ଦୁଲକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ। ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ। ଗତକାଲି ବାଲିଯାତ୍ରା ପଡ଼ିଆରେ ସିଙ୍ଗର ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ହୋଇଛନ୍ତି ସଙ୍ଗୀତ ପ୍ରେମୀ।...
‘ବିଶ୍ୱ ଶୌଚାଳୟ ଦିବସ’ର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତା ବିଶ୍ୱ ବିକାଶ ଓ ସମାଜର ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସଫାସୁତୁରାକୁ ନେଇ ସଚେତନତା ସୃଷ୍ଟି କରିବା। ତେବେ ଆସନ୍ତୁ ବାହାରେ ଶୌଚ ହେଉଥିଲେ କେଉଁସବୁ ରୋଗର ସାମ୍ନା କରିବାକୁ ପଡେ ଜାଣିବା।
ପ୍ରତିବର୍ଷ ୧୯ ନଭେମ୍ବରରେ ‘ଆନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଏ। ଜଣେ ପୁରୁଷ ଏ ସମାଜ ପାଇଁ ଆଦର୍ଶ ହୋଇଥାଏ। ତେବେ ଏହି ଆଦର୍ଶ ପୁରୁଷ ହେବା ପାଇଁ ଜଣଙ୍କ ପାଖରେ କେଉଁସବୁ ସକାରାତ୍ମକ ଗୁଣ ରହିବା ଜରୁରୀ ଆସନ୍ତୁ ଜାଣିବା।
ଦେବ ଓ ଦାନଵଙ୍କ ଲଢେଇରେ ଦେବତାମାନେ କାହିଁକି ହାରୁଥିଲେ? ଏକ ଗୋପନ ମନ୍ତ୍ର ପାଇଁ ଜଣେ ଯୁବକ ଦାନଵମାନଙ୍କ ଦେଶରେ ପହଞ୍ଚିଛନ୍ତି ଏବଂ କାହିଁକି ଦୁଇ ଥର ମରିଛନ୍ତି ଓ ପୁଣି କେମିତି ଦୁଇ ଥର ଜୀବନକୁ ଫେରିଛନ୍ତି? କାହିଁକି ବୃହସ୍ପତିଙ୍କ ପୁଅ କଚ, ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀଙ୍କ ପ୍ରେମକୁ ଏଡ଼ାଇ ଯାଇଛନ୍ତି ?
ପ୍ରତ୍ୟେକ ଛାତ୍ର ଏହି ୧୦ଟି ଅଧିକାରକୁ ଉପଭୋଗ କରିବା ଉଚିତ। ଏଥିରୁ ବଞ୍ଚିତ ହେଲେ ସେମାନେ କରିପାରିବେ ସ୍ୱର ଉତ୍ତୋଳନ। ଆସନ୍ତୁ ସେସବୁ ଅଧିକାର ବିଷୟରେ ଜାଣିବା।
ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।
ନଈ କୂଳରେ ଏକ ଶିଶୁ କନ୍ୟାକୁ ଅସହାୟ କରି କାହିଁକି ଛାଡିଲେ ତା'ର ବାପ ମା ? ଜଣେ ଋଷି କନ୍ୟାକୁ ଗୋପନରେ ବିବାହ କରି ଜଣେ ରାଜା କାହିଁକି ପରେ ଅସ୍ବୀକାର କଲେ? ଜାଣନ୍ତି କି କେମିତି ହେଲା ଆମ ଭାରତ ଦେଶର ନାମକରଣ ?
