• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by

plum
ଓଜନ ହ୍ରାସ କରାଏ ପ୍ଲମ୍

ପ୍ଲମ୍ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ଲମ୍ ରେ ଥିବା ଭିଟାମିନ-ସି ଆମ ଶରୀରକୁ ସୁସ୍ଥ ରଖିବା ସହ ମାଂସପେଶୀରେ ରକ୍ତ ଗଠନ କରିବାରେ ସାହାଯ୍ୟ କରେ । ତେବେ, ଚାଲନ୍ତୁ ଜାଣିବା ପ୍ଲମ୍ ଶରୀରର ପାଇଁ କେତେ ଲାଭଦାୟକ ।

chhena tadia
ଏହି ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ‘ତାଡ଼ିଆ’

ଆଜି ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନାଁ ହେଉଛି ‘ତାଡ଼ିଆ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

covid-19
ମେଣ୍ଢା ଲଢେଇ ବନ୍ଦ କରିବାରୁ ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା...

Afghan woman's heartbreaking tweet
ଆଫଗାନ ମହିଳାଙ୍କ ଭାବପ୍ରବଣ ଟୁଇଟ୍; ଦୁଃଖଭରା ହୃଦୟ ଓ ମୃତପ୍ରାୟ ଆତ୍ମା ସହ ଦେଶ ଛାଡୁଛି’

ଆଫଗାନିସ୍ତାନର ଚଳଚ୍ଚିତ୍ର ନିର୍ମାତା ତଥା ଫଟୋଗ୍ରାଫର ରୋୟା ହାଇଡାରୀଙ୍କ ଏକ ପୋଷ୍ଟ ଯାହା ଆପଣଙ୍କ ମନକୁ ଛୁଇଁ ଯିବ । ଦେଶ ଛାଡି ଯିବାର ଦୁଃଖକୁ ସେ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ‘ମୁଁ ମୋ ଜୀବନକୁ ଛାଡି ଯାଉଛି ।...

dahi fish besara recipe
ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପୋହଳା ବେସର’

ଆମ ଦେଶୀ ଓଡ଼ିଆ ଖାଇବାର ରେସିପି ସବୁଠୁ ନିଆରା । ବିଶେଷ କରି ଓଡ଼ିଆ ଦେଶୀ ରାନ୍ଧଣା ପ୍ରାୟତଃ ଆମ ସଭିଙ୍କୁ ପସନ୍ଦ ହୋଇଥାଏ । ଆଜି ଆମେ ପୋହଳା ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ ।

peach
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପିଚ୍, କ୍ୟାନ୍ସର ଭଳି ରୋଗରୁ ଦେଇଥାଏ ସୁରକ୍ଷା

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳ ହେଉଛି ପିଚ୍ । ପିଚ୍ ରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ମିନେରାଲ୍ସ ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଚାଲନ୍ତୁ ଜାଣିବା । ପିଚ୍ ରେ ଉପକାରିତା ବିଷୟରେ…

habibullah
ଗୀତ ଛାଡ଼ି ପରିବା ବିକୁଛନ୍ତି ଆଫଗାନିସ୍ତାନୀ ଗାୟକ

ତାଲିବାନକୁ ଭୟ କରି ଅଫଗାନିସ୍ତାନର ପ୍ରସିଦ୍ଧ ଗାୟକ ହବିବୁଲ୍ଲା ଶବାବ୍ ଗୀତ ଗାଇବା ଛାଡି ପନିପରିବା ବିକ୍ରୀ କରୁଛନ୍ତି । ହବିବୁଲ୍ଲା ଶବାବ୍ ହେଉଛନ୍ତି ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ ଗାୟକ ଓ କଳାକାର । ଅଫଗାନିସ୍ତାନର ଜନ ସାଧାରଣ ନିଜର ଭବିଷ୍ୟତକୁ ଆଖି ଆଗରେ ରଖି ଦେଶ ଛାଡି...

hair loss problems
କେଶ ଝଡ଼ିବା ସମସ୍ୟାରୁ ପାଇବେ ମୁକ୍ତି,ପ୍ରତିଦିନ ଖାଆନ୍ତୁ ଏହି ଖାଦ୍ୟ

କାହିଁକି ଝଡ଼େ କେଶ ? ସୁସ୍ଥ ଏବଂ ମଜବୁତ କେଶ ପାଇଁ କ’ଣ ଡାଏଟ୍ ଜରୁରୀ ?

corn paneer cutlet recipe
ସନ୍ଧ୍ୟା ଟିଫିନ୍‌ ପାଇଁ ‘ପନିର କର୍ଣ୍ଣ କଟଲେଟ୍’

