• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Man Carries His Mother
ଏମିତି ପୁଅ ସମସ୍ତଙ୍କୁ ଦିଅ

ଯଦି ବୃଦ୍ଧା ଅବସ୍ଥାରେ ତୋ ଡୋରୀ ଲେଗେ ତାହେଲେ ଏମିତି ପୁଅଟେ ମୋ କୋଳରେ ଦେଇଥିବୁ କାଳିଆ । ଯିଏ ମତେ କାଖେଇ କାଖେଇ ତୋ ଶ୍ରୀ ମନ୍ଦିରକୁ ନେବ, ଆଉ ତୋ ଚକା ଆଖିରେ ମୋ ଆଖି ମିଶାଇବ ।

Special Story: Devotees Arrive in Large Numbers to Get a Glimpse of Maa Dakineswar Pathara Kali
ପୂଜା ପାଉଛନ୍ତି ପଥର କାଳୀ

ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍‌ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା ପାଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ ।

Birth anniversary of CV Raman know some unknown fact about great scientist
CV Raman Birth Anniversary 2024: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଭାବରେ ଇତିହାସ ସୃଷ୍ଟି କରିଥିଲେ ସିଭି ରମଣ

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

Football Match
ଖେଳ ପଡ଼ିଆରେ ଚଡ଼କ

ପଡ଼ିଆରେ ଚାଲିଥିଲା ହାଇ ଭୋଲ୍‌ଟେଜ୍‌ ଫୁଟବଲ୍‌ ମ୍ୟାଚ୍‌... ମାଡ଼ି ଆସିଲା ମେଘ... ବିଜୁଳି ମାରିଲା... ଆଉ ଚାହୁଁଚାହିଁ ଚାଲିଗଲା ଖେଳାଳିଙ୍କ ଜୀବନ । ଦେଖନ୍ତୁ ଭିଜୁଆଲ୍‌କୁ... କେମିତି ଗଛ କାଟିଲା ପରି ପଡ଼ିଆର ମାଟିରେ ଲୋଟି ପଡ଼ୁଛନ୍ତି ଏମାନେ ।

The story of the union and separation of a heavenly nymph and a mortal king
Mahabharat Story: ସ୍ୱର୍ଗର ଅପ୍ସରୀ ଓ ଜଣେ ମର୍ତ୍ତ୍ୟ ଲୋକର ରାଜାଙ୍କ ମିଳନ ଓ ବିଛେଦର କାହାଣୀ

ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।

Golden Temple Themed Mandap
ଭଦ୍ରକରେ ଗୋଲ୍ଡେନ୍‌ ଟେମ୍ପୁଲ୍‌

କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

Saviour for Stray Animals
ବୁଲା କୁକୁରଙ୍କ ବନ୍ଧୁ

ଆଜିକାଲି ଦୁନିଆରେ କାହାକୁ କିଏ ପଚାରେ । କିଏ ମଲା, କିଏ ଗଲା, କିଏ ଖାଇଲା କିଏ ନ ଖାଇଲା, କାହାର ବା କ’ଣ ପଡିଛି ଯେ ପଚାରିବ । କିନ୍ତୁ ଏ ବ୍ୟକ୍ତି ଜଣକ ପାଇଁ ଏ ସବୁ କଥା ମାଇନା ରଖେ । ମଣିଷ ତ ମଣିଷ ଭୋକିଲା ବୁଲା କୁକୁରଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦେ । ଖାସ୍ ସେଇଥିପାଇଁ ସେ ଏବେ ପାଲଟିଛନ୍ତି ବୁଲା କୁକୁରଙ୍କ ବନ୍ଧୁ ।

Explore Fascinating Collection
ତନ୍ମୟଙ୍କ ପାଖରେ ସାରା ବିଶ୍ବର କଏନ୍‌ !