ରାମ ମନ୍ଦିର ଉଡ଼ାଇଦେବାକୁ ବାରମ୍ବାର ଆତଙ୍କବାଦୀଙ୍କ ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ରାମ ମନ୍ଦିର ଉଡାଇଦେବାକୁ ଧମକ ଦେଉଛି । ଆସନ୍ତା ୧୬ ଓ ୧୭ ତାରିଖରେ ରାମ ମନ୍ଦିର ଉପରେ ଆକ୍ରମଣ ହେବା କହିଛି ପନ୍ନୁ ।
ଟ୍ରମ୍ପଙ୍କ କଥା ମାନିଲେନି ୟୁକ୍ରେନ୍- ରୁଷ । ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବାକୁ ଆପିଲ କଲା ଆମେରିକା । ହେଲେ ବାଏଁ ବାଏଁ ଉଡାଇଦେଲେ ପୁଟିନ୍-ଜେଲେନସ୍କି ।
ଘରେ ଯତ୍ନର ସହ ରଖିଛନ୍ତି ଏମୁ ପକ୍ଷୀ । ସେହି ଏମୁ ପକ୍ଷୀ ଦେଉଥିବା ଅଣ୍ଡା ଉପରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆଦିବାସୀ ଯୁବକ ରାଜେଶ ଖାଲକୋ ।
ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
କାଠ, ବାଉଁଶ ଓ କାନଭାସରେ ସୁନ୍ଦର ସୁନ୍ଦର ଘରକରଣା ଜିନିଷ । ଆଉ ଏହି ସବୁ ଜିନିଷ ମାଧ୍ୟମରେ ସାମଜକୁ ବାର୍ତ୍ତା ଦେଉଛନ୍ତି ପ୍ରହ୍ଲାଦ ପାଣି । ନିଶା ସେବନ ଓ ମହିଳାଙ୍କୁ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଏହି ଚିତ୍ରକଳା ମାଧ୍ୟମରେ ସଚେତନତା କରାଯାଉଛି ।
ଆଜି ତୁଳସୀ ବିବାହ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।
ଛକ ଛକରେ ଷଣ୍ଢ... ଗଳି ଗଳିରେ ଷଣ୍ଢ... କଟକରେ ଦେଖା ଦେଇଛି ଷଣ୍ଢଆତଙ୍କ । ଯେଉଁଆଡେ ଚାହିଁବେ ସବୁଠି ବୁଲୁଛନ୍ତି ଏ ଷଣ୍ଢମାନେ । ଆଉ ଏଇ ଷଣ୍ଢ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛନ୍ତି ।
ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
ଦୟା ଭାବନା ପ୍ରତ୍ୟେକ ମଣିଷର ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଛୋଟ ଛୋଟ ସାହାଯ୍ୟ ଅନେକଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହା କରିବା ଦ୍ୱାରା ଆପଣଙ୍କୁ ଅନେକ ମାନସିକ ଶାନ୍ତି ମିଳିବ।
ଫେରିଛନ୍ତି କାନ୍ତି... ହସୁଛି ପରିବାର... ପୂରା ଖୁସି ଗାଁ । ଦୀର୍ଘ ୧୪ ବର୍ଷ ହେବ ଯାହାଙ୍କ ଖୋଜଖବର ମିଳୁନଥିଲା । ସେ ଆଜି ନିଜ ଘରକୁ ଫେରିଛନ୍ତି । ସେଇଥିପାଇଁ ଏମାନଙ୍କ ଏ ହସ ହସ ମୁହଁ । ଆଉ ଫେରି ଆସିଛି ଏମାନଙ୍କ ଖୁସିର ଦୁନିଆ ।
ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ‘ଜାତୀୟ ଶିକ୍ଷା ଦିବସ’ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା। ଆସନ୍ତୁ ଜାଣିବା ତାଙ୍କର ଅବଦାନ।
ଏହି ବିରଳ ପ୍ରଜାତିର ଗାଈମାନେ ଆନ୍ଧ୍ର ପ୍ରଦେଶରେ ଦେଖାଯାଆନ୍ତି । ଏମାନେ ଧଳା, କସରା ଓ କଳାରଙ୍ଗର ହୋଇଥା’ନ୍ତି । ପୁଙ୍ଗନୁର ଦେଖିବାକୁ ଖୁବ୍ ସୁନ୍ଦର ଏବଂ ସାଧାରଣ ମଧ୍ୟ । ଏମାନଙ୍କର ୧୦ରୁ ୧୫ ସେଣ୍ଟିମିଟର ଶିଙ୍ଗ ରହିଥାଏ ।
‘ବିଶ୍ୱ ସର୍ବସାଧାରଣ ପରିବହନ ଦିବସ’ ବ୍ୟକ୍ତିଗତ କାର୍ ବ୍ୟବହାର ହ୍ରାସ କରିବା, ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ପରିବହନରେ ପରିବେଶ ପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରେ। ଜାଣନ୍ତୁ ସର୍ବସାଧାରଣ ପରିବହନର ଶ୍ରେଷ୍ଠ ୧୦ଟି ଲାଭ।
ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଟେଲିଭିଜନ ଆଗରେ ବସି ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କ ଭାଷଣ ଶୁଣୁଛନ୍ତି। ତାପରେ କଣ ହେଉଛି ଦେଖନ୍ତୁ ।
ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।
୪ ବର୍ଷ ପରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଆସନରେ ବସିବେ ଡୋନାଲ୍ଡ ଟ୍ରମ୍ପ। ଏବେ ସବୁ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ। ଭାରତ ପ୍ରତି କିପରି ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? କ’ଣ ଏହା ଭାରତ ପାଇଁ ଶୁଭଙ୍କର ହେବ ? ଦେଖନ୍ତୁ ଏହି ରିପୋର୍ଟ ।
କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।