• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Accident
କୋରାପୁଟ ବୋରିଗୁମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

Road Accident
ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Gold Mines
ଧସିଲା ସୁନା ଖଣି, ଚାପି ହୋଇ ଚାଲିଗଲା ୭୦ ଜୀବନ

ଶ୍ରମିକଙ୍କ ସନ୍ଧାନ ଏବେବି ଜାରି ରହିଛି। ବର୍ତ୍ତମାନ ଭୁଶୁଡିପଡିଥିବା ଖଣିରୁ ୭୩ ଟି ମୃତଦେହ ବାହାର କରାଯାଇଛି।

  • Thursday, 25 January 2024
Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

Accident
ପୁଣି ଯାତ୍ରାପାର୍ଟି ଟ୍ରକ୍ ଟ୍ରାଜେଡି ! ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟର ଗାଡ଼ି

୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ ।

  • Wednesday, 24 January 2024
Congress Press Meet
ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣା: ପାଣ୍ତିଆନଙ୍କୁ କଂଗ୍ରେସର ଟାର୍ଗେଟ

ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି ।

Accident
ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ଚାଲିଗଲା ୬ ଜଣଙ୍କ ଜୀବନ, ୧୧ ଗୁରୁତର

ଘାଟିରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ । ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଘଟିଛି ଦୁର୍ଘଟଣା ।

Fire in Hospital
ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

Accident in Bhubaneswar
ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇଦେଲା ଡ୍ରାଇଭର, ଜଣେ ଗୁରୁତର

ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି।

Plane Crashes
ପୁଣି ଦୁର୍ଘଟଣା; ପାହାଡ଼ରେ ପିଟିହେଲା ଯାତ୍ରୀବାହୀ ବିମାନ

ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ଏନେଇ ଆଫଗାନିସ୍ତାନ ସରକାର ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।

Accident
କୁହୁଡ଼ି ସାଜିଲା କାଳ..ଟ୍ରକ ତଳେ ଚାପି ହୋଇ ପାଞ୍ଚ ମୃତ

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି।

CEO
ଜମିଥିଲା ନାଚଗୀତ..କମ୍ପୁଥିଲା ପରିବେଶ..ଘଟିଲା ଏମିତି ଘଟଣା..ଚୁପ ହୋଇଗଲେ ୭୦୦ ଜନତା

ସେଲିବ୍ରେଟ କରୁଥିଲେ ସିଲଭର ଜୁବୁଲି । କିନ୍ତୁ ଛକି ରହିଥିଲା ମୃତ୍ୟୁ । ନିଜ କମ୍ପାନୀର ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମାଡ଼ି ଆସିଲା ମୃତ୍ୟୁ ଆଉ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ ।

Sudhakar Basanta
ପାର୍କିଂ ଟ୍ରକକୁ ଧକ୍କା ଦେଲା କାର, ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ଗୁରୁତର

କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ୱାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

Mid Air Horror
ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡ଼ିଓ...

ଆକାଶରେ ଉଡ଼ୁଛି ବିମାନ । କିନ୍ତୁ ହଠାତ ଲାଗିଗଲା ନିଆଁ । ବିମାନରେ ମଝି ଆକାଶରେ ଥିବା ବେଳେ ହିଁ ଲାଗିଲା ନିଆଁ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Vadodara boat accident
ହାଏରେ ବିଧାତା .. ଲକ୍ଷେ ଶିବ ପୂଜି ପାଇଥିଲେ ପୁଅ, ଛଡ଼ାଇ ନେଲା ଯମ

ବିବାହର ୧୭ ବର୍ଷ ପରେ ଖୁସି ଫେରିଥିଲା ଘରକୁ । କୁଳନନ୍ଦନକୁ ଦେଖି ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ । କିନ୍ତୁ କାଳର କରାଳ ନଜର ଯେମିତି ହସଖୁସିର ପରିବାର ଉପରେ ପଡ଼ିଗଲା । କୋଳକୁ ଆସିଥିବା ଦୁଇଟି କୁନି କୁନି ଛୁଆକୁ ଛଡ଼ାଇ ନେଲା ଦଇବ .. ପୂର୍ଣ୍ଣ କୋଳକୁ ଶୂନ୍ୟ କରି ଦେଇଗଲା ..

Accident
ସ୍କୁଟି-ବାଇକ୍‌ ମୁହାମୁହିଁ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।

Boat Capsize
ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ ! ୧୩ ଶିଶୁ, ୨ ଶିକ୍ଷକଙ୍କ ଜୀବନ ଗଲା

ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Accident
ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି, ଚାଲିଗଲା ୪ ଜୀବନ

ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଏହି ବୋରୱେଲ୍ ଗାଡ଼ି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ।

Blast
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୨୦ ଜୀବନ

୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ଭିତିରି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

  • Wednesday, 17 January 2024
  • Blast
Mo Bus Accident
କାର୍‌କୁ ଧକ୍କା ଦେଲା ମୋ ବସ୍‌; ଅଟକ ରଖିଲେ ସ୍ଥାନୀୟ ଲୋକେ

ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି । ‘ମୋ ବସ୍‌’ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବସକୁ ଅଟକ ରଖିଛନ୍ତି ।

  • Tuesday, 16 January 2024
Manja slits
ଯବାନଙ୍କ ବେକରେ ଲାଗିଗଲା ମାଞ୍ଜା ସୂତା; ଚାଲିଗଲା ଜୀବନ

୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍‌ ଯୋଗେ ଯାଉଥିଲେ ।

Makara Sankranti
ମକର ସଂକ୍ରାନ୍ତିରେ ଅଘଟଣ; ଗୁଡ଼ି ସୂତା ଲାଗି ୨ ଆହତ

ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗିଯିବାରୁ ସେମାନଙ୍କ ବେଗରେ ଗଭୀର ଆଘାତ ଲାଗିଛି ।

Fire Mishap
ଉତ୍ତର ଆଟ୍‌ଲାଣ୍ଟିକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଖବର ପାଇ ଫାୟାର ଫାଇଟର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏତେ ସହଜରେ ନିଆଁ ଲିଭିନଥିଲା।

  • Sunday, 14 January 2024
Children Deaths
ମଶା ମାରିବାକୁ ଧୂଆଁ କରିଥିଲେ; ସକାଳୁ ୫ ଚାଲିଗଲେ

ଗୋଟିଏ ଘରେ ମୋଟ ୭ ଜଣ ଶୋଇଥିଲେ । ରାତିରେ ଶୋଇବା ବେଳେ ଘରେ ମଶା ଧୂପ ଲଗାଇଥିଲେ । ହଠାତ ରାତିରେ ଅତ୍ୟଧିକ ଧୂଆଁ କାରଣରୁ ଶୋଇଥିବା ୫ ଶିଶୁଙ୍କ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତା’ପରେ..

Cricketer Death
କ୍ରିକେଟ୍‌ ଫିଲ୍ଡରେ ଅଘଟଣ; ମୁଣ୍ତରେ ବଲ୍‌ ବାଜି ଟଳିପଡ଼ିଲେ କ୍ରିକେଟର..

ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।