• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

treatment of daughter with burn injuries
ଜଳାପୋଡ଼ା ଯନ୍ତ୍ରଣାରେ ଛଟପଟ ହେଉଛି ୫ ବର୍ଷର କୁନି ଝିଅ ନବିନା

ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

treatment of daughter with burn injuries
ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ନବୀନା

କେମିତି ଖେଳକୁଦ ବୟସରେ ମେଡିକାଲ୍‌ ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଏହି ୫ ବର୍ଷର କୁନି ଝିଅ । ଯନ୍ତ୍ରଣା ଏତେ ଯେ କାନ୍ଦି ପକାଉଛି । ତା କଷ୍ଟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

Woman seeks financial assistance for adopted daughter
'ମୋ ଝିଅକୁ ବଞ୍ଚାଇଦିଅ'

କେମିତି ବା ସହିପାରନ୍ତା..ସେ ସିନା ଅନ୍ତ ଫାଡ଼ି ଜନ୍ମ ଦେଇନି..ହେଲେ ସେ ପରା ମାଆ..ଜୀବନରେ କେତେ ଝଡ଼ ଆସିଛି ସେସବୁକୁ ମୁଣ୍ଡପାତି ସହି ତାକୁ ବଡ଼ କରିଛି । ଯେଉଁଥିପାଇଁ ଆଜି ଗୋଟିଏ ମାଆର ପ୍ରାଣ କାନ୍ଦୁଛି । ଏମିତିକି ନିଜ ଜୀବନ ବଦଳରେ ତାକୁ ବଞ୍ଚାଇଦେବାକୁ ନେହୁରା ହେଉଛି ମାଆଟିଏ ।

Golden girl Nima Rout
ସଫଳ ଝିଅକୁ ସ୍ୱାଗତ ସମ୍ୱର୍ଦ୍ଧନା

ଗାଁ ଦାଣ୍ଡରେ ବାଣ ଫୁଟୁଛି । ହୁଳହୁଳି ପଡ଼ୁଛି । ଗାଁ ଝିଅକୁ କରାଯାଉଛି ସ୍ୱାଗତ । କାରଣ ଗାଁର ସେହି କୁନି ଝିଅ ଖୋଖୋରେ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ପାଇଛନ୍ତି ସଫଳତା । ଯେଉଁଥିପାଇଁ ଗାଁରେ ସୃଷ୍ଟି ହୋଇଛି ଖୁସିର ମାହୋଲ ।

Gandhi Jayanti 2023 Top 6 qualities of mahatma gandhi what made him Great
Gandhi Jayanti 2023 : ଏହି ୭ଟି ସର୍ବଶ୍ରେଷ୍ଠ ଗୁଣ ଯୋଗୁ ଗାନ୍ଧୀ ହୋଇଗଲେ ମହାତ୍ମା

ଗାନ୍ଧୀ ଜଣେ ମହାନ ବକ୍ତା ନଥିଲେ, ତାଙ୍କ ଶରୀର ଅତ୍ୟନ୍ତ ଆକର୍ଷଣୀୟ ନଥିଲା, ସେ ସରଳ ଜୀବନ ଯାପନ କରୁଥିଲେ। କିନ୍ତୁ ତାଙ୍କ ପାଖରେ ୭ଟି ସର୍ବଶ୍ରେଷ୍ଠ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା ଉଚିତ। ତେବେ ଆସନ୍ତୁ ସେ ସବୁ କ’ଣ ଜାଣିନେବା।

How Gandhi became father of nation
Gandhi Jayanti 2023: ଦେଶ ପାଇଁ ବଳିଦାନ ଦେଇ ଗାନ୍ଧୀ ହୋଇଗଲେ ଜାତିର ପିତା

ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ ପାଇଁ ବଳିଦାନ ଦେଇ ସେ କିପରି ହୋଇଗଲେ ଜାତିର ପିତା ଆସନ୍ତୁ ଜାଣିବା।

mohana tahasildar
ତହସିଲଦାର ହେବ ତ ଏମିତି ! ଦୁର୍ଗମ ଅଞ୍ଚଳକୁ ଯାଇ ଯୋଗାଉଛନ୍ତି ସେବା

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।

Divyang
ଭିନ୍ନକ୍ଷମ ପୁଅକୁ ମିଳୁନି ସରକାରୀ ସହାୟତା, ଚିନ୍ତାରେ ବାପା ମାଆ

ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...

World Vegetarian Day 2023 these vegetarian food have more nutrients than meat and eggs
World Vegetarian Day 2023 : ହାଡ ଏବଂ ମାଂସପେଶୀକୁ ମଜବୁତ କରେ ଶାକାହାର ଖାଦ୍ୟ

ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍‌ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ ଶାକାହାରୀ ଦିବସ’ରେ ଶାକାହାରର ଉପକାର ବିଷୟରେ ଜାଣିନେବା।

World Heart Day 2023 date theme history and significance
World Heart Day 2023 : କେବେ ଏବଂ କିଏ ପ୍ରଥମେ ପାଳନ କରିଥିଲେ ‘ହୃଦୟ ଦିବସ’...

ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।

Rice Research Award
ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯିବେ ସ୍ୱାତୀ

ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି ।

Why onions were used in nuclear test
ପରମାଣୁ ପରୀକ୍ଷଣ ବେଳେ କାହିଁକି ବ୍ୟବହାର ହୁଏ ପିଆଜ; ଏଥିରେ ରହିଛି କି ଶକ୍ତି…

ଆମେ ପିଆଜକୁ କେବଳ ଖାଦ୍ୟ ଭାବେ ବ୍ୟବହାର କରୁ। ବିହାର ଏବଂ ୟୁପି ସମେତ ଦେଶର ଅନେକ ଅଞ୍ଚଳରେ ଲୋକମାନେ ଏହାକୁ ଲୁ’ରୁ ରକ୍ଷା ପାଇଁ କିମ୍ବା ଜ୍ୱରର ଚିକିତ୍ସା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପରମାଣୁ ପରୀକ୍ଷଣ ପାଇଁ ପିଆଜ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ?

world tourism day 2023 date history significance and theme
World Tourism Day 2023: ଦେଶର ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ପର୍ଯ୍ୟଟନ ସ୍ଥଳ

ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ପର୍ଯ୍ୟଟନ ଦୃଷ୍ଟିରୁ ଦେଶଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇପାରିବେ। ଆସନ୍ତୁ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ତାରିଖ, ଇତିହାସ ଏବଂ ଗୁରୁତ୍ୱ।

World tourism day 2023 cheapest foreign countries for Indian trip
World Tourism Day 2023: ଖୁବ କମ ଖର୍ଚ୍ଚରେ ବୁଲିପାରିବେ ଏହି ୫ ବିଦେଶ

ଅଧିକାଂଶ ଭାରତୀୟ ପ୍ରାୟ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖନ୍ତି। ବିଦେଶ ଯିବା ପାଇଁ କିନ୍ତୁ ଅଧିକ ଖର୍ଚ୍ଚ କାରଣରୁ ଏହି ସ୍ୱପ୍ନକୁ ସାକାର କରିବାକୁ ସେମାନେ ବଞ୍ଚିତ ହେଉଛନ୍ତି। କିନ୍ତୁ ଏପରି ଅନେକ ବିଦେଶୀ ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନେ ଖୁବ କମ ଖର୍ଚ୍ଚରେ ଭ୍ରମଣର ଉପଭୋଗ କରିପାରିବେ। ଆସନ୍ତୁ ଜାଣିନେବା।

The cost estimate for tourism but development is zero
World Tourisim Day 2023: ପର୍ଯ୍ୟଟନ ସ୍ଥଳ ଉନ୍ନତି ପାଇଁ ହେଉଛି ବ୍ୟୟ ଅଟ୍ଟକଳ, ହେଲେ କାମ ଶୂନ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି ଭିତରେ ଆହୁରି ଅନେକ ସ୍ଥାନ ଅଛି ଯାହା ବିଭାଗର ଆଢୁଆଳରେ ରହିଯାଇଛି।

Birdman
ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷ

ପ୍ରତିଦିନ ସକାଳୁ ହଜାର ହଜାର ପକ୍ଷୀଙ୍କର ହୁଏ ସମାଗମ । ଘରୁ ଆଣିଥିବା ମୁଠାମୁଠା ଖୁଦକୁ ନିଜ ହାତରେ ଢାଳି ଦିଅନ୍ତି ପକ୍ଷୀଙ୍କ ପ୍ରେମରେ ମତୁଆଲା ମଣିଷଟିଏ । ଆଉ ଖୁଦ ଖାଇ ସାରି ନିଜ ନିଜ ଗନ୍ତବ୍ୟ ପଥରେ ଉଡ଼ିଯାନ୍ତି ଏହି ବିହଙ୍ଗ ମାନେ ।

world tourism day 2023 5 beautiful tourist places of banaras
World Tourism Day 2023: ବନାରସର ୫ ପ୍ରସିଦ୍ଧ ତୀର୍ଥସ୍ଥଳ, ସମସ୍ତେ ବୁଲିବା ଜରୁରୀ