ଭଳିକି ଭଳି ଡାକ ଟିକେଟ । ମହାତ୍ମା ଗାନ୍ଧୀଙ୍କ ଫୋଟୋଥିବା ଟିକେଟ୍‌ ହେଉ କି ଆମେରିକା, ତୁର୍କୀ, ଫିଲିପାଇନ୍ସ ଓ ବଙ୍ଗଳାଦେଶର ପୁରୁଣା ଡାକ ଟିକେଟ ସବୁ ଏଠାରେ ଆପଣ ଦେଖିବାକୁ ପାଇବେ । ଖାଲି ଦେଶ ବିଦେଶର ଡାକ ଟିକେଟ୍‌ କାହିଁକି ବିଭିନ୍ନ ଦେଶର ୧ ହଜାରରୁ ଊର୍ଦ୍ଧ୍ୱ କଏନ ସହ ପ୍ରାଚୀନ କାଳର ମୁଦ୍ରା ମଧ୍ୟ ଏଇଠି ରହିଛି ।

The story of a king turning a woman into a man and a man turning into a woman and a woman turning in
Mahabharat Story: ନାରୀରୁ ପୁରୁଷ ଓ ପୁରୁଷରୁ ନାରୀ ଏବଂ ନାରୀରୁ ପୁଣି ପୁରୁଷ ହେଇଥିବା ଜଣେ ରାଜାଙ୍କ କାହାଣୀ

ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ପୁଣି କେମିତି ଓ କାହା ସହ ତାଙ୍କର ବିବାହ ହେଲା ? ରାଜା ସୁଦ୍ୟୁମ୍ନ କେମିତି ପାଲଟିଲେ ନାରୀ?

Leopard Attacks
ବାଘକୁ ବିଲେଇ ଭାବୁଥିଲେ..ତା..ପରେ....

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ଦେଖନ୍ତୁ ଏ ଭିଡିଓକୁ... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ଯୁବକ ଜଣକ ।

Vending Zone Turns into Wasteland
Odisha Govt Negligence Over Gunupur Market Complex: ଭେଳିକି କରୁଥିଲେ ପୂର୍ବ ସରକାର ! ପୋଖରୀ ଭିତରେ ମାର୍କେଟ୍ ବିଲ୍ଡିଂ

ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣ ଆଖିରେ ଦେଖିଲେ ଜାଣିପାରିବେ । 

Picnic Turns Chaotic
Leopard Attack In Madhya Pradesh: ବାଘ ସହ ଖେଳିବା ପଡ଼ିଲା ମହଙ୍ଗା; ମାଡ଼ି ଆସିଲା, ରକ୍ତାକ୍ତ କଲା...

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ମଧ୍ୟପ୍ରଦେଶର ଶାହଡୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Old Woman Living in Crumbling House
ବୟସ ୮୦ କିନ୍ତୁ ସରକାରୀ ସହାୟତାରୁ ବଞ୍ଚିତ

ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।

80-Year-Old Woman Seeks Government Aid
Odisha Woman Seeks Govt Aid: ବୟସ ସିନା ଛୁଇଁଲାଣି ୮୦, କିନ୍ତୁ ମିଳୁନି ସରକାରୀ ସହାୟତା

ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।

Blind Parents
ମରି ଶୋଇଥିଲା ପୁଅ, ୪ ଦିନ ଯାଏ ଜାଣିପାରିଲେନି ବାପା-ମା’

ସବୁ କିଛି ଚୁପ୍‌ଚାପ୍‌... ସବୁ ଏଠି ଆବାକ୍‌ । ଏ ଆଖି ଦେଖିପାରୁନି... କି ଏ ଭିଜୁଆଲ୍‌ କଥା ବି କହିପାରୁନି । ହେଲେ ଏୟା ପଛରେ ରହିଛି ଅନେକ ଦୁଃଖ ଓ କୋହଭରା କଥା । ଯାହା କହିବା ବି ମୁସ୍କିଲ୍‌ ।

Diwali festival according to different religion
Diwali 2024: ଖାଲି ହିନ୍ଦୁ ନୁହେଁ, ଅନ୍ୟ ଧର୍ମରେ ବି ପାଳନ ହୁଏ ଦୀପାବଳି; ଜାଣନ୍ତୁ କେଉଁ ଧର୍ମରେ କ'ଣ ବିଶ୍ୱାସ

ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।

Earthen Lamps
ଉଜୁଡ଼ିବାକୁ ବସିଲାଣି ବେଉସା, ତଥାପି ହସୁଛି ମାଟି ଦୀପ

ମାଟିରେ ଗଢ଼ା ଚାଲିଛି ଭଳିକି ଭଳି ଦୀପ । ଦୀପାବଳି ପାଇଁ ଚଳଚଞ୍ଚଳ ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦୀପାବଳି ପାଇଁ ମହିଳା ଓ ପୁରୁଷ ମାନେ ଲାଗି ପଡ଼ିଛନ୍ତି ମାଟି ଦୀପ ତିଆରି କାମରେ।

MURDER
୮ କୋଟି ପାଇଁ ସ୍ୱାମୀକୁ ହତ୍ୟା

୮କୋଟି ପାଇଁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଆଉ ତା’ ପରେ ୮୦୦ କିମି ଦୂରରେ ଫିଙ୍ଗିଦେଲା । ସବୁଠାରୁ ବଡ଼ କଥା ହେଉଛି ଏହି ହତ୍ୟା ପଛରେ ଥିଲା ସ୍ତ୍ରୀର ଦୁଇ ବୟଫ୍ରେଣ୍ଡଙ୍କ ହାତ ।

Another Cyclone
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା !

ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ । କେମିତି ରହିବ ରୂପ ରେଖ ? କେଉଁ ଆଡ଼କୁ ମୁହାଁଇବ ? ତାହା ସ୍ପଷ୍ଟ ହୋଇନଥିଲେ ବି ଏବେ ଏମିତି ଏକ ଚର୍ଚ୍ଚା ଖୁବ୍‌ ହେଉଛି । ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି ।

Super Cyclone
ଏମିତି ଥିଲା ୧୯୯୯ ମହାବାତ୍ୟା !

୧୯୯୯ ମହାବାତ୍ୟା... ଆଜିକୁ ପୂରିଲା ଠିକ୍‌ ୨୫ ବର୍ଷ । ସେଦିନ ଥିଲା ଅକ୍ଟୋବର ୨୯ ତରିଖ, ଶୁକ୍ରବାର... ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ... ଆଉ ତା' ପରେ...

1999 Cyclone
Special Story: ୧୯୯୯ ମହାବାତ୍ୟା; ବିତିଲାଣି ୨୫ ବର୍ଷ, ମନେପଡ଼ିଲେ ଝରିପଡ଼ୁଛି ଲୁହ...

ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି ।

 Cyclone
ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା; ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ !

ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।

Mobile Phones
Special Story: ଫୋନ୍‌ ଚାର୍ଜ ପାଇଁ ଲାଗିଛି ଲମ୍ବା ଲାଇନ୍‌; ଘଣ୍ଟାଏ ପାଇଁ ଦେବାକୁ ପଡୁଛି ୨୦ ଟଙ୍କା...

ଜେନେରେଟରରୁ ଚାର୍ଜିଂ ହେଉଛି ପୁଳା ପୁଳା ଫୋନ୍‌ । ଫୋନ୍‌ ଗୋଟିଏ ଘଣ୍ଟା ଚାର୍ଜ କଲେ ଦେବାକୁ ପଡ଼ୁଛି ୨୦ ଟଙ୍କା । 

Due to the curse of one's birth mother, the snake will disappear from the world
ନିଜ ଜନ୍ମକଲା ମାଆର ଅଭିଶାପ, ସଂସାରରୁ ଲୋପ ପାଇବେ ସାପ

ଆସନ୍ତୁ ଜାଣିବା କେମିତି ଓ କାହିଁକି ପିତାମହ ବ୍ରହ୍ମାଙ୍କ କଥାରେ ଶେଷନାଗ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କଲେ ଓ କେମିତି ବାସୁକୀନାଗ ଖୋଜି ପାଇଲେ ନିଜ ମାଆଙ୍କ ଅଭିଶାପରୁ ସମଗ୍ର ସର୍ପ କୂଳକୁ ବଞ୍ଚାଇବାର ବାଟ।

Special Story
Special Story: ବୃତ୍ତି ଶିକ୍ଷକତା, ନିଶା ପରିବେଶ ସୁରକ୍ଷା; ଗାଁ ଶ୍ମଶାନକୁ ମନ୍ଦିରରେ କଲେ ପରିଣତ

ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି  ।