• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fire Tragedy

Motorcycle Catches Fire In Petrol Pump
ଚା' ଦୋକାନୀ ମାରିଲେ ଦିଆସିଲି, ଅଳ୍ପ ଦୂରରେ ଥିବା ସ୍କୁଟିରେ ଲାଗିଗଲା ନିଆଁ, ବଞ୍ଚାଇଦେଲେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ

ଚା' ଦିଆସିଲି ମାରିଦେଲେ । ପେଟ୍ରୋଲ ପମ୍ପ ନିକଟରେ ଥିବା ସ୍କୁଟିରେ ଲାଗିଗଲା ନିଆଁ । ଜଣେ କର୍ମଚାରୀ ଆଗକୁ ବାହାରି ଆସି ଲିଭାଇଦେଲେ ନିଆଁ । ତାଙ୍କର ଉପସ୍ଥିତ ବୁଦ୍ଧି ଏକ ବଡ ଧରଣର ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିଦେଲା । ନଚେତ୍ ଅଗ୍ନିକାଣ୍ଡ ଘଟି ହୁଏତ ବଡ଼ ବିସ୍ଫୋରଣ ହୋଇଥାନ୍ତା। ହେଲେ ସୌଭାଗ୍ୟବଶତଃ, ଏପରି ହୋଇନାହିଁ।