ଯଦିଓ ପର୍ଯ୍ୟଟକମାନେ ପାହାଡିଆ ଅଞ୍ଚଳ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ପ୍ରତି ମାସରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କାଶୀ ଧାର୍ମିକ ତଥା ସାଂସ୍କୃତିକ ସହରରକୁ ଛୁଟି ଆସନ୍ତି। ବନାରସ ସହରର ଚାରିପାଖରେ ଏପରି ଅନେକ ସ୍ଥାନ ଅଛି ଯାହାକି ବହୁତ ପ୍ରସିଦ୍ଧ। ଆସନ୍ତୁ ନଜର ପକେଇବା ଓ ବୁଲି ଯିବାକୁ ଯୋଜନା କରିବା।

trolley puller
ଅନ୍ଧାର ସହ ଏମାନେ ପରିଚିତ..ଦୁନିଆଟା ୟାଙ୍କ ଲାଗି ଅନ୍ଧକାର

ଦିନେ ଟ୍ରଲି ଚଳାଇଲେ ଘର ଚଳୁଥିଲା, ପରିବାର ମୁହଁରେ ଆହାର ଦେଉଥିଲେ । ହଠାତ୍‌ ଦିନେ ଆଖିକୁ ଆଉ ଦିଶିଲାନି । ଆଉ ଟ୍ରଲି ଚଳାଇ ପାରିଲେନି କି କାମଧନ୍ଦା କରିପାରିଲେ ନାହିଁ...ଏବେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିବାକୁ ସେ ବାଧ୍ୟ ହେଉଛନ୍ତି । ଯେଉଁ ପୁଅକୁ ଆସରା କରି ଜୀବନ କାଟୁଥିଲେ ସିଏ ବି ଆଖିର ଜ୍ୟୋତି ହରାଇଲା । ଦୁଃଖ ୟାଙ୍କର ଯେମିତି ଭାଗ୍ୟରେ ଲେଖା

Municipality worker
ପେଶାରେ ନଗରପାଳିକା, ନିଶା ସମାଜସେବା

ନଗରପାଳିକାଙ୍କ ଦାୟିତ୍ୱରେ ଅଛନ୍ତି । ହେଲେ ସମାଜସେବା ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଅଭିଯୋଗ ପାଇବା ମାତ୍ରେ ସମାଧାନ କରିବା ଲାଗି ବଢାଉଛନ୍ତି ହାତ । ଲୋକେ କହୁଛନ୍ତି ଏମିତି ନେତ୍ରୀ ଥିଲେ ହେବନି କିଛି ଅସୁବିଧା

medical road
ଗାଈ ଘଉଡାଇଲେ ଗାଡିରେ ଯିବେ...ହେଲେ କାହିଁକି ?

ଏଇଟା ରାସ୍ତା ନୁହେଁ ଗୋ-ଶାଳା । ସକାଳୁ ସଂଜ ବୁଲା ଗାଈଙ୍କ କବଜାରେ ଢେଙ୍କାନାଳ ମେଡିକାଲ ରାସ୍ତା । ସ୍ଥିତି ଏମିତି ହେଲାଣି ଯେ ଆମ୍ବୁଲାନ୍ସରୁ ହେଲପର ବାହାରି ଗାଈ ସାଇଡ୍‌ କଲେ ଗାଡି ଆଗକୁ ବଢୁଛି

Talasil officer
ଗୁମର ଖୋଲିଲେ ନେତା : ‘ବିନା ଲାଂଚରେ ପତ୍ର ହଲୁନି’

ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍‌ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍‌ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...

witchcraft
ଆଶ୍ଚର୍ଯ୍ୟ !! ଗାଁରେ ଖଟ ବୁଲିଲେ ଭଲ ହେବ କୁନି ଝିଅ ?

ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି...

two brothers
‘ବେପାର କଲେ ପାଠ ପଢିବୁ’

ସକାଳୁ ସ୍କୁଲ ଯାଉଛନ୍ତି । ସଂଜ ହେଲେ ଦୋକାନ ଖୋଲୁଛନ୍ତି । ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳିବା ସହିତ ନିଜ ପଢା ଖର୍ଚ୍ଚ ଉଠାଉଛନ୍ତି ଦୁଇ ଭାଇ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Farmer cries
ଦୁଃଖ ବୁଝିଲେନି...ଲଲିପପ୍‌ ଧରାଇ ଦେଲେ ସରକାର

ପାନ ଚାଷୀଙ୍କ ଦୁଃଖ କାହାଣୀ । ବାରମ୍ବାର ଦାବି କରିବା ପରେ ବି ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ଋଣ ଦେବା ନାଁରେ ଲଲିପପ୍‌ ଦିଆଯିବା ପରି ଆଣିଲେ ସାଙ୍ଘାତିକ ଅଭିଯୋଗ

Dakabangala in Narasinghpur
ଡାକବଙ୍ଗଳା ନୁହେଁ ଭୂତ ଖାନା !

ଦିନେ ଏଇ ଡାକବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉନାହାନ୍ତି । ମଦୁଆ ଘଅ କଲେଣି ଡାକବଙ୍ଗଳାରେ