• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

benefits of lychee
ଇମ୍ୟୁନିଟି ବଢାଇଥାଏ ଲିଚୁ

ଲିଚୁ ପାଟିକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଲିଚୁରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଯାହାକି ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ...

Medicines Dumped
ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ

ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ?

saira banu
ଅଭିନେତ୍ରୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, ଆଇସିୟୁରେ ଭର୍ତ୍ତି

ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କର କିଛି ମାସ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ଏନେଇ ସାଇରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପ ଜନିତ ସମସ୍ୟା ଥିବାରୁ...

New Born Baby Rescued
ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ

ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ। ରେଳ ଷ୍ଟେସନ ନିକଟ ବ୍ରିଜ ତଳୁ ଉଦ୍ଧାର କଲେ ସ୍ଥାନୀୟ ମହିଳା। ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ ଫିଙ୍ଗି ଦେଇଥିବା ସନ୍ଦେହ।

BJD protest
ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ

ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ। ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳର କେନ୍ଦ୍ର କରୁଥିବା ଅବହେଳା ଅଭିଯୋଗରେ ବିକ୍ଷୋଭ।

cuttack murder case
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ୨୦୧୪ ରୁ ଫେରାର ଥିବା ବେଳେ କଟକ ଅରବାନ୍ ପୋଲିସ ତାକୁ ଗିରଫ କରିଛି।

Honey
ସ୍ୱାସ୍ଥ୍ୟ ପାଇଁ ମହୁ,ଆସନ୍ତୁ ଜାଣିବା, ମହୁର ଉପକାରିତା ବିଷୟରେ

ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଲାଭଦାୟକ ଅଟେ । ଆୟୁର୍ବେଦରେ ମହୁକୁ ଏକ ଓୌଷଧ ଭାବେ ପରିଗଣିତ ହୋଇଥାଏ । ମହୁ ପାଟି ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟକ । ତେବେ ଚାଲନ୍ତୁ ଜାଣିବା ମହୁର ବିଭିନ୍ନ ଉପକାରିତା ବିଷୟରେ ।

ilshi fish curry
ଘରେ ପ୍ରସ୍ତୁତ କରନ୍ତୁ ‘ସିଝା ଇଲିଶି ମାଛ ବେସର’

ଆଜି ଆମେ ଇଲିଶି ମାଛର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘‘ସିଝା ଇଲିଶି ମାଛ ବେସର । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ...

People Wait For Vaccination
ଟୀକା ପାଇଁ ରାତି ଅନିନ୍ଦ୍ରା

ଟୀକାକରଣ କେନ୍ଦ୍ରରେ ମଶରୀ ଟାଣି ଶୋଇଲେ ଲୋକେ । ବାଲେଶ୍ୱର କର୍ମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବନୀୟ ଦୃଶ୍ୟ । ଟିକାଦାନ କେନ୍ଦ୍ରରେ ଆସି ଡେରା ପକାଇଛନ୍ତି ସ୍ଥାନୀୟ ଲୋକେ । ସକାଳୁ ଆସିବାବେଳେ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଏଠାରେ ଡେରା...

ACF Death Case
ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା,ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ।

Sidharth and Kiara
ଭିଡିଓ ସେୟାର କଲେ କିଆରା ଆଡଭାନୀ, ସିଦ୍ଧାର୍ଥ ଓ କିଆରାଙ୍କ କେମେଷ୍ଟ୍ରୀକୁ ପସନ୍ଦ କଲେ ଦର୍ଶକ

ବଲିଉଡରେ ଏବେ ନୂଆ ଯୋଡ଼ିକୁ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୧୨ରେ ଦୁହଁଙ୍କର ଫିଲ୍ମ ଶେରସାହା ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରୀକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି । ନିକଟରେ କିଆରା ଆଡଭାନୀ...

