କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ ।
ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।
ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।
ଭୋର ପ୍ରାୟ ୫ଟା ୨୦ରେ ନିଆଁ ଲାଗିଥିବା ଖବର ମିଳିଥିଲା। ଗୀତା କଲେନୀ ନିକଟସ୍ଥ ଶାସ୍ତ୍ରୀ ନାଗରରେ ଏକ ବଡ଼ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ କଲ୍ ଆସିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କାର୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି।
ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା।
ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।
୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍ରେ ଘଟିଛି ଏହି ଦୁର୍ଘଟଣା।
ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ ।
କାରରେ ଥିବା ଲୋକମାନେ ଖାତୁ ଗାଁରୁ ଦିଲ୍ଲୀ ଫେରୁଥିଲେ। ତେବେ ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।
ଏହି ପାସେଞ୍ଜର ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରୁ ୫ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ସମୟରେ ଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଏମିତିକି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆହତ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ପୋଲିସ ମଧ୍ୟ ଦଳାଚକଟାରେ ଗୁରୁତର ଆହତ ହୋଇଥିଲେ।
କୁନି କୁନି ପିଲାମାନେ ପ୍ରସେସନ୍ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।
ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା।
ଢାକାର ବେଲି ରୋଡରେ ଥିବା ପ୍ରସିଦ୍ଧ ବିରିୟାନି ସେଣ୍ଟରରେ ଗତକାଲି ରାତି ପ୍ରାୟ ୯ଟା ୫୦ରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ୭ ମହଲା କୋଠାରେ ନିଆଁ ବ୍ୟାପିଯାଇଥିଲା।
ବାଇକର ବେଗ ଏତେ ଅଧିକ ଥିଲା ଯେ, ଉଭୟ ଚାଳକ ୨୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ମୋହନ ଯାଦବ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।
ବଲାଙ୍ଗିର ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି।
ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।
ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।