଆ ଛାଡି ଡିଜେ ପଛେ ପଛେ ଥାନାକୁ ଯାଇଛନ୍ତି ।
ସୀମା ଟପିଗଲା ବର୍ବରତା। ଅସହାୟ ଯୁବତୀଙ୍କୁ ମାସ ମାସ ଧରି କରାଯାଉଥିଲା ଗଣବଳାତ୍କାର। ପୀଡିତା ଗର୍ଭବତୀ ଥିଲେ ବି ଯୌନ ପିଶାଚ ତାଙ୍କୁ ଛାଡି ନ ଥିଲେ ।