Mothers of 7 children
୨୫ ବର୍ଷରୁ କମ୍ ବୟସର ଦେଖା ଯାଉଛନ୍ତି ୭ଟି ଛୁଆର ମାଆ,ବୟସ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜଣେ ମହିଳା ପାଇଁ ପିଲାମାନଙ୍କର ଜନ୍ମ ପରେ ନିଜକୁ ମେଣ୍ଟେନ୍ ରଖିବା ଏକ ସହଜ କାମ ନୁହେଁ । ତେବେ, ଯଦି ଜଣେ ମହିଳା ୭ଜଣ ସନ୍ତାନକୁ ଜନ୍ମ କରି ୨୫ ବର୍ଷ ବୟସର ତରୁଣୀ ଭଳି ଦେଖା ଯାଆନ୍ତି ତାହେଲେ ଏହା ଆଶ୍ଚର୍ଯ୍ୟର କଥା, ତେବେ ଏହା...

Raisins
ସ୍ୱାସ୍ଥ୍ୟ ପାଇଁ କିସମିସ୍,ଜାଣିବା ଏହାର ଲାଭଦାୟକ ଗୁଣ

ଶରୀର ପାଇଁ କିସମିସ ବହୁତ ଲାଭଦାୟକ ଅଟେ । କିସମିସ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଏହା ବହୁତ ଉପକାରୀ ।

Coconut mushroom besara
ଘରେ ପ୍ରସ୍ତୁତ କରନ୍ତୁ ‘ନଡ଼ିଆ ଛତୁ ବେସର’

ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ ।

Amitabh and kangana
ଜନ୍ମାଷ୍ଟମୀରେ ଶୁଭେଚ୍ଛା ଜଣାଇଲେ ବଲିଉଡ କଳାକାର, ଦେଖନ୍ତୁ କିଏ କ'ଣ କହିଲେ

ଆଜି ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀର ଏହି ବିଶେଷ ଉତ୍ସବରେ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ମଧ୍ୟ ପ୍ରଶଂସକମାନଙ୍କୁ ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମାଷ୍ଟମୀ ଅବସରରେ ବଲିଉଡର ସେଲିବ୍ରେଟିମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Gun
ଯେଉଁ ବନ୍ଧୁକରେ ଡକାୟତଙ୍କୁ ହତ୍ୟା କରାଯାଇଥିଲା, ତାହା ୪୪.୩୧ କୋଟି ଟଙ୍କାରେ ନିଲାମ ହେଲା

ଆମେରିକାର କୁଖ୍ୟାତ ଡକାୟତ ବିଲି ଦ କିଡଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ବନ୍ଧୁକ ୪୪.୩୧ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ଏପର୍ଯ୍ୟନ୍ତ ନିଲାମ ହୋଇଥିବା ବନ୍ଧୁକ ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ମୂଲ୍ୟର ବନ୍ଧୁକ ।

paneer badam tikki
ବର୍ଷାଦିନେ ଘରେ ବନାନ୍ତୁ ‘ପନିର-ବାଦାମ ଟିକ୍କି’

ଘରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ଯେତିକି ସୁଆଦିଆ ଓ ସେତିକି ସ୍ୱାସ୍ଥ୍ୟକର। ତେବେ ଆଜି ଆମେ ଆପଣମାନଙ୍କୁ ପନିର ଓ ବାଦାମରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପନିର-ବାଦାମ ଟିକ୍କି’। ଏହି...

12-year-old boy
୧୨ ବର୍ଷର ବାଳକ ଲକ୍‌ ଡାଉନରେ ରୋଜଗାର କଲେ ୨ କୋଟି

ଆଜିକାଲିର ପିଲାମେନେ ସାଧାରଣତଃ କମ୍ପ୍ୟୁଟର ବା ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି । କମ୍ପ୍ୟୁଟରରେ କୋଡ଼ିଂ କରି ୨ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ୧୨ ବର୍ଷର ସ୍କୁଲ ଛାତ୍ର । ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଅଶ୍ଟର୍ଯ୍ୟ ଲାଗିପାରେ । କିନ୍ତୁ...

 Rock sugar
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି; ଆସନ୍ତୁ ଜାଣିବା, ମିଶ୍ରିର ବିଭିନ୍ନ ଉପକାରିତା ବିଷୟରେ

ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ

Amitabh bachan
ବିଶ୍ୱ କ୍ରୀଡ଼ା ଦିବସରେ ଫଟୋ ସେୟାର କଲେ ବିଗ୍-ବି, ଫଟୋରେ ଚିହ୍ନନ୍ତୁ କିଏ କିଏ ଅଛନ୍ତି

ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।