• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

benifits of water
ସ୍ୱାସ୍ଥ୍ୟ ପାଇଁ ପାଣି,ନିୟମିତ ପାଣି ପିଇଲେ କମିଥାଏ ଓଜନ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ପାନୀୟର ଅନିୟମିତତା କାରଣରୁ ଶରୀରରେ ମେଦବୃଦ୍ଧିର ଶିକାର ହେଉଛନ୍ତି ଅନେକ ଲୋକ । ତେବେ ଏହାକୁ ଏଡାଇବା ନିୟମିତ ଯୋଗ ବ୍ୟାୟାମ କରିବା ସହିତ ନିୟମିତ ପାଣି ପିଇବା ସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇପାରିବ । ପାଣି...

corona
ସେପ୍ଟେମ୍ବରରେ ଆସିବ ତୃତୀୟ ଲହର : ପାର୍ବଣରେ ଭିଡ଼କୁ ନ ଯିବା ପାଇଁ ଚେତାବନୀ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ସଂକ୍ରମଣ କ୍ରମଶଃ କମିବ । ୩ୟ ଲହର ସମ୍ଭାବନାକୁ ନେଇ ଶିଶୁଙ୍କ ଉପରେ ଅଧିକ ଫୋକସ୍ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଓଡ଼ିଶାରେ କରୋନାର ପରିସ୍ଥିତି ଆଗ ଅପେକ୍ଷା କିମିଛି ବୋଲି ସେ କହିଛନ୍ତି । ସେପ୍ଟେମ୍ବରରେ ୩ୟ ଲହର ‌ଆସିଲେ...

Delhi Witnesses Huge Traffic Jam Due To Incessant Rainfall
ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ

ଦିଲ୍ଲୀ କାରଣରୁ ଜଳବନ୍ଦୀ ରାସ୍ତାଘାଟ । ରାଜଧାନୀରେ ଉପୁଜୁଛି ଟ୍ରାଫିକ ସମସ୍ୟା । ଏନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଡ୍ରେନେଜ ବ୍ୟବସ୍ଥା ନଥିବାର କହୁଛନ୍ତି ସାଧାରଣ ଜନତା ।

Tokyo Paralympics
ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରାଅଲିମ୍ପିକ୍ସ

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ ...

Odia CISF Officer In Trouble
ସଲମାନଙ୍କୁ ଅଟକାଇଥିବା ଓଡ଼ିଆ CISF ଅଫିସରଙ୍କ ବଢିଲା ଅଡ଼ୁଆ

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ...

Nagada Village
ପୁଣି ଚର୍ଚ୍ଚାରେ ନଗଡା,ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ

ପୁଣି ଚର୍ଚ୍ଚାରେ ନଗଡା । ଏଥର କିନ୍ତୁ ଅପପୁଷ୍ଟି ପାଇଁ ନୁହେଁ, ବରଂ ଦୁର୍ନୀତି ପାଇଁ। ଟେଣ୍ଡର ନାଁରେ ଲକ୍ଷଲକ୍ଷ ଟଙ୍କାର ସ୍କାମ ଅଭିଯୋଗ ଏବେ ନଗଡାରେ। ଡିଏମଏଫ ଫଣ୍ଡର ଦୂରୁପଯୋଗ କରାଯାଇ ରାସ୍ତା, ଡ୍ରେନ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ନାଁରେ ଲକ୍ଷଲକ୍ଷ ଟଙ୍କା...

heavy rain in odisha today
ଆଜି ବର୍ଷା ସମ୍ଭାବନା,କାଲିଠୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ...