ପନିର ଓ ମକାରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ ଜାଣନ୍ତୁ। ରେସିପିର ନାଁ ହେଉଛି ‘ପନିର କର୍ଣ୍ଣ କଟଲେଟ୍’’।

OPSC Aspirant Alleges Irregularities In Evaluation Process
OPSC ପରିକ୍ଷାକୁ ନେଇ ବିବାଦ

ଓଡିଶାରେ ଷ୍ଟାଫ ସିଲେକ୍ସନ ବୋର୍ଡ୍ ପରୀକ୍ଷା ପରେ ଏବେ ବିବାଦ ଘେରରେ OPSC ପରୀକ୍ଷା। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ହେବାକୁ ଥିବା ଓପିଏସସି ପରୀକ୍ଷାର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ତ୍ରୁଟିପୂର୍ଣ୍ଣ ମୁଲ୍ୟାୟନ ହେଉଥିବାର ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏକା ସମୟରେ UPSC ଏବଂ OPSC ପରୀକ୍ଷାକୁ ନେଇ...

Covid May Be Entering Endemicity In India Bar WHO Chief Scientist
ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା

ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା: ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ

GanjamBar Villagers Demand Quick Construction Of Bridge
ସେତୁ ନିର୍ମାଣ ନେଇ ଦାବି ଜୋର ଧରିଛି

ଗଞ୍ଜାମ ଧରାକୋଟ ବ୍ଲକ ମୁଣ୍ତମରାଇ ଠାରେ ପ୍ରସ୍ତାବିତ ସେତୁ ଶୀଘ୍ର ନିର୍ମାଣ ପାଇଁ ଦାବି ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ। ଅତ୍ୟାବଶ୍ୟକ ସେବା ପଇପାରୁ ନାହାନ୍ତି ଗ୍ରାମବାସୀ।

Modi and Putin
ପୁଟିନଙ୍କ ସହ ୪୫ ମିନିଟ ଧରି କଣ କଥା ହେଲେ ମୋଦି ?

ଆଫଗାନିସ୍ତାନ ତାଲିବାନକୁ ଦଖଲ କଲାପରେ ବର୍ତ୍ତମାନ ର ପରିସ୍ଥିତିକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସୂଚନା ଆନୁସାରେ ପ୍ରାୟ ୪୫ ମିନିଟରେ ଫୋନରେ କଥା ହୋଇଥିଲେ । ଏ ନେଇ...

chiken thoran
ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ୍ ଥୋରାନ୍’

ଘରେ ଘରେ ଚିକେନକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିକେନରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ । ଆଜି ଆମେ ଆପଣମାନଙ୍କୁ ଦକ୍ଷିଣ ଭାରତର ଏକ ଚିକେନ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିକେନ...

Odisha Logs 67 More COVID-19 Fatalities
ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮

Drought Threat Raises Concerns For Farmers In Odisha After Huge Rainfall Deficit
ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ହନ୍ତସନ୍ତ । ବର୍ଷା ନଥିବାରୁ ସମୁଦ୍ରରେ ମାଛ ବି ମିଳୁନାହାନ୍ତି ।

Bhadrak CDPO’s Advisor Under Vigilance Scanner
ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍‌ ।

Religious Institutions Reopen In Balasore
କରୋନା କଟକଣା ମଧ୍ୟରେ ନୀଳଗିରିରେ ଆଜିଠୁ ଖୋଲିଛି ବିଭିନ୍ନ ମନ୍ଦିର

ଆଜିଠୁ ଖୋଲିଛି ନୀଳଗିରିରେ ବିଭିନ୍ନ ମନ୍ଦିର । ଏନେଇ ଜିଲ୍ଲା ପ୍ରସାଶନ ପୂର୍ବରୁ ଅନୁମତି ଦେଇ ଥିଲା । ଗାଇଡ ଲାଇନ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ । କରୋନାର ଦ୍ବିତୀୟ ଲହରଠାରୁ ବନ୍ଦ ଥିଲା ସମସ୍ତ ମନ୍ଦିର । ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ସାନିଟାଇଜ କରାଯାଇଛି । 

Tarang TV To Air New Serial 'Srimandir' From Aug 30
ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍।

ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍। ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ଧାରାବାହିକର ଶୀର୍ଷକ ଗୀତ। ଗୀତରେ କଣ୍ଠଦାନ କରିଛନ୍ତି ୧୫ ଜଣ କଣ୍ଠଶିଳ୍ପୀ।

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।