Afghan Woman Gives Birth To Baby Girl
ଆମେରିକୀୟ ବିମାନରେ ଆଫଗାନୀ ମହିଳାଙ୍କ ସନ୍ତାନ ପ୍ରସବ

ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରକୁ ସୁରକ୍ଷା ପାଇଁ ଆଫଗାନ ନାଗରିକମାନେ ଦେଶ ଛାଡିବାର କରୁଣ ଚିତ୍ର ଏବେ ସାମନାକୁ ଆସୁଛି । ତାଲିବାନର ଆଫଗାନିସ୍ତାନ କବଜା ପରେ ଆଫଗାନ ମହିଳାଙ୍କ ଦୁର୍ଦ୍ଦଶା ବଢିଚାଲିଛି । ଏଭଳି ଏକ ଦୟନୀୟ ଚିତ୍ର ସାମନାକୁ ଆସିଛି । ଆମେରିକାର...

kgf-2
ଘୋଷଣା ହେଲା କେଜିଏଫ ଚାପ୍ଟର-୨ର ରିଲିଜ ତାରିଖ

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା , କେଜିଏଫ ଚାପ୍ଟର-୨ର ରିଲିଜ ଡେଟ୍ ଘୋଷଣା ହୋଇଛି । ଆସନ୍ତା ୨୦୨୨ ଏପ୍ରିଲ ୧୪ ତାରିଖରେ ରିଲିଜ ହେବ ବୋଲି ସୂଚନା ମିଳିଛି। କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି । ତେବେ ଏହି ତାରିଖ ଘୋଷଣା...

curry leaves
ରକ୍ତଚାପ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ...

PARI MURDER CASE
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ। ହାଇକୋର୍ଟରେ ଆବେଦନ କରିବାକୁ ପରୀର ମାଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ପରି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀର ମାଆ। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍...

Vigilance Conducts Raid
ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ,୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ

ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି...

mutton korma
ଘରେ ବନାନ୍ତୁ ମଟନ୍ କୋରମା

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ମଟନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି...

Covid-19
ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ,୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା...

Bird Counting In Bhitarkanika
ଆଜିଠୁ ଭିତରକନିକାରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି...

Lord Jagannath Temple Opens
ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର,ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ଶ୍ରଦ୍ଧାଳୁ

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର । ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ତେବେ ଆଜିଠାରୁ ରାଜ୍ୟ...

Rakhsa Bandhan 2021| Surprise Your Siblings With Eco-Friendly, Organic Rakhis
ଭଙ୍ଗା ସଢେଇରେ ତିଆରି ହେଉଛି ପାରମ୍ପାରିକ ରାକ୍ଷୀ

ଭଙ୍ଗା ସଢେଇରେ ତିଆରି ହେଉଛି ପାରମ୍ପାରିକ ରାକ୍ଷୀ ।  କଟକ ନୂଆ ବଜାରର  ନାରାୟଣ ମହାରଣା ତିଆରି କରୁଛନ୍ତି ଏହି  ପାରମ୍ପାରିକ ରାକ୍ଷୀ ।   ଗ୍ରାହାକଙ୍କୁ ରୁଚିକୁ ଆଖି ଆଗରେ ରଖି ଭଳିକି ଭଳି ଜଗନ୍ନାଥଙ୍କ ରାକ୍ଷୀ ତିଆରି କରୁଛନ୍ତି । ରଜ୍ୟ ତଥା କାଜ୍ୟ ବାହାରୁ ଆସୁଛି ଅର୍ଡର । ସାନିଟାଇଜର,...

sushanta singh rajput
ବଦଳିଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍ ପ୍ରୋଫାଇଲ୍,ଭାବୁକ ହେଲେ ଫ୍ୟାନ୍ସ

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍‌ବୁକ ଆକାଉଣ୍ଟ...

ranveer singh
ଲମ୍ବା ଚୁଟି ସହ ଷ୍ଟାଇଲିସ୍‌ ଲୁକ୍ ରେ ନଜର ଆସିଲେ ରଣବୀର ସିଂହ

ଅଭିନେତା ରଣବୀର ସିଂ ବଲିଉଡରର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି । କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ...

Odia Soldier
ସୋସିଆଲ ମିଡିଆରେ ଯବାନଙ୍କ ଦରଦଭରା କାହାଣୀ

ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।